Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ହେବ ପର୍ଯ୍ୟଟନର ବିକାଶ
ସମ୍ବଲପୁର, : ଏସିଆର ଦୀର୍ଘତମ ନଦୀବନ୍ଧ ହୀରାକୁଦ ପ୍ରକୃତିର ଅପରୂପା ସୌନ୍ଦର୍ଯ୍ୟରେ ଭରପୁର ଅଟେ । ଶୀତ ରତୁରେ ବିଦେଶୀ ପକ୍ଷୀଙ୍କ ଆଗମନ, ମାଛ ଧରାଳୀଙ୍କ ଦୃଶ୍ୟ, ନେହେରୁ ଓ ଗାନ୍ଧୀ ମୀନାର ସହ ଜବାହାର ଉଦ୍ୟାନ ରହିଛି । ବନ୍ୟା ଜଳ ନିଷ୍କାସନ ବେଳେ ରୋପୱେରେ ଯାତ୍ରାକଲେ ମନରେ ରୋମାଞ୍ଚକ…
ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କୁ ସତର୍କ କରାଇଲେ ଭାରତ ସରକାର
ନୂଆଦିଲ୍ଲୀ,: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କୁ ସତର୍କ ସୂଚନା ଜାରି କଲେ ସରକାର । କମ୍ପ୍ୟୁଟର କିମ୍ବା ଲାପଟପରେ ହ୍ୱାଟସଆପ୍ ଚଳାଉଥିଲେ ବଡ଼ ବିପଦର ସାମନା କରିପାରନ୍ତି । ଆପଣଙ୍କ ଡିଭାଇସ୍ ଏବଂ ଆପ୍ ସହଜରେ ଆକ୍ସେସ୍ କରିପାରିବେ ହ୍ୟାକର୍ସ । ଠକେଇରୁ ବର୍ତ୍ତିବା ପାଇଁ ସରକାରଙ୍କ ପକ୍ଷରୁ…
ଦିନକରେ ସୁନା ଦର ଆକାଶଛୁଆ
ନୂଆଦିଲ୍ଲୀ,: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି । ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁ ସୁନା ମୂଲ୍ୟ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ । ଏହାର ଅର୍ଥ ହେଉଛି ଯେ ଖବ୍ଶୀଘ୍ର…
ସରକାର ବଦଳାଇଲେ ନିୟମ, ଆଉ ହେବନି ୟୁପିଆଇ ଟ୍ରାଞ୍ଜାକ୍ସନ!
ନୂଆଦିଲ୍ଲୀ,: ଯଦି ଆପଣ ଟଚଓ ମାଧ୍ୟମରେ ପେମେଣ୍ଟ କିମ୍ବା କାରବାର କରୁଛନ୍ତି କିମ୍ବା ବିଦେଶ ଭ୍ରମଣ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । କାରଣ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଏପ୍ରିଲ ୮ରେ ଏକ ନୂତନ ସର୍କୁଲାର ଜାରି କରିଛି । ଏହି ସର୍କୁଲାର ଛଜ କୋଡ…
ଜମ୍ମୁ-କଶ୍ମୀରରେ ଏବେ ସୁଦ୍ଧା ହୁରିୟତ ସହିତ ଜଡିତ ୧୨ ସଙ୍ଗଠନ ଛାଡିଲେଣି ବିଚ୍ଛିନ୍ନତାବାଦ ରାସ୍ତା
ନୂଆଦିଲ୍ଲୀ, : ଜମ୍ମୁ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ବଡ ଝଟକା ଦେଇ ଆଉ ଏକ ଗ୍ରୁପ ଜମ୍ମୁକଶ୍ମୀର ଗଣ ମୁଭଭେଂଟ ବି ଅଲ୍ ପାର୍ଟି ହୁରିୟତ କନଫରେନ୍ସ ସହ ତାର ସମସ୍ତ ସଂପର୍କ ଛିନ୍ନ କରିଛି । ଏହାସହିତ ଜମ୍ମୁକଶ୍ମୀରରେ ବିଚ୍ଛିନ୍ନତାବାଦର ରାସ୍ତା ଛାଡିଥିବା ସଙ୍ଗଠନର ସଂଖ୍ୟା ୧୨ରେ…
ସକାଳୁ ସକାଳୁ ଅସ୍ଥାୟୀ ମଣ୍ଡପରେ ମହିଳାଙ୍କ ପ୍ରବଳ ଭିଡ
ବ୍ରହ୍ମପୁର, : ମା\' ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଦୈନିକ ଶ୍ରଦ୍ଧାଳୁଙ୍କ ଗହଳି ବଢ଼ିବାରେ ଲାଗିଛି । ମା\'ଙ୍କ ଯାତ୍ରାର ଶୁକ୍ରବାର ଥିଲା ନବମ ଦିନ । ଶୁକ୍ରବାର ହୋଇଥିବାରୁ ସକାଳୁ ସକାଳୁ ଅସ୍ଥାୟୀ ମଣ୍ଡପରେ ମହିଳାଙ୍କ ପ୍ରବଳ ଭିଡ଼ ଜମିଥିଲା । ହାତରେ ହଳଦି ପାଣି ଆଣି ମହିଳାମାନେ…
ବିକାଶ ଓ ଐତିହ୍ୟ\’ର ମନ୍ତ୍ର ନେଇ ନୂଆ ଭାରତ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ
ଅଶୋକନଗର,: ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ଇସାଗଡ ତହସିଲର ଆନନ୍ଦପୁର ଧାମ ପରିଦର୍ଶନ କରିଛନ୍ତି । ସେ ଗୁରୁଜୀ ମହାରାଜ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଆନନ୍ଦପୁର ଧାମସ୍ଥିତ ମନ୍ଦିର…
ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ମୁମ୍ୱାଇ ଆକ୍ରମଣର ମଷ୍ଟରମାଇଣ୍ଡ ତେହବୁର ରାଣା
ନୂଆଦିଲ୍ଲୀ, : ୨୬/୧୧ ମୁମ୍ୱାଇ ଆତଙ୍କୀ ଆକ୍ରମଣର ମଷ୍ଟରମାଇଣ୍ଡ ତେହବୁର ରାଣା ଦିଲ୍ଲୀରେ ପହଞ୍ଚିଛି । ଆମେରିକାରୁ ଭାରତୀୟ ଅଧିକାରୀମାନେ ତାକୁ କଡା ସୁରକ୍ଷା ମଧ୍ୟରେ ଆଣି ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ରାଣାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ଅତ୍ୟଧିକ ସୁରକ୍ଷା…
ମା’ବୁଢ଼ୀ ଠାକୁରାଣୀଙ୍କ ସବୁଠାରୁ ଆକର୍ଷଣୀୟ ବେଶ
ବ୍ରହ୍ମପୁର, : ହେଉଛି ବାଘ ବେଶ । ମାନସିକଧାରୀମାନେ ବାଘ ବେଶ ପାରି ନାଚି ନାଚି ମା’ଙ୍କ ପାଖକୁ ଯାଇ ଦର୍ଶନ କରିଥାନ୍ତି । ଏହି ବାଘ ବେଶରେ ସଜ୍ଜିତ ହେବାକୁ ଜଣେ ମାନସିକଧାରୀଙ୍କୁ ୫ ରୁ ୬ ଘଣ୍ଟା ସମୟ ଲାଗିଥାଏ । ବାଘ ବେଶରେ ସଜ୍ଜିତ ହେବା ପରେ ନିଜ ଗୁରୁଙ୍କ ଠାରୁ କିଭଳି ବାଘ ନାଚ କରିବେ…
ଆଜି ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
ଭୁବନେଶ୍ୱର,: ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସିଧା କଟକ ଯାଇ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ…