Browsing Category

ମୁଖ୍ୟ ଖବର

ନାସିକ ରେ ଆଦିବାସୀ ଶ୍ରମିକ ଙ୍କୁ ଶ୍ରମ ଠିକାଦାର ଙ୍କ ମରଣାନ୍ତକ ମାଡ଼ ଭିଟାମାଟି ଫେରି କୋହ ଭରା କଣ୍ଠ ରେ ବଖାଣିଲେ…

ଖଲ୍ଲିକୋଟ ଦାଦନ ପ୍ରବଣ ଖଲ୍ଲିକୋଟ ଅଞ୍ଚଳ ରେ ଦାଦନ ଦୁଃଖ ର ଅନ୍ତ ଘଟିବାର  ନା ଧରୁନି |ଗତ ଦସ ବର୍ଷ ଭିତରେ ୨୨ ରୁ ଊର୍ଧ୍ଵ ଦାଦନ ଶ୍ରମିକ ରାଜ୍ୟ ବାହାରେ ମୃତୁ ବରଣ କରିଥିବା ର ନଜିର ରହିଛି  | ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ଅଧୁଷିତ ବାଦପଲ୍ଲୀ ପଂଚାୟତ ର ଲାଖପଡ଼ା ଗ୍ରାମର  ଏଭଳି ଏକ…

କୃଷି ଯନ୍ତ୍ରପାତି ନିର୍ମାତାମାନଙ୍କର ବୈଠକ

ଭୁବନେଶ୍ୱର, : ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍‌ ଉପଲବ୍ଧତା ପ୍ରତି…

ଚୁକ୍ତି କରି କାରଖାନା କଲେନି

ଭୁବନେଶ୍ୱର,: ଖଣିଜ ସମ୍ପଦରେ ଭରପୁର ଥିବାରୁ ଇସ୍ପାତ ଜଗତର ନିବେଶକ ମାନଙ୍କର ଓଡ଼ିଶା ପ୍ରତି ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି । ସେହି ଆକର୍ଷଣ ବିଶ୍ୱର ଅନେକ ଖ୍ୟାତନାମା କମ୍ପାନିକୁ ଓଡ଼ିଶା ଟାଣି ଆଣିଥିଲା । ସେମାନେ ସ୍ୱପ୍ନର ପ୍ରକଳ୍ପ ବସାଇବା ଲାଗି ରାଜ୍ୟ ସରକାରଙ୍କ ସହ ଚୁକ୍ତି ବି କରିଥିଲେ…

ହଠାତ ଖସିଲା ଭାରତୀୟ ସେୟାର ବଜାର

ନୂଆଦିଲ୍ଲୀ, : ଲଗାତର କିଛି ଦିନ ହେବ ଭାରତୀୟ ସେୟାର ବଜାରର ସ୍ଥିତି ଭଲ ଥିବା ବେଳେ ଏବେ ପୁଣି ଥରେ ପତନ ଦେଖିବାକୁ ମିଳିଛି । ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଥିବା ବେଳେ ଆଦାନୀ ସେୟାର ଆଜି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି । ଆଦାନୀ ସେୟାର ଶୁକ୍ରବାର ଦିନ ଖୁବ୍ ଭଲ ପ୍ରଦର୍ଶନ…

ଭାରତ-ଆମେରିକା ମଧ୍ୟରେ ଖୁବଶୀଘ୍ର ଶେଷ ହେବ ଟାରିଫ୍ ଟେନସନ

ନୂଆଦିଲ୍ଲୀ, : ଆମେରିକା ପକ୍ଷରୁ ଭାରତ ଉପରେ ଲଗାଯାଇଥିବା ତାରିଫ୍‌ ମଧ୍ୟରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର୍ ଜୟସୱାଲ ଏକ ବଡ ଅପଡେଟ୍ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ବୁଝାମଣାକୁ ନେଇ ଆଲୋଚନା ଆଗକୁ ବଢୁଛି । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଏହା ବ୍ୟତୀତ…

୨୧ରେ କଳିଙ୍ଗ ଷ୍ଟାଡିୟମରେ ହେବ ବିଶାଳ ଗଣ ଦୌଡ଼ ; ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିବସ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ ଗଣଦୌଡର ଆୟୋଜନ କରାଯାଇଛି । ଏହି ଗଣଦୌଡର ବାର୍ତ୍ତା ହେଉଛି ‘ନିଶା ମୁକ୍ତ ଭାରତ’ । ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ…

ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

ଭୁବନେଶ୍ୱର,: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍‌ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । \"ଞଷର ଞସଶରକ୍ସଗ୍ଦ ଡଷକ୍ଟ…

ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର

ଭୁବନେଶ୍ୱର, : ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍‌ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ…

ଓଡ଼ିଶାରେ ପାଞ୍ଚ ଦିନି ବର୍ଷା: ୧୫ ଜିଲ୍ଲାକୁ ଚେତାବନୀ ଜାରି

ଭୁବନେଶ୍ୱର, : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଗୁରୁବାର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନି ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି । ସେପ୍େଟମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ହେବାର…

କଂଗ୍ରେସ ସବୁବେଳେ ମିଥ୍ୟା କାହାଣୀ ପ୍ରସାର କରେ: ଶାହ

ନୂଆଦିଲ୍ଲୀ, : ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟ ଚୋରି ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଭୋଟର ଅଧିକାର ଯାତ୍ରାକୁ \"ଅନୁପ୍ରବେଶକାରୀଙ୍କୁ ବଞ୍ଚାଅ ଯାତ୍ରା’ ବୋଲି ଅଭିହିତ କରିଛନ୍ତି । ବିହାରର ରୋହତାସରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ…