Browsing Category

ମୁଖ୍ୟ ଖବର

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ୱର, : ଗିରଫ ହୋଇଛନ୍ତି ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ । ଏକ ଜାମିନବିହୀନ ଗିରଫ ପରୱାନା (ଏନ୍ବିଡବ୍ଲୁ) ଆଧାରରେ ତାଙ୍କୁ ଗୁରୁବାର ଗିରଫ କରିଛି ଭୁବନେଶ୍ୱରର ବଡଗଡ଼ ଥାନା ପୋଲିସ । ପାର୍ଥଙ୍କ ନାଁରେ ହତ୍ୟା ଧମକ ଓ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ୍ କରିବା ଭଳି ଅଭିଯୋଗ ରହିଛି ।…

ଅଯୋଗ୍ୟଙ୍କୁ ଆବାସ, ଯୋଗ୍ୟ ଗରୀବ ହିତାଧିକାରୀଙ୍କୁ ଅଣଦେଖା

ବେଲଗୁଣ୍ଠା, : ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ କରିବା ଗରୀବର ସବୁଠାରୁ ବଡ଼ ସ୍ୱପ୍ନ କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୁଅନ୍ତି ଦିନ ମଜୁରିଆ, ଖଟିଖିଆ । ଏମାନଙ୍କୁ ମିଳୁନି ପକ୍କାଘର ଖଣ୍ଡିଏ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ…

ଖରିଫ ଚାଷ ପାଇଁ ପ୍ରସ୍ତୁତ ଚାଷୀ

ଫୁଲବାଣୀ,: ଚଳିତ ବର୍ଷ ଖରିଫ ·ଷ ପାଇଁ କନ୍ଧମାଳରେ ପାଗ ଅନୁକୂଳ ରହିଛି । ଜୁନ-ଜୁଲାଇରେ ଗତ ବର୍ଷ ଅପେକ୍ଷା ଏଥରକ ଭଲ ବର୍ଷା ହୋଇଛି । ମୌସୁମୀର ପହିଲି ବର୍ଷା ପରେ ବିଲକୁ ଓହ୍ଲାଇଛି ·ଷୀ । ଜିଲ୍ଲାର ଅଧୁକାଂଶ ଧାନ ଜମିରେ ବର୍ତ୍ତମାନ ତଳି ପଡ଼ିବା ପ୍ରକ୍ରିୟା ·ଲିଛି । ସୂଚନା ଅନୁଯାୟୀ ଗତ…

ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଜିଲ୍ଲାରେ ମଡେଲ ସୂର୍ଯ୍ୟ ଗ୍ରାମ ଚୟନ ନିମନ୍ତେ ପ୍ରସ୍ତୁତ

ଖୋର୍ଦ୍ଧା, : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପି.ଏମ.ସୁର୍ଯ୍ୟଘର ଯୋଜନାରେ ଜିଲ୍ଲାରେ ମଡେଲ ସୂର୍ଯ୍ୟଘର ଗ୍ରାମ ଚୟନ ନିମନ୍ତେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟାମାନଙ୍କ…

ଭିନ୍ନସ୍ୱର ଖବରକାଗଜର ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର, : ଭିନ୍ନସ୍ୱର, ଏକ ନୂତନ ଖବରକାଗଜ, ଯାହା ସାଧାରଣ ଜନତାଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରିବା ସହ ନିର୍ଭିଲ, ନିରପେକ୍ଷ ଏବଂ ସମୟୋପଯୋଗୀ ସୂଚନା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଭୁବନେଶ୍ୱରର ଗୀତଗୋବିନ୍ଦ ସଦନଠାରେ ମହାସମାରୋହରେ ଲୋକାର୍ପିତ ହୋଇଛି ।ଏହି ଉତ୍ସବରେ…

ଡିଏମ୍‌ଏଫ୍ ପାଣ୍ଠି ସଂଗ୍ରହରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, : ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ସଂଗ୍ରହରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଚଳିତ ବର୍ଷ ଏପ୍ରିଲ୍ ୨୫ ସୁଦ୍ଧା ୧,୦୮,୨୧୨.୪୨ କୋଟି ଟଙ୍କାର ଡିଏମ୍‌ଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିଲା । ସେଥିରୁ କେବଳ ଓଡ଼ିଶା ୩୧,୩୨୪ କୋଟି ଟଙ୍କା ସଂଗ୍ରହ କରିଛି । ଫଳରେ ଶ୍ରେଷ୍ଠ…

ଆଉଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା

ଭୁବନେଶ୍ୱର, : ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ପ୍ରମୁଖ ସମସ୍ୟା ପାଲଟିଛି । କିନ୍ତୁ ଏହାର ପ୍ରଭାବରେ ସ୍ଥାନୀୟସ୍ତରରେ ସମସ୍ୟା ହେଉଛି । ବାୟୁମଣ୍ଡଳ ତାପମାତ୍ରା ବଢୁଛି । ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଏହା ଫଳରେ ହିଟ୍‌ ୱେଭର ଇଣ୍ଟନସିଟି ବଢୁଛି । ରାତିର ତାପମାତ୍ରା ବଢୁଛି ।…

ଓଡିଶା ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ

ଭୁବନେଶ୍ୱର, : ଖୁବ ଶିଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ । ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସଙ୍କେତ ଦେଇସାରିଲେଣି । ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଧଡକନ ହେବାରେ ଲାଗିଛି । ଲୋକସେବା ଭବନଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଖଟିଗୁଡିକରେ ଏ ନେଇ…

ବିହାରରେ ଜାରି ରହିବ ଭୋଟର ଲିଷ୍ଟ ରିଭିଜନ୍, ଆଧାର, ଭୋଟର ଓ ରାସନ କାର୍ଡକୁ କରାଯାଉ ସାମିଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,, ୧୦ା୭ : ବିହାରରେ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଆସିଛି ବଡ଼ ଖବର । ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଜାରି ରହିବା ଉଚିତ । ଏହା ସହିତ ଆଧାର କାର୍ଡ, ଭୋଟର କାର୍ଡ ଏବଂ ରାସନ କାର୍ଡକୁ ଭୋଟର ତାଲିକା ସଂଶୋଧନରେ ଅନ୍ତର୍ଭୁକ୍ତ କରାଯିବା ଉଚିତ…

ଝାଡ଼ଖଣ୍ଡର ରାଂଚିରେ ପୂର୍ବ କ୍ଷେତ୍ରୀୟ ପରିଷଦର ୨୭ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ…

ରାଂଚି, 10/7: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଝାଡ଼ଖଣ୍ଡର ରାଂଚିରେ ପୂର୍ବ କ୍ଷେତ୍ରୀୟ ପରିଷଦର ୨୭ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବିହାର…