Browsing Category

ମୁଖ୍ୟ ଖବର

ମଝିବଜାର ସ୍ଥିତ ଆଡପ ମଣ୍ଡପରେ ପହଂଚି ଚୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କଲେ ହାସ୍ୟ ଅଭିନେତା ହରିହର

ଛତ୍ରପୁର : ଚାଲିଛି ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା । ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଉସୀ ମା ମନ୍ଦିରରେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମଙ୍ଗଳବାର ହେରା ପଂଚମୀ ଥିବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ଏହା…

କାଲୋପଲା ଛକରେ ଭାରତ ବନ୍ଦ, ଜାତୀୟ ରାଜପଥ ୨୬ ଅବରୋଧ,ଯାତାୟାତ ପ୍ରଭାବିତ

ଧର୍ମଗଡ : ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ୍ଵାମନ ମେଶ୍ରାମଙ୍କ ନେତୃତ୍ଵରେ ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଅବସରରେ କଳାହାଣ୍ଡି ଜିଲ୍ଲା କାଲୋପଲା ଛକରେ ଜାତୀୟ ରାଜପଥ ୨୬କୁ ଅବରୋଧ କରାଯାଇଛି। ମୂଳନିବାସି ବହୁଜନ ସମାଜର ଲୋକମାନେ ଏହି ଆନ୍ଦୋଳନ…

ସେପ୍ଟେମ୍ବର ୧୦ ରୁ ଏସିଆ କପ୍ କ୍ରିକେଟ୍!

ନୂଆଦିଲ୍ଲୀ, : ଗତ ଏପ୍ରିଲରେ ଜମ୍ମୁ କାଶ୍ମୀରରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ନୀରିହ ଜୀବନ ଯାଇଥିଲା । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଥିଲା । ଏହା ପରେ ଆସନ୍ତା ଏସିଆ କପ୍ରେ ଖେଳାଯିବାକୁ ନେଇ ଅନିଶ୍ଚିନ୍ତତା ଦେଖିବାକୁ ମିଳିଥିଲା । ବଡ଼ କଥା ହେଉଛି…

“ସଲାକାର’ରେ ଗୁଇନ୍ଦାଗିରି କରିବେ ମୌନି

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ମୌନି ରାୟ  ଭୂତନୀ' ପରେ ପୁଣି ଦମ୍ଦାର ଅନ୍ଦାଜରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି । ତାଙ୍କୁ ଖୁବ୍ ଶୀଘ୍ର ଏକ ସ୍ପାଏ ଥ୍ରିଲର ଫିଲ୍ମ "ସଲାକାର'ରେ ଦେଖିବାକୁ ମିଳିବ । ସେଥିରେ ସେ ଗୁଇନ୍ଦାଗିରି କରୁଥିବା ନଜର ଆସିବେ । ଫିଲ୍ମଟି ଜାତୀୟ ସୁରକ୍ଷା…

ନକଲି ସସ୍ କାରଖାନାରେ ଚଢାଉ

ବ୍ରହ୍ମପୁର,: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ପିଚିପିଚିଆ ନଗରରେ ଥିବା ଏକ ସସ୍ କାରଖାନାରେ ପୁଲିସ ପକ୍ଷରୁ ଚଢଉ କରାଯାଇଛି । ସେଠାରୁ ବିପୁଳ ପରିମାଣର କଞ୍ଚାମାଲ ଜବତ ହୋଇଥିବା ବେଳେ ପୁଲିସ ଉକ୍ତ କାରଖାନାରେ କାର୍ଯ୍ୟରତ ୨ ଜଣ କର୍ମ·ରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।…

ଭାରତ-ଆମେରିକା ମଧ୍ୟରେ ଖୁବଶୀଘ୍ର ହୋଇପାରେ ବାଣିଜ୍ୟ ଚୁକ୍ତି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସହିତ ବାଣିଜ୍ୟ ଚୁକ୍ତି ବିଷୟରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ରସଙ୍ଗରେ…

ବନ୍ୟା ପରିସ୍ଥିତି ନେଇ ସରକାର ସତର୍କ ଅଛନ୍ତି : ସୁରେଶ ପୂଜାରୀ

ଭୁବନେଶ୍ୱର, : ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଆଶ୍ୱାସନା ଦେଇଛନ୍ତି ଯେ, ରାଜ୍ୟର ଉତ୍ତର ଭାଗରେ, ବିଶେଷକରି ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ପରିଚାଳନା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସକ୍ରିୟ ଭାବରେ କାର୍ଯ୍ୟ…

ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ଭୁବନେଶ୍ୱର, : ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ…

୨୦୨୬ ଏପ୍ରିଲ ୧ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା

ନୂଆଦିଲ୍ଲୀ, : ବହୁପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାର ତାରିଖ ଘୋଷଣା କରାଯାଇଛି । ଏଥର ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ । ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ମୁତାବକ, ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଏପ୍ରିଲ ୧ରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ଲୋକଙ୍କଠାରୁ…

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୦ ଜୀବନ

ହାଇଦ୍ରାବାଦ, : ସାଙ୍ଗାରେଡ୍ଡି ଜିଲ୍ଲାର ପାସମିଲାରାମ ଶିଳ୍ପାଞ୍ଚଳରେ ଥିବା ସିଗାଚି ରାସାୟନିକ ଶିଳ୍ପରେ ସୋମବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ପରେ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଶ୍ରମିକ ଗୁରୁତର ଆହତ…