Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଦିଲ୍ଲୀ ହିଂସା : ୟୁଏପିଏ ଅନୁଯାୟୀ ଉମର ଖାଲିଦ୍ ବିରୋଧରେ ମକଦ୍ଦମା ଚଳାଇବାକୁ ଅନୁମୋଦନ
ନୂଆଦିଲ୍ଲୀ, ୬ ।୧୧ : ଦିଲ୍ଲୀ ହିଂସା ମାମଲାରେ ଉମର ଖାଲିଦ ଏବଂ ଅନ୍ୟମାନଙ୍କୁ ମୋକଦ୍ଦମା ଚଳାଇବା ପାଇଁ ଦିଲ୍ଲୀ ସରକାର ଏବଂ ଗୃହ ମନ୍ତ୍ରଣାଳୟ ଅନୁମୋଦନ ଦେଇଛନ୍ତି । ହିଂସା ମାମଲାରେ ଉମର ଖାଲିଦଙ୍କୁ ୟୁଏପି ଅଧୀନରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ନିୟମ ଅନୁଯାୟୀ, ଟଇଚଇ ଅଧୀନରେ ଜଣେ…
ଋଷ-ପାକିସ୍ତାନର ନିକଟତର, ଚିନ୍ତାରେ ଭାରତ
ନୂଆଦିଲ୍ଲୀ, ୬ ।୧୧ : ରୁଷ ଏବଂ ପାକିସ୍ତାନର ନିକଟତରତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମିଳିତ ସାମରିକ ଅଭ୍ୟାସ ପାଇଁ ଋଷର ଏକ ଦଳ ଗୁରୁବାର ଦିନ ପାକିସ୍ତାନରେ ପହଞ୍ଚିଛନ୍ତି । ପାକିସ୍ତାନ ଏବଂ ଋଷ ସେନାର ଏହି ମିଳିତ ସାମରିକ ଅଭ୍ୟାସକୁ ଦ୍ରଜର୍ବା-୫ ରଖାଯାଇଛି । ପାକିସ୍ତାନ ସେନା ଟୁଇଟ୍…
ମହାକାଶରୁ ରହି ଆମେରିକା ନିର୍ବାଚନ ପାଇଁ ଭୋଟ୍ ଦେଲେ କେଟ୍ ରୁବିନ୍ସ
ୱାଶିଂଟନ୍ ୬ ।୧୧ : କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଏବଂ ଏହି ଭାଇରସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବହୁତ ପ୍ରଭାବ ପକାଇଛି । ଆମେରିକାର ଅନେକ ସ୍ଥାନରେ ଭୋଟ୍ ପ୍ରତିଶତ ଅଧିକ ଦେଖାଯାଇଥିବାବେଳେ ଅନେକ ଲୋକ କରୋନାକୁ ଭୟ କରି ମତଦାନରୁ ନିଜକୁ…
ଅର୍ଥନୀତିରେ ଉନ୍ନତି, ନିଯୁକ୍ତିରେ ହ୍ରାସ
ନୂଆଦିଲ୍ଲୀ ୬ ।୧୧ : ଅର୍ଥନୀତିରେ ଉନ୍ନତି ସତ୍ତେ୍ୱ ଅକ୍ଟୋବରରେ ନିଯୁକ୍ତି ୫.୫ ଲକ୍ଷ ହ୍ରାସ ପାଇଛି । ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ତଥ୍ୟ ଦ୍ୱାରା ଏହି ତଥ୍ୟ ପ୍ରକାଶ ପାଇଛି । ସେପ୍ଟେମ୍ବର ୨୦୨୦ରେ ବେକାରୀ ହାର ୬.୭ ପ୍ରତିଶତକୁ ଖସି ଆସିଥିଲା, କିନ୍ତୁ…
କାମାକ୍ଷାନଗରରେ ଗୋରୁ ମାଫିଆଙ୍କ ପାଇଁ ଗଳାବାଟ ସାଜିଛି ନଦୀବନ୍ଧ
ଢେଙ୍କାନାଳ,୬.୧୧ :ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଦିନକୁ ଦିନ ବଢିଚାଲିଛି ବେଆଇନ ଗୋରୁଚାଲାଣ । ସହରରେ ପ୍ରଶାସନ ପକ୍ଷରୁ ସିସି ଟିଭି ଲାଗିବା ପରେ ଗୋରୁଚାଲାଣକାରୀ ମାନେ ପୋଲିସ ଇଙ୍ଗିତରେ ନଦୀବନ୍ଧକୁ ଗଳାବାଟ ଭାବେ ଆପଣେଇ ନେଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଭଳି…
ନାବାଳିକା ଅପହରଣ ମାମଲା, ଭଣ୍ଡ ତାନ୍ତ୍ରିକ କୋର୍ଟ ଚାଲାଣ
ମାହାଙ୍ଗା ୫.୧୧ : ଟିଉସନ ମାଷ୍ଟରରୁ ଭଣ୍ଡ ତାନ୍ତ୍ରିକ ସାଜିଥିଲା ସୁଜିତ୍ । ଗାଆଁ ଗହଳିରୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକେ ପହଂଚୁଥିଲେ ବାବାଙ୍କ ଆଶ୍ରମରେ । ଏ ବାବା ଜଣକ ତନ୍ତ୍ର ସାଧକ ବୋଲି ବେଶ ପ୍ରଚାର ଚଳେଇଥିଲେ । ଏଥିରେ ସେ ଭଲ ଦି ପଇସା ରୋଜଗାର ବି କରୁଥିଲେ । ହେଲେ ଜନୈକା…
ବଡଧରଣର ଅବକାରୀ ଚଢାଉ
ବୈପାରିଗୁଡା - ଅବକାରୀ ସୁପରିଟେଣ୍ଡଣ୍ଟ ଶ୍ରୀ ଲକ୍ଷ୍ମୀଧର ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବୈପାରିଗୁଡା ଏବଂ କୁନ୍ଦୁରା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ସହ ମହୁଲ ପୋଚ ଏବଂ ରନ୍ଧା ମଦ ନଷ୍ଟ କରାଯାଉଛି। ଶ୍ରୀ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ବିମ୍ବାଧର ପଣ୍ଡାଙ୍କ…
ସ୍କୁଲରେ ମିଶ୍ରଣ ପ୍ରତିବାଦରେ ଡିଇଓଙ୍କ ଅଫିସ ସମ୍ମୁଖରେ ଧାରଣା
କେନ୍ଦ୍ରାପଡା , କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ବଳିରାଜ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ପ୍ରତିବାଦରେ ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରାଭୀଭାବକ ଓ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ ।…
ପୁଣି ଦେଖାଦେଇଛି ଜନନୀ ଯନ୍ତ୍ରଣା, ରାସ୍ତାରେ ମୃତ ଶିଶୁକୁ ଜନ୍ମ ଦେଲେ ଗର୍ଭବତୀ
ବୈପାରୀଗୁଡା : ପୁଣି ଦେଖାଦେଇଛି ଜନନୀ ଯନ୍ତ୍ରଣା l ଗାଁରେ ପହଁଚିଲା ନାହିଁ ଆମ୍ଭୁଲାନ୍ସ ଯାହାକି ଦୁଇ କିଲୋମିଟର ଚାଲି ଚାଲି ନଦୀ ପାର ହେବା ପରେ ରାସ୍ତା କାଢରେ ମୃତ ଶିଶୁକୁ ଜନ୍ମ ଦେଲା ଗର୍ଭବତୀ l ଏହିପରି ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତର ଭାଲିଆପଦର…
ଗଜପତିରୁ ଆନ୍ଧ୍ର ଦେଇ ବସ୍ ଚଳାଚଳ କରିବ
ପାରଳାଖେମୁଣ୍ଡି, ୦୫ା୧୧(ଡୁମାଣୀ ଖବର) : ସମଗ୍ର ଦେଶରେ ଲକ୍ଡାଉନ,ସଟ୍ଡାଉନ୍ ପରେ ଯାତ୍ରୀବାହୀ ବସ୍ ଗୁଡିକ ଯାତାୟତ କଟକଣା ଆଦିକୁ ହଟାଇ ଦିଆଯାଇ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଗଜପତି ଜିଲ୍ଲାରୁ ଆନ୍ଧ୍ର ଦେଇ ବସ୍ ଯାତାୟତ କରିପାରୁ ନ ଥିଲା । ଏହାର ମୁଖ୍ୟ କାରଣ ଥିଲା ଆନ୍ଧ୍ର ପରିମିଟ ଦେଉ…