Browsing Category

ମୁଖ୍ୟ ଖବର

ଗଜପତିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ,୨ଗିରଫ

ପାରଳାଖେମୁଣ୍ଡି  (ଡୁମାଣୀ ଖବର) :ଗଜପତି ଜିଲ୍ଲାରୁ ଝାଡଖଣ୍ଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଦ୍ୱାରା ଜବତ ହୋଇଛି । ଏଥିରେ ୨ଜଣ ଚୋରା ଚାଲାଣକାରୀ ଗିରଫ ହେବା ସହ ଗଞ୍ଜେଇ ବୋଝେଇ ନିଆଯାଉଥିବା ଝାଡଖଣ୍ଡ ପରିବହନ ବିଭାଗରେ ପଞ୍ଜିକୃତ ଏକ ସ୍କୋର୍ପିଓକୁ ମଧ୍ୟ ଜବତ କରାଯାଇଛି ।…

ଡ୍ରେସ୍ ପିନ୍ଧି ସୋସିଆଲ୍ ମିଡିଆରେ ନିଆଁ ଲଗାଇଲେ ଉର୍ବଶୀ ରୌତେଲା

୩୭କୋଟି ଟଙ୍କାର ଡ୍ରେସ୍ ପିନ୍ଧି ସୋସିଆଲ୍ ମିଡିଆରେ ନିଆଁ ଲଗାଇଲେ ଉର୍ବଶୀ ରୌତେଲା : ଭାଇରାଲ୍ ହେଲା ଫଟୋ  ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତେଲା ଅମାତୋର ଫ୍ୟାଶନ ଫିଲ୍ମରେ ଇଜିପ୍ଟର ରାଣୀ କ୍ଲିଓପାଟ୍ରା ହୋଇଛନ୍ତି। ଏଥିପାଇଁ ସେ ୫ମିଲିୟନ ଆମେରିକୀୟ ଡଲାରର ସୁନା ଡ୍ରେସ୍ ପିନ୍ଧିଛନ୍ତି।…

ଗାଙ୍ଗୁଲି, କୋହଲି, ତମନ୍ନାଙ୍କ ବିରୋଧରେ ନୋଟିସ ଜାରି କଲା ମାଡ଼୍ରାସ ହାଇକୋର୍ଟ

ଲୋକଙ୍କ ପାଇ ଅହିତକର ଉତ୍ପାଦ ଓ ସେବାକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଆସିଛି ପୂର୍ବତନ କ୍ରିକେଟ ଖେଳାଳି ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଅନୁରୂପ ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି । ଏହି ଦୁହିଁଙ୍କ…

ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୭୮କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ…

ରାଜ୍ୟରେ୧୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ୧ ହଜାର ୩୮୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି।…

ଆହୁରି ମଜବୁତ ହେବ ଭାରତ ନେପାଳ ସମ୍ପର୍କ : ନରଭନେ

ନୂଆଦିଲ୍ଲୀ: ନେପାଳ ଗସ୍ତରେ ଜେନେରାଲ ନରଭନେ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସମେତ ନେପାଳର ପ୍ରତିପକ୍ଷ ଜେନେରାଲ ପୁରନ ·ନ୍ଦ ଥାପାଙ୍କୁ ଭେଟିବେ । ସେ ନେପାଳୀ ସେନାର ଆର୍ମି କମାଣ୍ଡ ଏବଂ ଷ୍ଟାଫ୍ କଲେଜରେ ଛାତ୍ର-ଅଧିକାରୀମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଦୁଇଦିନିଆ ନେପାଳ ଗସ୍ତ…

ଦିଲ୍ଲୀରେ ଆରମ୍ଭ ହୋଇଛି କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ : ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଗତକାଲି ଦିଲ୍ଲୀରେ ପ୍ରାୟ ସାତ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ…

ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘରୁ ଉଠାଇନେଲା ପୋଲିସ୍

ମୁମ୍ୱାଇ : ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ସକାଳେ ମୁମ୍ବାଇ ପୋଲିସ ଗିରଫ କରିଛି । ମିଳିଥିବା ଖବର ଅନୁଯାୟୀ, ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଅଧିକ ଅନୁସନ୍ଧାନ ପାଇଁ…

ଏନ୍ଡିଡିବି ଅଧ୍ୟକ୍ଷ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡକୁ ମନୋନୀତ ହେଲେ

ଭୁବନେଶ୍ୱର : ଜାତୀୟ ଦୁଗ୍ଧ ବିକାଶ ବୋର୍ଡ(ଏନ୍ଡିଡିବି)ର ଅଧ୍ୟକ୍ଷ ଦିଲ୍ଲୀପ ରଥଙ୍କୁ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡକୁ ୨୦୨୦ ନଭେମ୍ବର ୨ରେ ମନୋନୀତ କରାଯାଇଛି । ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡର ସାଧାରଣ ବୈଠକରେ ଏହା ସମ୍ପନ୍ନ ହୋଇଛି । ଏହି ଅବସରରେ ଶ୍ରୀ ରଥ କହିଛନ୍ତି ଯେ,…

ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍‌ରେ। ଗତକାଲି ବାଲେଶ୍ୱର ଖ୍ରିଷ୍ଟିଆନ…