Browsing Category

ମୁଖ୍ୟ ଖବର

ଜନ୍ସନ୍ସ ବେବି ପକ୍ଷରୁ ଭାରତକୁ ଆସିଲା ନୂଆ କଟନଟଚ୍

ଭୁବନେଶ୍ୱର: ସାରା ଦୁନିଆର ମା'ମାନଙ୍କୁ ଶିଶୁ ଯତ୍ନ ପାଇଁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରୁଥିବା ଜନ୍ସନ୍ସ ବେବି ପକ୍ଷରୁ ଭାରତକୁ ଅଣାଯାଇଛି ନୂଆ କଟନଟଚ୍ । ଏହାକୁ ନେଇ ଏକ ନୂଆ ଟିଭି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି । ଶିଶୁକୁ ଅତି କୋମଳ ସ୍ପର୍ଶ ପ୍ରଦାନ କରିବା ଲାଗି ମା'ଙ୍କ ପ୍ରତିବଦ୍ଧତାକୁ…

ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ପୂର୍ବରୁ ବସିବ

ଭୁବନେଶ୍ୱର :  ବିଧାନସଭାର ଶୀତକାଳୀନ ଅଧିବେଶନ ଖୁବଶୀଘ୍ର ବସିବ । ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ପୂର୍ବରୁ ବସିବ । ଏ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ।…

ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ

ରେଢ଼ାଖୋଲ :ସମ୍ବଲପୁର ଜିଲା ଚାରମାଳ ଥାନା ଅଂଚଳରେ ଏକ ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି। ଶିଶୁ କନ୍ୟା ବିକ୍ରି ନେଇ ଚାଇଲ୍ଡ ଲାଇନ ଚାରମାଳ ଶାଖା ଅଭିଯୋଗ ଆଣିଛି। ସୂଚନା ଯୋଗ୍ୟ, ଚାରମାଳ ଥାନା କେଉଁଟି ବାହାଲି ଗାଁର ଜଣେ…

କଳାମୁଖାଧାରୀ ଲୁଟେରାଙ୍କ ଆତଙ୍କ

ପାରଳାଖେମୁଣ୍ଡି, ୨୮/୧୦(ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ତଲାସିଂ ଗ୍ରାମର ତୁଳସୀ ନାୟକଙ୍କ ଘରେ ସୋମବାର ବିଳମ୍ବିତ ମଧ୍ୟ ରାତ୍ରରେ ତିନି ଜଣ କଳାମୁଖା ଧାରି ଦୁର୍ବୃତ୍ତ ମାନେ ଧାରୁଆ ଖଣ୍ଡା ସାଙ୍ଗକୁ ବନ୍ଧୁକ ଦେଖାଇ ଘରେ ଲୋକଙ୍କୁ…

ସାବଧାନ ଇଣ୍ଡିଆ ଦେଖି ହତ୍ୟାକାଣ୍ଡର ଯୋଜନା

ସରକାରୀ ଚାକିରି ଲୋଭରେ ପିତାଙ୍କୁ ହତ୍ୟା ଯୋଜନା ରଚିଥିଲା ପୁଅ ଉଦୟପୁର, ୧୭ ।୧୦ : ରାଜସ୍ଥାନର ଉଦୟପୁର ଜିଲ୍ଲାରୁ ପୁଅର ପିତାଙ୍କ ହତ୍ୟାକୁ ନେଇ ରଚିଥିବା ଷଡ଼ଯନ୍ତ୍ର ପର୍ଦ୍ଦାଫାସ୍ ହୋଇଛି । ଜିଲ୍ଲାର ସୁଖେର ଅଞ୍ଚଳରେ ସରକାରୀ ଚାକିରୀ ପାଇବା ପାଇଁ ଜଣେ ପୁଅ ତାଙ୍କ ପିତାଙ୍କୁ ହତ୍ୟା

ନୂଆ ଓଡ଼ିଶାର ବିନ୍ଧାଣୀ

ନବୀନ ବାବୁ ପ୍ରବାଦ ପୁରୁଷ ବିଜୁ ବାବୁ ଓ ମା ଜ୍ଞାନ ପଟ୍ଟନାୟକଙ୍କ କନିଷ୍ଠ ସନ୍ତାନ ରୂପେ ନବୀନବାବୁ ଜନ୍ମଗ୍ରହଣ କରନ୍ତି 1946 ମସିହା ଅକ୍ଟୋବର 16 ତାରିଖରେ। ପିଲାଟି ବେଳରୁ ସେ ଥିଲେ ଅତ୍ୟନ୍ତ ସାଧାସିଧା ତଥା ଶାନ୍ତ ସ୍ଵଭାବର। ନବୀନ ବାବୁ ଜଣେ ମିଷ୍ଠଭାଷୀ ତଥା ଦୟାବାନ୍‌ ମଣିଷଟିଏ।

ମୋନାଲିସାଙ୍କ ନୂଆ ଅବତାର

ବିଗ୍ବସ୍ ଫେମ୍ ମୋନାଲିସା ଦୁର୍ଗା ଅବତାରରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ମୋନାଲିସା ଦୁର୍ଗାଙ୍କ ଅବତାରରେ ନିଜକୁ ପ୍ରସ୍ତୁତ କରିଛନ୍ତି । ସେ ଏହି ଇନ୍ଷ୍ଟା ରିଲ୍ରେ ଖୁବ୍ ଆଗ୍ରେସିଭ୍ ଏକ୍ସପ୍ରେସନ୍ସ ଦେଇଛନ୍ତି ଓ ତାଙ୍କ

ହୁ ହୁ ବଢ଼ୁଛି ପିଆଜ ଦର : ସକାଳେ ୭୦, ସନ୍ଧ୍ୟାରେ ୮୦; ଚିନ୍ତାରେ ଖାଉଟି

ପିଆଜ ଦର ପୁଣି ବୃଦ୍ଧି ପାଇଛି । ବୁଧବାର ସନ୍ଧ୍ୟାରୁ ପାଇକାରୀ ବଜାରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କାକୁ ଛୁଇଁଛି । ତେଣୁ ବୁଧବାର ଦିନ ସାରା ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ ସନ୍ଧ୍ୟାବେଳକୁ ୮୦ ଟଙ୍କା ହୋଇଯାଇଛି । ଗୁରୁବାରଠାରୁ ଏହି ଦର ୯୦ ଟଙ୍କା

ଆଇପିଏଲ ଇତିହାସରେ ପ୍ରଥମ ଥର ପଏଣ୍ଟ ଟେବୁଲର ତଳେ ରହିଛି ଚେନ୍ନାଇ । ଏଥର ପ୍ଲେଅଫରୁ ବାଦ ପଡିପାରେ ଧୋନୀବାହିନୀ ।

ଆଇପିଏଲ ଇତିହାସରେ ଏଥର ଘଟିଛି ଏକ ନୂଆ ଘଟଣା । ଯାହାକି ପୂର୍ବରୁ କୌଣସି ବି ସିଜିନରେ ଘଟିନଥିଲା । ଚଳିତ ଆଇପିଏଲରେ ୧୦ଟି ମ୍ୟାଚ ପରେ ପଏଣ୍ଟ ଟେବୁଲର ସବା ଶେଷରେ ରହିଛି ଚେନ୍ନାଇ ସୁପର କିଙ୍ଗ । ଏହାସହ ଚେନ୍ନାଇ ପ୍ଲେ ଅଫ ଖେଳିବା ଆଶା ମଧ୍ୟ ଧୂଳିସାତ ହୋଇଯାଇଛି । ଏହି ଘଟଣା ଚେନ୍ନାଇ