Browsing Category

ମୁଖ୍ୟ ଖବର

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ

ଅହମଦାବାଦ, : ଆଇପିଏଲ ୨୦୨୫ର ଫାଇନାଲ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଭାରତ-ପାକିସ୍ତାନ ବିବାଦ ଯୋଗୁ ଆଇପିଏଲ ପ୍ରାୟ ୧୦ ଦିନ ବନ୍ଦ ରହିଥିଲା । ଶନିବାର ଠାରୁ ବଳକା ମ୍ୟାଚଗୁଡ଼ିକ ଘୋଷଣା ହୋଇଥିବା ଭେନ୍ୟୁରେ ଖେଳା ଯାଉଛି । କିନ୍ତୁ ପ୍ଲେ ଅଫ ଓ ଫାଇନାଲ କେଉଁଠି…

ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତପ୍ରତିଶତ ସଫଳତା

ଛତ୍ରପୁର,: ବୁଧବାର ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଛତ୍ରପୁର ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳର ଶତପ୍ରତିଶତ ସଫଳତା ମିଳିଛି । ୧୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀନ୍ନ ହୋଇଛନ୍ତି, ୧୦୨ ଜଣ ପ୍ରଥମ ଶ୍ରେଣୀ ସହିତ…

ଜ୍ୟୋତି କଳା କ୍ଷେତ୍ର ର କଳା ଶମ୍ପର୍ଣା ୨୦୨୫

ପାରାଦୀପ,:- ପାରାଦୀପ ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପରମ ଜ୍ୟୋତି କଳାକ୍ଷେତ୍ର ଦ୍ଵାରା ଆୟୋଜିତ ତୃତୀୟ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରେଇ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ।କଳା…

ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ..

ପାରାଦୀପ,: ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ରେ ଥିବା ସଂଘ ପରିବାର ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଂଘର ନୂତନ କର୍ମକର୍ତ୍ତା ଚୟନ କରିଥିଲେ। ସଭାପତି ଭାବେ ପୁନର୍ବାର ରାକେଶ…

ମୋଦିଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ମୁମ୍ବାଇ, : ୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଚାଲିଛି । ଏହି ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ସିନେ ତାରକାମାନେ ଆସିଛନ୍ତି । କେତେକ ରେଡ କାର୍ପେଟରେ ନିଜର ଗ୍ଲାମର ଦେଖାଇ ଚର୍ଚ୍ଚାକୁ ଆସୁଥିବା ବେଳେ, ଅନ୍ୟମାନଙ୍କ ଚଳଚ୍ଚିତ୍ର ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ…

ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

ଭୁବନେଶ୍ୱର, : ଆମେରିକାର ନ୍ୟୁୟର୍କସ୍ଥିତ ସିଟି ୟୁନିଭର୍‌ସିଟିରେ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା ପ୍ରତିଷ୍ଠାନ ନାମିତ କରାଯାଇଛି । ପ୍ରତିଷ୍ଠାନର ନାମ ରହିଛି ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ) ।…

ଆର୍ସେଲର ମିତ୍ତଲ ପକ୍ଷରୁ ଏଏମ୍‌/ଏନଏସ୍‌ ଇଣ୍ଡିଆକୁ ସ୍ୱଚ୍ଛ ବିଦ୍ୟୁତ୍ ଶକ୍ତି ଯୋଗାଣ ଆରମ୍ଭ

ଭୁବନେଶ୍ୱର,: ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ଆର୍ସଲରମିତ୍ତଲର ସର୍ବବୃହତ ନବୀକରଣୀୟ ଶକ୍ତି ଉଦ୍ୟୋଗ ଏକ ୧ଗିଗାୱାଟ ସୌର ଓ ପବନ ପ୍ରକଳ୍ପ ନିକଟରେ ଏଏମ୍‌/ଏନଏସ ଇଣ୍ଡିଆକୁ ସ୍ୱଚ୍ଛ ବିଦ୍ୟୁତ ଶକ୍ତି ପ୍ରଦାନ ଆରମ୍ଭ କରିଛି । ଏଏମ୍‌/ଏନଏସ ଇଣ୍ଡିଆ ହେଉଛି ନିପ୍ପନ ଷ୍ଟିଲ ସହ ଆର୍ସଲରମିତଲର ୬୦/୪୦…

‘ଆମେ ପଢିବା ଆମ ଭାଷାରେ’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୨୧ା୫ : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ କାର୍ଯ୍ୟକାରୀ ହେଉଥିବା ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ…

ବଡ଼ ଧରଣର ଏନକାଉଣ୍ଟର; ୨୭ରୁ ଅଧିକ ନକ୍ସଲ ସଫା

ଛତିଶଗଡ଼,: ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଏହି ଏନକାଉଣ୍ଟର ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ବିପଦମୁକ୍ତ ଅଛନ୍ତି । ଅବୁଝମାଡ଼ ଜଙ୍ଗଲରେ…

+୨ ବିଜ୍ଞାନ / ବାଣିଜ୍ୟ ପରୀକ୍ଷାରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗରର ରେକର୍ଡ ୧୦୦%…

୨୧-୦୫-୨୦୨୫ରିଖ ଦିନ ପ୍ରକାଶିତ ହୋଇଥିବା +୨ ବିଜ୍ଞାନ ଓ ବାଣିଜ୍ୟ ବୋର୍ଡ ପରୀକ୍ଷା ଫଳରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ପୂର୍ବ ୧୬ବର୍ଷର ରେକର୍ଡକୁ ବଜାୟ…