Browsing Category

ରାଜନୀତି

ବିଦେଶ ଗସ୍ତ ରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ମନ୍ତ୍ରୀମଣ୍ଡଳ ନବକଳେବର ପରେ ମୁଖ୍ୟମନ୍ତ୍ରୀ ଙ୍କ ବିଦେଶ…

ଆସନ୍ତା ୨୧ ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ରେ ଯିବାର କାର୍ଯ୍ୟକ୍ରମ ରହିଛି | ଦୀର୍ଘ ୨୫ ବର୍ଷ ମଧ୍ୟ ରେ ନବୀନ ପଟ୍ଟନାୟକ ଦ୍ଵିତୀୟ ଥର ପାଇଁ ବିଦେଶ ଗସ୍ତ ରେ ଯିବେ | ଏହି ଗସ୍ତ ସମୟ ରେ ସେ ଇଟାଲୀ ଓ ଦୁବାଇ ଯିବାର ଅଛି ବୋଲି ଜଣାପଡିଛି | ସୂଚନା ଅନୁସାରେ…

ସଚିନ ପାଇଲଟ ଙ୍କ ଭାଗ୍ୟ ଏବେ ଅନ୍ଧାର ରେ ||ରାଜସ୍ଥାନ ରେ ରାଜନୈତିକ ହଲଚଲ ||

ରାଜସ୍ଥାନ ରେ ସବୁ ସମୟ ରେ ରାଜନୈତିକ ହଲଚଲ ଲାଗିରହିଥିବା ବେଳେ ଆପ ପାର୍ଟି ର ଚିତୋରଗଡ଼ ସଂଯୋଜକ ଅନିଲ ସୁଖବାଲ ଏକ ଗୁରୁରତ୍ୱପୁର୍ଣ ବୟାନ ଜାରି କାରି ରାଜନୈତିକ ମହଲ ରେ ହଲଚଲ ସୃଷ୍ଟି କରିଛନ୍ତି | ସେ କହିଛନ୍ତି ଯେ ରାଜ୍ୟ ସଭା ନିର୍ବାଚନ ଲାଗି ରାଜସ୍ଥାନ ରୁ କଂଗ୍ରେସ ର ୩ ଜଣ ପ୍ରାଥୀ ଙ୍କ…

ବିବାଦ ପାଇଁ ବିଦା ହେଲେ ଏହି ୩ ଚର୍ଚ୍ଚିତ ମନ୍ତ୍ରୀ ! କଳଙ୍କିତ ଙ୍କୁ ନବୀନ ଙ୍କ ଛାଟ ||

ପ୍ରତାପ ଜେନା ,ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦ ନ ମିଳିବା କୁ ନେଇ ଚର୍ଚ୍ଚା ଜୋର ଧରିଛି |ଚର୍ଚ୍ଚା ହେଉଛି ଯେ ଏହି ୩ ଜଣଙ୍କ ଯୋଗୁ ଦଳର ଭାବ ମୂର୍ତି ନଷ୍ଟ ହୋଇଥିବାରୁ ତାଙ୍କୁ ଆଉ ମନ୍ତ୍ରୀ ମଣ୍ଡଳ ରେ ସାମିଲ କରାଗଲା ନାହିଁ | ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର…

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଅସୁସ୍ଥ ||

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ | ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଛି | ଗୁରୁତର କିଡ଼ନୀନି ରୋଗରେ ପୀଡିତ ହୋଇଥିବା ସୂଚନା ମିଳିଛି | ଏହାସହିତ ତାଙ୍କର ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଥିବା ସୂଚନା ମିଳୁଛି | ଗୁରୁତର ଅବସ୍ଥାରେ…

ନୂଆ ମନ୍ତ୍ରୀ ମାନଙ୍କ ଶପଥପାଠ ଗ୍ରହଣ କରୁଥିବା ସମୟର ଦୃଶ୍ୟ ||

ନୂଆ ମନ୍ତ୍ରୀ ମାନଙ୍କ ଶପଥପାଠ ଗ୍ରହଣ କରୁଥିବା ସମୟର ଦୃଶ୍ୟ ||ଲୋକସେବା ଭବନ ପରିସରସ୍ଥିତ କନଭେନସନ୍ ହଲ୍ ଠାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ହୋଇଥିଲା ଶପଥ ପାଠ ସମାରୋହ ||

ଶପଥ ଗ୍ରହଣ କରିଲେ ନବୀନ ଙ୍କ ନୂଆ ଟିମ | ଏଇଟା ଟ୍ରେଲର ,ପୁରା ଫିଲ୍ମ ୨୦୨୪ ରେ |

ଆଜି ନବୀନ ଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିଛନ୍ତି | ନିର୍ଧାରିତ ସମୟ ପୂର୍ବରୁ ଲୋକସେବା ଭବନ ରେ ପହଂଚିଥିଲେ ନୂଆ ମନ୍ତ୍ରୀମଣ୍ଡଳ ଟିମ| ଲୋକସେବା ଭବନ ପରିସରସ୍ଥିତ କନଭେନସନ୍ ହଲ୍ ଠାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ହୋଇଥିଲା ସମସ୍ତ ଆୟୋଜନ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ମନ୍ତ୍ରୀମଣ୍ଡଳ ପରେ ବଦଳିବେ ୨୩ଟି ବିଭାଗ ର ନିଗମ ଅଧକ୍ଷ ଏବଂ ଉପଦେଷ୍ଟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂତନ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଛନ୍ତି I ଏହା ପୂର୍ବରୁ ବିଭିନ୍ନ ସରକାରୀ ଉଦ୍ୟୋଗ, ନିଗମ ଓ ସଂସ୍ଥାରେ ନିୟୋଜିତ ୨୩ ଅଧ୍ୟକ୍ଷ ତଥା ଉପଦେଷ୍ଟା ପଦ କୁ ରଦ୍ଦକରିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ରାଜ୍ୟର ସବୁ ନିଗମର ଅଧ୍ୟକ୍ଷ,…

ରାଜ୍ୟସଭାକୁ ନିର୍ବାଚିତ ହେଲେ ୨୨ଜଣ ସଦସ୍ୟ.

ରାଜ୍ୟସଭାକୁ ଆଜି ୨୨ ଜଣ ନିର୍ବାଚିତ ହୋଇଛନ୍ତି।ଉତ୍ତରପ୍ରଦେଶରୁ ୧୧ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ବିଜେପିର। ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ୮ ବିଜେପି ସଦସ୍ୟ ହେଉଛନ୍ତି ଲକ୍ଷ୍ମୀକାନ୍ତ ବାଜପେୟୀ, ଡିଆର୍‌ ରାଧା ମୋହନ…

ନବୀନଙ୍କ ନିର୍ଦ୍ଧେଶ ଅନୁସାରେ ଇସ୍ତଫା ଦେଲେ ସବୁ ମନ୍ତ୍ରୀ |

ନବୀନଙ୍କ ମନ୍ତ୍ରିମଣ୍ଡଳ ରେ ଅଦଳବଦଳ ,ଆସନ୍ତା ରବିବାର ଦିନ ୧୧ ଟା ୪୫ ରେ  ରାଜଭବନ କନଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେବେ ।ଅଚାନକ ଭାବେ ଅନେକ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ଫୋନ କଲ୍‌ ଯାଇଥିଲା। ଯେଉଁମାନଙ୍କ ଭିତରେ ସର୍ବାଗ୍ରେ ରହିଛି ବାଚସ୍ପତି ସୂର୍ଯ୍ୟ ନାରାୟଣ…

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର ୦୩.୦୬: ବ୍ରଜରାଜନଗରରେ ବିଜେଡିର ବାଜିମାତ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା । ୨୫, ୮୨୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ସେହିଭଳି ୨୧,୪୬୮ ଖଣ୍ଡ ଭୋଟ ସହ ତୃତୀୟ…