Browsing Category

ରାଜନୀତି

ପାକିସ୍ତାନରେ ଇମ୍ରାନ ସରକାରର ପତନ

ଡୁମାଣୀ ଟିଭି,୧୦/୪:ପାକିସ୍ତାନରେ ଇମ୍ରାନ ସରକାରର ପତନ । ଅନାସ୍ଥା ଭୋଟରେ ଇମ୍ରାନ ଖାନ୍‌ ପରାଜୟ ବରଣ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପରିସ୍ଥିତି…

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ କିଏ ସମ୍ଭାଳିବ ଦେଶର ଦାୟିତ୍ୱ ଭାର

ଡୁମାଣୀ ଟିଭି,୯/୪:ପାକିସ୍ତାନ ରାଜନୀତିରେ ଜାରି ରହିଛି ଛକ୍କା ପଞ୍ଝା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ କିଏ ସମ୍ଭାଳିବ ଦେଶର ଦାୟିତ୍ୱ ଭାର ସେନେଇ ଚର୍ଚ୍ଚା ଜୋର୍ । ତେବେ ସବୁଠୁ ଆଗରେ ରହିଛିନ୍ତି ଶାହାବାଜ ସରିଫ । ସର୍ବାଧିକ ଚର୍ଚ୍ଚିତ ବିରୋଧୀ ଦଳର ନେତା । ଆଶା କରାଯାଉଛି ଯେ ଯଦି…

ମଞ୍ଜୁଲତା କହଁର ବିଏମସିର ଡେପୁଟି ମେୟର

ଡୁମାଣୀ ଟିଭି,୯/୪:ମଞ୍ଜୁଲତା କହଁର ବିଏମସିର ଡେପୁଟି ମେୟର । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଡେପୁଟି ମେୟର ମଞ୍ଜୁଲତା କହଁର। ଡେପୁଟି ମେୟର ଭାବେ ଦାୟିତ୍ୱ ଗ୍ରହଣ କଲେ ମଞ୍ଜୁଲତା। ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ହେଉଛନ୍ତି ମଞ୍ଜୁଲତା କଅଁର । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି…

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମିଳିପାରେ ବଡ଼…

ଡୁମାଣୀ ଟିଭି,୯/୪:ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ସୂତ୍ରରୁ ଜଣାପଡିଛି ସଚିନ…

ବିଏମସି ମେୟର ଭାବେ ଶପଥ ନେଲେ ସୁଲୋଚନା କହିଲେ ଭୁବନେଶ୍ୱର ବାସୀଙ୍କ ସ୍ବପ୍ନକୁ ସାକାର କରିବି

ଡୁମାଣୀ ଟିଭି,୯/୪: ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍‌ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତେବେ ଏହି ଅବସରରେ ସେ କହିଛନ୍ତି ଯେ, “ସାଢେ ୧୧ ଲକ୍ଷ ଲୋକ ଆମ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୋଟିଏ ମାମଲାରେ ମିଳିଛି ଜାମିନ୍

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୋଟିଏ ମାମଲାରେ ଜାମିନ୍ ମିଳିଛି । ଫେବୃଆରୀ ୧୮ ଭେଟେଶ୍ୱର ଗଣ୍ଡଗୋଳ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ଜଣେ ଜାମିନଦାର ଓ ୩୦ ହଜାର ଟଙ୍କା ବେଲ୍ ବଣ୍ଡରେ ବାଣପୁର ଆସିଷ୍ଟାଣ୍ଟ ସେସନ୍ସ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।…

ଇମ୍ରାନଙ୍କୁ ଡବଲ ଝଟକା : ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଲେ ପାକ୍ ସୁପ୍ରିମକୋର୍ଟ

ଆସନ୍ତାକାଲି ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାନ୍ । ପାକ୍ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଦ୍ବାରା ନ୍ୟାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ଅସମ୍ବିଧାନିକ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଏହା ସହିତ ଆସନ୍ତାକାଲି…

ସଂସଦର ଶେଷ ବଜେଟ ଦିନରେ ଏମିତି କିଛି ଥିଲା ସୋନିଆ ଗାନ୍ଧୀ ଓ ମୋଦୀଙ୍କ ଦୃଶ୍ୟ ଯାହା ଏବେ ଭାଇରାଲ ହେବାରେ ଲାଗିଛି

ଡୁମାଣୀ ଟିଭି,୮/୪:ଗୁରୁବାର ଶେଷ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିରୋଧୀଦଳର ନେତାଙ୍କୁ ଭେଟିଛନ୍ତି । ବିରୋଧୀ ଦଳର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ…

୨୦୨୪ ମୋଦୀ vs କେଜ୍ରିୱାଲ କ୍ଷମତାକୁ ଆସିବା ଦେଶକୁ ଆଗକୁ ନେବା କେଜ୍ରିୱାଲଙ୍କ ଉଦ୍ଦେଶ୍ୟ

ଡୁମାଣୀ ଟିଭି,୮/୪:ଦିଲ୍ଲୀ ପରେ ଆମ୍ ଆଦମୀ ପାର୍ଟି (AAP) ପଞ୍ଜାବରେ ବହୁମତ ସହ ସରକାର ଗଠନ କରିଛି। ବର୍ତ୍ତମାନ ଦଳ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ଏଭଳି ପରିସ୍ଥିତିରେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନେଇ ଅରବିନ୍ଦ…

ଜାମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଇଡିରେ ଜେରା

ଡୁମାଣୀ ଟିଭି,୮/୪:ଜାମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀ ମୁଖ୍ୟାଳୟକୁ ଡାକି ଓମାରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି ଇଡି । ୧୨/୧୩ ବର୍ଷ ତଳର ମୁମ୍ବାଇର ଏକ ଜମି ଡିଲ୍ ମାମଲାରେ ତାଙ୍କୁ ଜେରା…