Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଓଡିଶା ବଜେଟ୍ ୨୨-୨୩ ଜାଣନ୍ତୁ କାହା ପାଇଁ କେତେ ?
ବିଧାନସଭାରେ ରାଜ୍ୟର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି ।
ଅର୍ଥ ବିଭାଗ ପାଇଁ ୧୮ ହଜାର…
ଭାରତ ମାଟିରେ ଗଡିଛି ହାଇଡ୍ରୋଜନ ଚାଳିତ କାର
ଭାରତ ମାଟିରେ ଗଡିଛି ହାଇଡ୍ରୋଜନ ଚାଳିତ କାର । ଯାହାକି ପ୍ରଥମ ଘଟଣା । ପୂର୍ବରୁ ପେଟ୍ରୋଲ, ଜିଡେଲରେ ପ୍ରତି ସଡକରେ ଚାଲୁଥିଲା ଗାଡି । ହେଲେ ଦୀର୍ଘଦିନର ଅପେକ୍ଷା ପରେ ଆଜି ପ୍ରଥମଥର ପାଇଁ ଭାରତୀୟ ସଡକରେ ଚାଲିଛି ଏହି କାର୍ । ଆଉ ପ୍ରଥମ କରି ଏହି କାରରେ ଯାତ୍ରା କରିଛନ୍ତି କେନ୍ଦ୍ର ସଡକ…
ଏଥର ଆଡମ୍ବରରେ ପାଳନ ହେବ ଉତ୍କଳ ଦିବସ
ଡୁମାଣୀ ଟିଭି ,୩୦/୩ : ଆସନ୍ତା କାଲି ଉତ୍କଳ ଦିବସ । ପୂର୍ବ ବର୍ଷ ଗୁଡିକ କୋଭିଡ ଯୋଗୁ ଉତ୍କଳ ଦିବସକୁ ଆଡମ୍ବରରେ ପାଳନ କରାଯାଏନଥିଲା କିନ୍ତୁ ଏଥର ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ । ଓଡ଼ିଶା ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଉତ୍କଳ ଦିବସକୁ ମହାସମାରୋହରେ ପାଳନ କରାଯିବ । ପ୍ରତି…
ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସ ମନ୍ତ୍ରୀଙ୍କ ଧାରଣା
ଡୁମାଣୀ ଟିଭି ,୩୦/୩ :ଗାନ୍ଧୀମୂର୍ତ୍ତି ତଳେ ଧାରଣା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତ୍ତିକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନଦିଅନ୍ତୁ ବୋଲି ଦାବି କରିଥିଲା କଂଗ୍ରେସ। ଏହି ଦାବିକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ…
ସଂଖ୍ୟାଗରିଷ୍ଠତାର ପ୍ରମାଣ ନଥିଲେ ଭାଙ୍ଗିଯିବ ଇମ୍ରାନ ସରକାର
ଡୁମାଣୀ ଟିଭି ,୩୦/୩ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଉପରେ ଭୋଟ ଲାଗି ଆଉ ମାତ୍ର ଦିନ କେଇଟା ବାକି। ତେବେ ମିଳିତ ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ସେମାନଙ୍କ ନିକଟରେ ୧୭୨ ସାଂସଦଙ୍କ ସମର୍ଥନ ଥିବାର ମଙ୍ଗଳବାର ଦାବି କରିଛନ୍ତି।…
ପାକିସ୍ତାନ ବିରୋଧି ମରିୟମ ନୱାଜଙ୍କ ଦାବି ଇମ୍ରାନଙ୍କୁ ଚେୟାରକୁ ହଟାଯାଉ
ଡୁମାଣୀ ଟିଭି ,୨୯/୩ : ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଉପ-ରାଷ୍ଟ୍ରପତି ମରିୟମ ନୱାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପରାଜୟ ଆଡକୁ ତାଙ୍କର ଶେଷ ମୁକାବିଲା କରିବାର ସମୟ ଆସିଛି । ସୋମବାର ଇସଲାମାବାଦରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ PDM ର ଏକ…
ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ୍
ଡୁମାଣୀ ଟିଭି ,୨୯/୩ : ରାଜ୍ୟର ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ୨୦୨୦-୨୧ ଶିକ୍ଷାବର୍ଷରେ ଉଚ୍ଚ…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ମାର୍ଚ୍ଚ ସୁଦ୍ଧା ମିଳିବ ୨୦ପ୍ରତିଶତ ବକେୟା ରାଶି
ଡୁମାଣୀ ଟିଭି ,୨୯/୩ : ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି । ଏହାଦ୍ୱାରା କର୍ମଚାରୀମାନେ ସପ୍ତମ…
କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ରାସ୍ତାରୁ ହଟିବ ଟୋଲ ଟ୍ୟାକ୍ସ
ଡୁମାଣୀ ଟିଭି ,୨୯/୩ : ଆଗକୁ ରାସ୍ତାରୁ ହଟିଯିବ ଟୋଲ୍ ପ୍ଲାଜା । ଟୋଲ୍ ପ୍ଲାଜା ଗୁଡିକରେ ଗାଡ଼ି ଅଟକିବାକୁ ପଡ଼ିବନି କିନ୍ତୁ, ଟିକସ କଟିବ । ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।
ସେ…
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ
ଡୁମାଣୀ ଟିଭି ,୨୯/୩ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ପୁଣି ଅସୁସ୍ଥ । ବିଳମ୍ବିତ ରାତିରେ ବିଧାୟକଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗିରଫ ହୋଇ ବାଣପୁର ସବ୍-ଜେଲ୍ ଥିବା ଚିଲିକା…