Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୋବାଇଲ ଫାଟି ଯିବାରୁ ଜଣେ ୧ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। ଆହତ ଶିଶୁକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଉଥିବା…
ତିର୍ତୋଲ ଓ ବାଲୋଶ୍ୱରରେ ବିଜେଡିର ବିଜୟକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପାଳିଲା ବିଜୟ ଉତ୍ସବ
କେନ୍ଦ୍ରାପଡା: ଓଡିଶାର ତିତେର୍୍ାଲ ଏବଂ ବାଲେଶ୍ୱର ବିଧାନସଭା ଉପ ନିର୍ବାଚନରେ ବିଜେଡିର ବାଜିମାତକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ଉଭୟ…
ଷ୍ଟ୍ରଙ୍ଗ ରୁମ୍ରେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି। ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍ରେ। ଗତକାଲି ବାଲେଶ୍ୱର ଖ୍ରିଷ୍ଟିଆନ…
ଓଡ଼ିଶାର ଅତି ପ୍ରିୟ ଜନନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁଚ୍ଛ ନବୀନ ପଟ୍ଟନାୟକଙ୍କ 75ତମ ଜନ୍ମଦିବସ ଉପଲକ୍ଷେ…
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ସୁଯୋଗ୍ୟ କନିଷ୍ଠ ସନ୍ତାନ ରୂପେ ନବୀନ ପଟ୍ଟନାୟକ ଅକ୍ଟୋବର 16, 1946 ମସିହାରେ କଟକର ତୁଳସୀପୁର ଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ଥିଲେ ଅତି ଶାନ୍ତ ଓ ସରଳ ସ୍ଵଭାବର। ପାଠପଢ଼ା ସମୟରେ ଖେଳକୁଦ ପ୍ରତି ରୁଚି ରଖୁଥିଲେ।!-->…
ନୂଆ ଓଡ଼ିଶାର ବିନ୍ଧାଣୀ
ନବୀନ ବାବୁ
ପ୍ରବାଦ ପୁରୁଷ ବିଜୁ ବାବୁ ଓ ମା ଜ୍ଞାନ ପଟ୍ଟନାୟକଙ୍କ କନିଷ୍ଠ ସନ୍ତାନ ରୂପେ ନବୀନବାବୁ ଜନ୍ମଗ୍ରହଣ କରନ୍ତି 1946 ମସିହା ଅକ୍ଟୋବର 16 ତାରିଖରେ। ପିଲାଟି ବେଳରୁ ସେ ଥିଲେ ଅତ୍ୟନ୍ତ ସାଧାସିଧା ତଥା ଶାନ୍ତ ସ୍ଵଭାବର। ନବୀନ ବାବୁ ଜଣେ ମିଷ୍ଠଭାଷୀ ତଥା ଦୟାବାନ୍ ମଣିଷଟିଏ।!-->!-->!-->…
ଏବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ସମୟ ଆସିଯାଇଛି : ଶାହା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଇନ୍ ବ୍ୟବସ୍ଥାକୁ ନେଇ ଦେଶର ଗୃହ ମନ୍ତ୍ରୀ ଅମିତ୍ ଶାହ ପୁଣିଥରେ ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହ କହିଛନ୍ତି, ବେଙ୍ଗଲରେ ଆଇନ୍ ବ୍ୟବସ୍ଥା ଚରମସୀମାରେ ପହଞ୍ଚିଛି ଏବଂ ସରକାର ଏହାପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ସେଠାରେ!-->…
ଇମ୍ରାନ୍ ଡରୁଆ, ଅଯୋଗ୍ୟ : ମାରିୟମ୍ ନୱାଜ୍
କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା ପୋଲିସ
ଇସଲାମାବାଦ: କରାଚୀରେ ବିରୋଧୀ ଦଳ ଗତକାଲି ଇମ୍ରାନ ସରକାରଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିବାବେଳେ ସୋମବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।!-->!-->!-->…
ଦଳ କ୍ଷମତା ଦଖଲ କଲେ କେନ୍ଦ୍ରର ନୂଆ କୃଷି ଆଇନକୁ ଉଚ୍ଛେଦ କରିବ : କଂଗ୍ରେସ
ବିହାର ନିର୍ବାଚନ ପାଇଁ କଂଗ୍ରେସ ଓ ଏଲାଜେପିର ନିର୍ବାଚନୀ ଇସ୍ତାହାର ଜାରି
ପାଟନା, ୨୧ ।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବୁଧବାର କଂଗ୍ରେସ ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତିପତ୍ର ଜାରି କରିଛି । କଂଗ୍ରେସ ତା’ର ନିର୍ବାଚନୀ!-->!-->!-->…