Browsing Category

ରାଜ୍ୟ

ସୁବର୍ଣ୍ଣପୁର,: ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ପକ୍ଷରୁ ଡୁଙ୍ଗୁରିପାଲି ବ୍ଲକ୍ ଅଞ୍ଚଳ ର ଚାଷୀ ମାନଙ୍କର ଏକ ପ୍ରତନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସେମାନେ ଜଣାଇଛନ୍ତି ଯେ ୧୦ ମଇ ରେ ହୀରାକୁଦ କେନାଲ ପାଣି ବନ୍ଦ ହୋଇଗଲେ ଅନେକ…

ସମ୍ଭାବ୍ୟ ଯୁଦ୍ଧ କୁ ନେଇ ପାରାଦ୍ଵୀପ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ

ପାରାଦ୍ଵୀପ, :- ବନ୍ଦର ନଗରୀ ପାରାଦ୍ଵୀପ ରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି କୁ ନେଇ ଏବେ ସବୁଆଡେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯିବା ସହ ବନ୍ଦର ନିଷିଦ୍ଧାଞ୍ଚଳ ର ସମସ୍ତ ୫ଟି ଗେଟ୍ ର ସୁରକ୍ଷା ବ୍ୟବସ୍ଥା କୁ ବଢାଇ ଦିଆଯାଇଛି।…

ହତ୍ୟାର ଶିକାର ହୋଇଥିବା ଦଳିତ ଯୁବତୀ ଓ ଯୁବକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଏବିଏସ

ବଅଁରପାଳ,,ଅନୁଗୋଳ ଜିଲ୍ଲାରେ ଗତ କିଛି ଦିନ ପୂର୍ବେ ଦଳିତ ପରିବାର ଦୁଇଟି ନିରୀହ ଜୀବନ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି। ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ଦୁଖଃ ଦାୟକ ଏବଂ ଛାତି ଥରା ଘଟଣା ଗତ ୨୭ ତାରିଖ ଦିନ ନିଖୋଜ ହୋଇଥିବା ଦେଉଳବେଡ଼ାର ବିଶ୍ଵଜିତ ନାଏକଙ୍କୁ ହତ୍ୟା କରିବା…

ଜାତୀୟ ରାଜପଥ ଉପରେ ଦୁର୍ଘଟଣା, ଯୁବକ ଗୁରୁତର

(କୋଟପାଡ଼)ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁର୍ଘଟଣା ରେ ବାଇକ ଆରୋହୀ ଜଣଙ୍କର ଅବସ୍ଥା ସଂକଟପର୍ଣ୍ଣା ଥିବା ବେଳେ, ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି l ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଦାଢ଼ିଆଗୁଡ଼ା ଗ୍ରାମର ଡମ୍ବରୁ ଭତରା(୩୫)କୋଟପାଡ଼ ରୁ ବଜାର ସାରି…

ଚନ୍ଦନଯାତ୍ରା ମହୋତ୍ସବ୍ ରେ ଆଜି ତୁର୍ତ୍ୟ ଦିନରେ କିଚକ ବଧ

ମୁରିବାହାଲ : ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ବାରବନ୍ଧ ଗ୍ରାମ ରେ ପାଞ୍ଚ ଦିନ ଧରି ଚାଲୁଥିବା ଚନ୍ଦନ ଯାତ୍ରା ମହୋତ୍ସବ୍ ଆରମ୍ବ ହୋଇଥିବା ବେଳେ ଆଜି ଚନ୍ଦନ ପୁର୍ଣିମା ତଥା ବୃଦ୍ଧ ପୁର୍ଣିମା ରେ ହେବା ସହ ବୈଶାଖ ବ୍ରତ ସମାପ୍ତ ହେବ! ଏହି ମହୋତ୍ସବ୍ ରେ ପ୍ରତିଦିନ ମହାଭାରତ ର ବିରାଟ…

ଲୋକସେବା ଭବନରେ \”ଓଡିଶା ଭିଜନ ୨୦୩୬ ଓ ୨୦୪୭\’ ପାଇଁ \”ପରାମର୍ଶ କର୍ମଶାଳା\’

ଭୁବନେଶ୍ୱର, : ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ହେବ । ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଓଡିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ । ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ, ସେଥିପାଇଁ…

୪୨ଟି ତୁମ୍ବର ବିନ୍ଧ ଓ ୨୦ଟି ପନ୍ଦାରି ବଳା ନିର୍ମାଣ ଶେଷ

ପୁରୀ, : ଗୁରୁବାର ରଥ ନିର୍ମାଣର ଅଷ୍ଟମ ଦିବସର କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତିନିରଥର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ଟି ପନ୍ଦାରି ବଳା ନିର୍ମାଣ ମଧ୍ୟ ଶେଷ ହୋଇଛି । ଗୁରୁବାର ତିନି ରଥର ମୁଖ୍ୟ ମହାରଣାଙ୍କ…

ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ

ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ମା’ କନକା ଠାକୁରାଣୀଙ୍କସମେତ କାଳୁଆ, ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନାକରିଛନ୍ତି । ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ…

‘ଅପରେସନ ସିନ୍ଦୂର’ ପରେ ଦିଲ୍ଲୀ ପହଞ୍ଚିଲେ ଦୁଇ ମୁସଲିମ ଦେଶର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,: ସାଉଦି ଆରବର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆଦେଲ ଅଲଜୁବେର ଏକ ଅଘୋଷିତ ଭାରତ ଗସ୍ତରେ ଅଛନ୍ତି ଏବଂ ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ ଯାହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଉପରେ ଧ୍ୟାନ ଦେଇଥିଲା ।…

ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ଦିରର ବିକାଶ ଲାଗି କଲେ ବଡ଼ ଘୋଷଣା,

ବ୍ରହ୍ମପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଛନ୍ତି l ପ୍ରଥମେ ସେ ସକାଳ ୧୧ଟାରେ ରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ସେଠାରୁ ଯାଇ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା' ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା…