Browsing Category

ରାଜ୍ୟ

ନବ ଦାସ ହତ୍ୟା ଘଟଣାର ଖୋଳତାଡ଼: ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର, : ବ୍ରହ୍ମପୁର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସ ହତ୍ୟା ଘଟଣାର ଖୋଳତାଡ଼ ପାଇଁ ପୁଣି ଥରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ପକାଇଛି ଜେରା ଦୁଇ ଦିନ ମଧ୍ୟରେ ୫ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ଘଟଣାରେ ପୋଲିସ ଏସଆଇ ଗୋପାଳ ଦାସ ଗିରଫ ହୋଇଥିବା ବେଳେ…

କେସିଙ୍ଗା ମୁସଲିମ ସମାଜ ପକ୍ଷରୁ ଆତଙ୍କବାଦ ବିରୋଧରେ କଲା ପଟି ପରିଧାନ ସଭା ଆୟୋଜିତ

କେସିଙ୍ଗା : ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଆଜି କେସିଙ୍ଗା ମୁସଲିମ ସମାଜ ପକ୍ଷରୁ କେସିଙ୍ଗା ମସଜିଦ ଠାରେ  ପଟି ପରିଧାନ କରି ଏକ ସଭା ଆୟୋଜିତ…

ହିନ୍ଦୁ ଏକତା ମଞ୍ଚ ତରଫରୁ ମହାମୋହିମ ରାଷ୍ଟ୍ରପତି ଙ୍କୁ ଜ୍ଞାପନ

ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଏକ ଜ୍ଞାପନ କେସିଙ୍ଗା ବି ଡ଼ି ଓ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦିଆଗଲା / ସାରା ବିଶ୍ୱରେ ଏହି…

ରାମଲୀଳାରେ ଅଘଟଣ

ପାରାଦୀପ - ଚାଲିଥିଲା ରାମଲୀଳା , ରଶି ଉପରେ ହନୁମାନ ଉଡିବେ ବୋଲି ନଡ଼ିଆ ଗଛରେ ଦ‌ଉଡି ବାନ୍ଧି ଏକ ଟ୍ରାକ୍ଟର ରେ ଭିଡ଼ି ଟାଇଟ୍ କରୁଥିଲେ ଲୋକେ । ହେଲେ ହଠାତ୍ ନଡିଆଗଛ ଭାଙ୍ଗିପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି କୁଜଙ୍ଗ ଥାନା…

୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଖେ ‘ସୁଭଦ୍ରା’ ପହଞ୍ଚି ପାରିଛି

ଭୁବନେଶ୍ୱର, : ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ “ଗଣମାଧ୍ୟମ ସହ କଥାବାର୍ତ୍ତା” କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ଯୋଜନାକୁ…

ଜବତ୍ ହେଲା ଚୋରା ଏଲପିଯି ଗ୍ୟାସ୍ ସିଲିଣ୍ଡର୍

ପାରାଦ୍ଵୀପ :- ବିପୁଳ ପରିମାଣ ର ଜବତ୍ ଗ୍ୟାସ୍ ସିଲିଣ୍ଡର୍ କାରବାର ନେଇ ପାରାଦ୍ଵୀପ ଲକ୍ ପୋଲିସ୍ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ।ବେଆଇନ ଭାବେ ଏଲପିଯି ଗ୍ୟାସ୍ ସିଲିଣ୍ଡର୍ ରଖିଥିବା ଅଭିଯୋଗ ରେ ପାରାଦ୍ଵୀପ ଲକ୍ ଥାନା ର ଚଢାଉ। ବିପୁଳ ପରିମାଣ ର ଗ୍ୟାସ୍ ସିଲିଣ୍ଡର୍ ଜବତ୍ କରିବା ସହ ଆକ୍ସାନ…

ପାହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପାରାଦୀପ,: ଜମ୍ମୁ ଓ କାଶ୍ମୀରର ପାହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ବର୍ବର ଆକ୍ରମଣକୁ ଦୃଢ଼ ନିନ୍ଦା କରି ପାରାଦୀପ ମହାବିଦ୍ୟାଳୟ ଓ ଏନସିସି ପ୍ରାକ୍ତନ ଛାତ୍ର ସଂସଦ ମିଳିତ ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟାରେ ଏକ ପ୍ରତିବାଦ ସୂଚକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି…

ଗୀତାଞ୍ଜଳି କେଜ୍ରିୱାଲ ମାରୱାଡି ଯୁବାମଞ୍ଚ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷା ନିର୍ବାଚିତ l

ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ କେଜ୍ରିୱlଲ ପରିବାରର ତଥା କୃଷକର ସାଥି ହିନ୍ଦୁସ୍ତାନ ସିଡ଼ସର ପ୍ରତିଷ୍ଠାତା ରାଣୀସତୀ ଦାଦିଜୀ ମନ୍ଦିର / ଗାୟତ୍ରୀ ମନ୍ଦିରର ମୁଖ୍ୟ ଉଦ୍ୟୋଗୀ ସ୍ବର୍ଗତ ଲକ୍ଷ୍ମଣଦାସ କେଜି୍ରିୱାଲଙ୍କ କନିଷ୍ଠ ପୁତ୍ରବଧୂ ତଥା…

ଅକ୍ଷୟ ତୃତୀୟା ପାଇଁ ଫୋନପେର ସୁନିଶ୍ଚିତ କ୍ୟାଶବ୍ୟାକ୍ ଅଫର

ଭୁବନେଶ୍ୱର,: ଅକ୍ଷୟ ତୃତୀୟା ଅବସରରେ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ କିଣା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ପ୍ରଦାନ କରିବାକୁ ଘୋଷଣା କରିଛି ଫୋନପେ । ଫୋନପେ ପ୍ଲାଟଫର୍ମରେ ସର୍ବନିମ୍ନ ୨୦୦୦ ଟଙ୍କାର ଡିଜିଟାଲ ଗୋଲ୍ଡ କିଣି ୟୁଜରମାନେ ଫ୍ଲାଟ ୧% କ୍ୟାଶବ୍ୟାକ (୨୦୦୦ ଟଙ୍କା ପର୍ଯ୍ୟନ୍ତ)…

ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଶୁଭେଚ୍ଛା

କୋରାପୁଟ : ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶଧର ରାଉତ ଙ୍କ ନେତୃତ୍ବରେ ଏକ ଟିମ୍ ବୁଧବାର ଦିନ ଜିଲ୍ଲାପାଳ ଭି କିର୍ତ୍ତୀଭାସନ ଙ୍କୁ କାର୍ଯ୍ୟଳୟ ରେ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ…