Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପିଣ୍ଡି କାର୍ଯ୍ୟ ଶେଷ, ମା’ଙ୍କ ଯାତ୍ରା ଆରମ୍ଭ
ବ୍ରହ୍ମପୁର, : ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ମାତ୍ର ଗୋଟିଏ ଦିନ ଥିବା ବେଳେ ବାପଘରେ ରହିବା ପାଇଁ ଅସ୍ଥାୟୀମଣ୍ଡପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେଶୀବେହେରା ସାହି ଉତ୍ସବମୁଖର ହୋଇଥିବା ବେଳେ ମା'ଙ୍କ ଆସ୍ଥାନ ପିଣ୍ଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଭୂମି ଠାରୁ ଅସ୍ଥାୟୀ…
୨୫୯.୨୫ ନିୟୁତ ଟନ୍ର ରେକର୍ଡ ପଣ୍ୟ ବୋଝେଇ ହାସଲ କରିଛି ପୂର୍ବତଟ ରେଳପଥ
ଭୁବନେଶ୍ୱର,: ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ôଥକ ବର୍ଷ (୧ ଏପ୍ରିଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ) ରେ ରେକର୍ଡ ୨୫୯.୨୫୪ ନିୟୁତ ଟନ୍ ମୂଳ ପଣ୍ୟ ବୋଝେଇ ହାସଲ କରି ପଣ୍ୟ ପରିବହନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଏହି ଉଲ୍ଲେଖନୀୟ ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…
ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କଳାହାଣ୍ଡିର ରୂପାନ୍ତରିକରଣକୁ ପାଳନ କରିବା ସହିତ ଉତ୍କଳ ଦିବସରେ ଓଡ଼ିଶାର ପ୍ରଗତିକୁ…
ଭୁବନେଶ୍ୱର,: ଉତ୍କଳ ଦିବସ ଅବସରରେ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବର୍ଷ ବର୍ଷର ବିଶ୍ୱସ୍ତ ସହଭାଗୀତା ପାଇଁ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ କଳାହାଣ୍ଡିର ଉଲ୍ଲେଖନୀୟ ପରିବର୍ତ୍ତନ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଯେତେବେଳେ ମୁଁ ମନେ ପକାଏ ଯେ…
ଆର୍ଥିକ ବର୍ଷରେ ୬୦,୯୨୮ କୋଟି ଜିଏସ୍ଟି ସଂଗ୍ରହ
ଭୁବନେଶ୍ୱର,: ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ ହୋଇଛି । ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୧୪ ପ୍ରତିଶତ ଅଧିକ । ତେବେ ୨୦୨୪ ଏପ୍ରିଲରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୬୦,୯୨୮ କୋଟି…
ଏଲଓସି ପାର କରିବାକୁ ପାକ୍ ସେନାର ପ୍ରୟାସ
ଶ୍ରୀନଗର, : ବେଶ କିଛି ଦିନର ନୀରବତା ପରେ ସୀମା ଲଙ୍ଘିଛି ପାକିସ୍ତାନ ସେନା । ନିଜ ଦେଶରେ ବିଦ୍ରୋହୀଙ୍କ ଆକ୍ରମଣ ଓ ଲୋକଙ୍କ ବିକ୍ଷୋଭକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ପାକିସ୍ତାନ ସେନା ଏପ୍ରିଲ ୧ରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି । ଜମ୍ମୁ-କଶ୍ମୀରର ପୁଞ୍ଚ…
୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ଦୁଇଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର, : ବୁଧବାରଠାରୁ ଅଧା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବ । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ଜୋରରେ ପବନ ବହିବ । ୩ ଓ ୪ ତାରିଖରେ କାଳବୈଶାଖୀର ପ୍ରଭାବ ବଢିବ । ଏହି ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବୁଧବାର ମୟୂରଭଞ୍ଜ, କେନ୍ଦୁଝର,…
କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,: କୁନି କୁନି ପିଲାଙ୍କ ଆଖିରେ ଭରି ରହିଥିଲା ଅନେକ ସ୍ୱପ୍ନ । ସିଲଟ୍ ଓ ଖଡି ଧରି ସେମାନେ ବସିଥିଲେ ବଡଗଡ ଗାଁ ସ୍କୁଲର ପ୍ରାଙ୍ଗଣରେ । ସେମାନଙ୍କ ପାଖରେ ଯାଇ ହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଲାମାନଙ୍କୁ ଦେଖି ତାଙ୍କ ଭିତରେ ଲୁଚି ରହିଥିବା ଶିକ୍ଷକର ସ୍ୱରୂପ…
ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧରୁ ହଟିଲେ ଚାଷୀ
ଉମରକୋଟ,: ପ୍ରଶାସନଙ୍କ ଲିଖିତ ପ୍ରତିଶ୍ରୁତିରେ ମଧ୍ୟ ହୋଇ ପାରିଲାନି ସମସ୍ୟାର ସମାଧାନ । ପୁଣି ଥରେ ଚାଷୀ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଲୋଭଲ୍ଟେଜ ଏବଂ ଅଘୋଷିତ ବିଜୁଳି କାଟ ସମସ୍ୟାକୁ ନେଇ ରାଇଘର ଉମରକୋଟ ମୁଖ୍ୟକୁ ସରଗୁଲି ଛକରେ ପୁଣି ରାସ୍ତା ଅବରୋଧ…
ଜିଲ୍ଲାସ୍ତରୀୟ ଶିକ୍ଷା ସଚେତନତା ରଥର ଶୁଭ ଉନ୍ମୋଚନ
ଅନୁଗୋଳ,: ସ୍ଥାନୀୟ ସଭାଘର, ଅନୁଗୋଳ ପରିସରରେ ଜିଲ୍ଲାରେ ଆସନ୍ତା ତା ୦୨.୦୪.୨୦୨୫ ରିଖରୁ ତା ୦୫.୦୪.୨୦୨୫ରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ମାନ୍ୟବର ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ମାନ୍ୟବର…
କେନ୍ଦ୍ରାୟ ଶାସନ ତନ୍ତ୍ର ଖୁବଶୀଘ୍ର ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷିତ କରୁ
ତାଳଚେର,: ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ବିଶାଳ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଗୋବର୍ଦ୍ଧନ ପିଠା ଧୀଶ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ଶାସନତନ୍ତ୍ର ବ୍ୟବସ୍ଥା…