Browsing Category

ରାଜ୍ୟ

ରାଜ୍ୟରେ ପାରଦ ଉପର ମୁହାଁ: ୩୫ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,: ରାଜ୍ୟରେ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି । ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ବନେଶ୍ୱରରେ ତାପମାତ୍ରା ୩୫.୬ ଡିଗ୍ରୀରେ ପହଞ୍ଚିଛି । ମାର୍ଚ୍ଚ ଆରମ୍ଭରୁ ତାତି ବଢିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷେ ଚାନ୍ଦବାଲିରେ ତାପମାତ୍ରା…

ମାର୍ଚ୍ଚ ୮ରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଅର୍ଥ ପ୍ରଦାନ

ଭୁବନେଶ୍ୱର,: ପ୍ରତ୍ୟେକ ମହିଳାମାନଙ୍କ ମଧ୍ୟରେ ପ୍ରତିଭା ରହିଛି । ଏହାର ଉପଯୋଗ କରି ସେମାନେ ଜଣେ ଜଣେ ଉଦ୍ୟୋଗୀ ହୋଇ ପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଅର୍ଥ ପ୍ରଦାନ କରାଯିବ…

ଖାଓ ଗଳି ଉଦ୍‌ଘାଟିତ

ସମ୍ବଲପୁର,: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଜେଲ୍ ଛକ ଠାରେ ମୁକ୍ତା ଯୋଜନାରେ ତିଆରି ହୋଇଥିବା ସୁଆଦ୍ ସମ୍ବଲପୁର (ଖାଓ ଗଳିକୁ) ମାନ୍ୟବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ,…

ସରକାରୀ ଜମିରୁ କାଠ ମାଫିଆ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାମୂଲ୍ୟର ଜୀବନ୍ତ ଗଛ

ନିଶ୍ଚିନ୍ତକୋଇଲି,: ପରିବେଶର ସୁରକ୍ଷା ନିମନ୍ତେ ସରକାର ଅଧିକରୁ ଅଧିକ ବନୀକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏଥିନିମନ୍ତେ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବିନିଯୋଗ ହେଉଛି । ଏପରିସ୍ଥଳେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ପୋଲିସ ପ୍ରଶାସନ ସର୍ବୋପରି ବନ ବିଭାଗର ଜ୍ଞାତସାରରେ…

୨୮ରୁ ବଢ଼ିବ ତାତି

ଭୁବନେଶ୍ୱର, : ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ । ବୌଦ୍ଧରେ ସର୍ବାଧିକ…

ଘରେ ପଶି ୩ ମହିଳାଙ୍କୁ ହାଣିଲେ

ଘର ଭିତରେ ପଶି 3 ମହିଳା ଙ୍କୁ ହାଣିଲେ ଅଜଣା ଦୁର୍ବୁତ୍ତ । ବଡ ବୋହୁ ମୃତ୍ୟୁ ବରଣ କରିଥିବା ବେଳେ ସାନ ବୋହୁ ଓ ଶାଶୂ ଗୁରୁତର ଅଛନ୍ତି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁ ର ଘଟଣା ଘଟିଥିବା ସୂଚନା ମିଳିଛି । ଆକ୍ରମଣ ର କାରଣ ଅସ୍ପଷ୍ଟ ଥିବା ବେଳେ ଆକ୍ରମଣ ରେ ଏକାଧିକ ଲୋକ…

ମହିଳା ପୋଲିସ ସହ ଖେଳ କରିଦେଲେ ଥାନା ବାବୁ

ଜଗତସିଂହପୁର ଜିଲ୍ଲା ସଦର ଥାନା ରେ ମହିଳା ହୋମଗାର୍ଡଙ୍କୁ ପ୍ରେମ କରି ଫସିଗଲେ କୁଜଙ୍ଗ ଥାନାଅଧିକାରୀ । ପ୍ରଥମେ ପ୍ରେମ ହେଲା ତାପରେ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ବି ରଖିଲେ ବୋଲି ଏପରି ଅଭିଯୋଗ କରିଛନ୍ତି ମହିଳା ହୋମଗାର୍ଡ ଜଣଙ୍କ ।ପରେ ସମ୍ପୃକ୍ତ ଥାନା ବାବୁ ଜଣକ ଧରାଛୁଆଁ ନ…

ଭୁବନେଶ୍ୱର,: ଇଣ୍ଡିଆ ଟ୍ରେକ୍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନରେ ଅଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ,…

ଆଦାନୀ ଫାଉଣ୍ଡେସନର ସହଯୋଗରେ ସଶକ୍ତ ହେଉଛନ୍ତି କ୍ଷୁଦ୍ରଚାଷୀ

ଧାମରା,: ଭଦ୍ରକ ଜିଲା ବାଂଶଡା ବ୍ଲକ କରଞ୍ଜମାଳ ଗ୍ରାମ ଅନ୍ତର୍ଗତ ଗୋବିନ୍ଦ ଫାର୍ମସ କ୍ଲବର ସଦସ୍ୟ ସହଦେବ ମଣ୍ଡଳ ଅନ୍ୟ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ସାଜିଛନ୍ତି ଏକ ପ୍ରେରଣା । ପରିବା ଚାଷ ମଧ୍ୟ ଲାଭଜନକ ହୋଇପାରେ ବୋଲି ମାତ୍ର ୧ ଏକର ଜମିରେ, ପନିପରିବା ଚାଷ କରି ସହଦେବ ଏହା…

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ôଥକ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ôଥକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି । ଚଳିତ ବର୍ଷ ଆର୍ôଥକ ସାକ୍ଷରତା ସପ୍ତାହ ଫେବ୍ରୁଆରି ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା କି ଏହି ଅଭିଯାନର…