Browsing Category

ରାଜ୍ୟ

ଆଇଓବି ବ୍ରହ୍ମପୁର ତରଫରୁ ମାତୃଭାଷା ଦିବସ ଉପଲକ୍ଷେ ସଂଗୋଷ୍ଠୀ ଆୟୋଜିତ

ବ୍ରହ୍ମପୁର,: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଏକ ସଂଗୋଷ୍ଠୀର ଆୟୋଜନ କରାଯାଇଥିଲା । ଏହି ଅବସରରେ “ମାତୃଭାଷା ଆମର ପରିଚୟ” ବିଷୟ ସମ୍ପର୍କୀତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ଶିକ୍ଷାବିତ୍…

ଓଡିଶାରେ ମୃଦୁ ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ

ଭୁବନେଶ୍ୱର,: ରାଜ୍ୟରେ ମୃଦୁ ଭୂକମ୍ପ ଝଟକା ଲାଗିଛି । ଥରିଲା ରାଜଧାନୀ ଭୁବନେଶ୍ୱର । ସକାଳ ୬ଟା୧୦ମିନିଟରେ ଭୂମିକମ୍ପ ଅନୂଭୁତ ହୋଇଛି । ବଙ୍ଗୋପସାଗର ଭୂକମ୍ପ କେନ୍ଦ୍ରସ୍ଥଳ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ ହୋଇଛି । ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଥିବା…

ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ବ୍ୟବସ୍ଥାର ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,: ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ କରି ସେମାନେ ଯେଭଳି ଭଲରେ ପୂଜା କରି ପାରିବେ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ପୁରା…

ଏମସିଏଲର ୧୪ତମ ଆର୍‌ପିଡି ଏସି ବୈଠକ

ଅନୁଗୋଳ,: ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ)ର ୧୪ ତମ ଥଇଥାନ ଓ ପାରିପାଶ୍ୱର୍ିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି…

ଓଡ଼ିଶା ଚାଷୀଙ୍କ ଖାତାକୁ ଆସିଲା ଟଙ୍କା

ନୂଆଦିଲ୍ଲୀ, : ଚାଷୀଙ୍କ ମୁହଁରେ ଖୁସିର ଲହରୀ । ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବିହାରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ଡିବିଟି ଜରିଆରେ ୯.୫ କୋଟି…

ବିଡ଼ିଓଙ୍କ ପାଖକୁ ଧାଇଁଲେ ଏକାଧିକ ମହିଳା

ଗ୍ରୀଷ୍ମ ଆରମ୍ଭ ରୁ ଦେଖା ଦେଲାଣି ଜଳ କଷ୍ଟ ଘଷିପୁରା ବ୍ଲକ୍ ବସନ୍ତପୁରା ଦଲକି ସାହି ଠାରେ ୯ ବର୍ଷ ହେବ ଗାଁ ରେ ଖୋଲା ହେଲାଣି ଅଙ୍ଗନବାଡି କେନ୍ଦ୍ର, ହେଲେ କେନ୍ଦ୍ର ନିକଟରେ ହୋଇପାରିନାହିଁ ପାଣିର ସୁବିଧା ା ଫଳରେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା କୁନି କୁନି ପିଲା ପିଇବା ପାଣି ପାଇଁ…

ସୁନା ଦୋକାନ ରେ ପଶିଲା ପୋଲିସ

ଘଷିପୁରା ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ା ବିଭିନ୍ନ ଛକ ବଜାରରେ ଥିବା ସରକାରୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା, ବ୍ଯାଙ୍କ ଓ ଜୁଏଲାରି ସପ୍ ଗୁଡିକରେ ପହଁଞ୍ଚି ସୁରକ୍ଷା ସମ୍ପର୍କ ରେ ଅଧିକ ସଚେତନ କରିବା ସହ ସୁରକ୍ଷା ଉପକରଣ ଜାଞ୍ଚ କରିଛି ପୋଲିସ୍ ା ନିକଟ ଅତୀତରେ ଆମ ରାଜ୍ଯରେ…

ଆଖି ଆଗରେ ଜଳିଲା ଘର

ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟ ସର୍କିଟ ରେ ଘରେ ଲାଗିଲା ନିଆଁ । ବହୁ ଅସବାଵପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପୂର୍ଣ୍ଣ ନିଆଁ ପୋଡି ଭସ୍ମୀଭୂତ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗ୍ରାମର ହରି ବେହେରା ଙ୍କ ଘରେ…

ଛୁଆକୁ ଅଙ୍ଗନବାଡ଼ି ପଠାଇ ଫେରାର ହେଲା ମା

ପ୍ରେମ ଅମର ମାନେନି ବୟସ ଜାତି, ଧର୍ମ। ପ୍ରେମରେ ପଡ଼ି ଜଣେ ସ୍ତ୍ରୀ ସ୍ବାମୀ କୁ ଛାଡ଼ି ଦେଇ ଫେରାର ହୋଇଯାଇଛି। ଏଭଳି ଏକ ଦୃଶ୍ୟ ନଜରକୁ ଆସିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବବଜା ଗ୍ରାମରୁ । ଗ୍ରାମର ଜଣେ ବିବାହିତା ମହିଳା ନିଖୋଜ ଘଟଣା ସଦର ଥାନା ଦ୍ବାରସ୍ଥ ହୋଇଛନ୍ତି ସ୍ବାମୀ। ନିଖୋଜ…

ଦେବଗଡ଼ ସୁନା ଖଣି ନିଲାମ ହେବ

ଭୁବନେଶ୍ୱର,: ଦେବଗଡ଼ର ଆଡାସ ଅଞ୍ଚଳରେ ଅନୁସନ୍ଧାନ କରାଯାଇଥିବା ସୁନା ଖଣିର ନିଲାମ କରିବା ଯୋଜନା ରହିଛି । ଗୃହରେ ଉତ୍ତର ରଖି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ଦେବଗଡ଼ ସୁନା ଖଣିର ଜି-୨ ସ୍ତରର ଅନୁସନ୍ଧାନ ରାଯାଇଛି । ସେଥିରେ ତମ୍ବାପଥର ସହିତ ସୁନା, ନିକେଲ, ରୁପା…