Browsing Category

ରାଜ୍ୟ

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ l

କୋରାପୁଟ:27/12/24 କୋରାପୁଟ ଜ଼ିଲ୍ଲା ଭଳି ଏକ ଆଦିବାସୀ ପଛୁଆ ଜ଼ିଲ୍ଲାର ଝିଅ ରାଜସ୍ଥାନ ର ଜୟପୁର ରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟ ରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ସଫଳ ହୋଇଛନ୍ତି l ଯାହା କୋରାପୁଟ ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ର ବିଷୟ l ଆଗକୁ ହେବାକୁ ଥିବା…

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଏଆରଆଇ ସୁରେନ୍ଦ୍ର ତନ୍ତି

ଜୟପୁର -- ବୋରିଗୁମ୍ମା ରାଜସ୍ୱ ନିରୀକ୍ଷକ ଙ୍କ ଘରେ ରେଡ l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଏଆରଆଇ ସୁରେନ୍ଦ୍ର ତନ୍ତି ଙ୍କ ଘର ସମେତ କୋରାପୁଟ, ଜୟପୁର କାର୍ଯ୍ୟାଳୟ ଓ ବୋରିଗୁମ୍ମା ମାର୍କେଟ କମ୍ପଲେକ୍ସ ଓ ରନସପୁର ପୈତୃକ ବାସଭବନରେ ଭିଜିଲାନ୍ସ ର ମୋଟ ଆଠଟି ଟିମ ଆଠଟି ଜାଗାରେ ଭ…

ଅଦିନିଆ ବର୍ଷା ଯୋଗୁଁ ଭୁସୁଡ଼ିଲା ୫ଟି ସ୍କୁଲ ପାଚେରୀ ,

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା  ପାପଡାହାଣ୍ଡି ବ୍ଲକ ସାନବାର୍ଲି ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ରୁ ୨୦ ଫୁଟର ଏକ ନୂତନ ଭାବେ ତିଆରି ହୋଇଥିବା ପାଚେରୀ ଭୁଶୁଡ଼ି ପଡ଼ିଛି।   ସରକାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଛନ୍ତି । ଏଥିପାଇଁ …

୨୮ତ୍ତମ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ

ନୂଆପଡା ୨୭/୧୨ ସ୍ଥାନୀୟ ପୋଲିସ ପଡ଼ିଆରେ ୨୮ତ୍ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଦଳର ଜିଲ୍ଲା ସଭାପତି ମନୋଜମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସ ପାଳନ ଅବସରରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବର୍ତ୍ତମାନ ର ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ…

ଧର୍ମରକ୍ଷା ପାଇଁ ଜୋରାବର ଓ ଫତେ ସିଂଙ୍କ ବଳିଦାନ ଅବିସ୍ମରଣୀୟ: ମନମୋହନ ସାମଲ

ଭୁବନେଶ୍ୱର, ତା.୨୬/୧୨ : ବୀର ସାହେବଜାଦେଙ୍କ ବୀରତ୍ୱର କାହାଣୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟନ୍ୱିତ କରିଦେଇଥିଲା । ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କ ଚାରି ବୀର ସାହେବଜାଦେଙ୍କ ସାହସ ଏବଂ ଆଦର୍ଶ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରିଛି । ଦେଶର ସମ୍ମାନ ରକ୍ଷା କରିବା ପାଇଁ ଦଶମ…

ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା ବୈଠକ

ଭୁବନେଶ୍ୱର ତା- ତା ୨୬.୧୨.୨୦୨୪ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଉଦ୍ଦିଷ୍ଟ ‘ସୁଭଦ୍ରା’ଯୋଜନାର କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା କମିଟି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧକ୍ଷତାରେ ଅନୁଷ୍ଠିତ…

ରାୟଗଡା ଜିଲ୍ଲା ଗଣପର୍ବ ଭାବେ ପ୍ରସିଦ୍ଧ ଚଇତି ଲୋକ ମହୋତ୍ସବ ଉଦଘାଟିତ ହୋଇଛି।

ରାୟଗଡା :- ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ପ୍ରାଙ୍ଗଣରୁ ଚଇତି ମଶାଲ ସହ କଳସ ଯାତ୍ରା ଆରମ୍ଭ ହୋଇ ସ୍ଥାନୀୟ ଜିସିଡି ପଡ଼ିଆ ମଞ୍ଚ ଠାରେ ପହଂଚିଥିଲା | ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଜିଲ୍ଲାପାଳ ପାରୁଲ ପଟାୱାରୀ, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରାକା,…

ଶ୍ରୀମନ୍ଦିର ଇଂରାଜୀ ନୂତନ ବର୍ଷ 2025ର କ୍ୟାଲେଣ୍ଡର୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର ; 26 December 2024 ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 2025 ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି l କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ…

ଅଭିଯୋଗର ସମାଧାନ ପାଇଁ “ସୁଭଦ୍ରା ଶିବିର” ଅନୁଷ୍ଠିତ ପାଇଁ ପ୍ରସ୍ତାବ

ଭୁବନେଶ୍ୱର ତା- ତା ୨୬.୧୨.୨୦୨୪ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଉଦ୍ଦିଷ୍ଟ ‘ସୁଭଦ୍ରା’ଯୋଜନାର କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା କମିଟି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧକ୍ଷତାରେ ଅନୁଷ୍ଠିତ…

ଝାର୍ମୁଣ୍ଡା ଠାରେ ବିଜେଡ଼ି ର ନିର୍ବାଚନ ସ୍ତରୀୟ 28 ତମ ପ୍ରତିଷ୍ଠା ଦିବସ ପାଳିତ

Anchor - ଆଜି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଝାରମୁଣ୍ଡା ଠାରେ ବିଜେଡ଼ି ର 28 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପ୍ରାର୍ଥୀ ଶ୍ରୀ ନିହାର ରଞ୍ଜନ ବେହେରା ଯୋଗ ଦେଇଥିଲେ।…