Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲା ସ୍ଥରୀୟ ସଚେତନତା ସଭା
ଅନୁଗୋଳ ତା 26-12-2024 ସ୍ଥାନୀୟ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ଠାରେ, ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ "ଆକ୍ସେସ ଟୁ ଜଷ୍ଟିସ" କାର୍ଯ୍ୟକ୍ରମ ତରଫରୁ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲା ସ୍ଥରୀୟ ସଚେତନତା ସଭା ଓ ସଂଯୋଜନା ବୈଠକ…
ଓଡ଼ିଶାରେ ଆନ୍ଧ୍ରର ଜବରଦସ୍ତି କର୍ତ୍ତୁତ୍ବ ଜାରି
ପାରଳାଖେମୁଣ୍ଡି, 21/12 (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସୀମାନ୍ତ ତଥା ପଡୋଶୀରେ ଥିବା ଆନ୍ଧ୍ର କର୍ତ୍ତୁତ୍ବ ଜାରି କରିଛି. ଓଡିଶା ତଥା ଗଜପତି ଜିଲ୍ଲା ଅଧୀନରେ ଥିବା ଏକ ରାସ୍ତାକୁ ଆନ୍ଧ୍ର ଜବରଦସ୍ତି ଖୋଳି ଓଡ଼ିଶାର ଗମନାଗମନ ବ୍ୟବସ୍ଥାକୁ ସମ୍ପୂର୍ଣ ରୂପେ ବନ୍ଦ କରିଛି.…
ପାରଳା ମହାରାଜାଙ୍କ ହାଇସ୍କୁଲର ୧୯୯୨ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ
ପାରଳାଖେମୁଣ୍ଡି, 26/12(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ୍ ବ୍ୟାଚର ଆଡମ୍ବର ସକାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯୯୨ ମାଟ୍ରିକ୍ ବ୍ୟାଚର ତତ୍କାଳୀନ ଛାତ୍ରମାନେ…
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଗଜପତିରେ ସରକାରୀ ଅଧିକାରୀ ମାନୁନାହାନ୍ତି
ପାରଳାଖେମୁଣ୍ଡି, 26/12(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସରକାରୀ ଅଧିକାରୀମାନେ ମାନୁ ନଥିବା ଅଭିଯୋଗ ହୋଇଛି. ଏହି ଜିଲ୍ଲାର କାଶୀନଗର ବିଇଓ ଆଦିକନ୍ଦ ଗମାଙ୍ଗ ଓ ବାରାଣସୀ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଭାଗିରଥି ବେହେରା ହାଇକୋର୍ଟଙ୍କ…
ଓଡ଼ିଶା ପୁଲିସରେ ପଦୋନ୍ନତି କେବେ
କଟକ: ପୁଲିସ ଏସ୍ଆଇରୁ ଆରମ୍ଭ କରି ଏଏସ୍ପି ପାହ୍ୟା ପର୍ଯ୍ୟନ୍ତ ପଦୋନ୍ନତି କୌଣସି ଅଦୃଶ୍ୟ କାରଣରୁ ଅଟକି ଯାଇଛି।ତଥ୍ୟ ଅନୁଯାୟୀ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡ ୧୧୧ ଜଣ ପୁଲିସ ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଁ ମନୋନୀତ କରିଛି। କିନ୍ତୁ ପଦୋନ୍ନତି…
ସ୍ଵର୍ଗତଃ ସୁଲୋଚନା ମହାପାତ୍ର ସୁଗୁଣର ସମାହାର ଥିଲେ ବିଳାଶୁଣୀର ମା’ଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ
ବିଳାଶୁଣୀ/ ଭୁବନେଶ୍ଵର ତା୨୬. ୧୨ରିଖ ; ନିଆଳୀ ବ୍ଳକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ସ୍ଵର୍ଗତଃ ମହାଦେବ ମହାପାତ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ସୁଲୋଚନା ମହାପାତ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି। ଶ୍ରୀମତୀ…
ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ଉତ୍ସବ
ଭୁବନେଶ୍ୱର
୨୬/୧୨/ ୨୪
ଆଜି ଡ଼ିସେମ୍ବର ୨୬ ତାରିଖ. ବିଜୁ ଜନତା ଦଳ ର ୨୮ ତମ ପ୍ରତିଷ୍ଠା ଦିବସ ଆଜି ଦଳ ର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ରେ ପାଳନ କରାଯାଉଛି.
ଏହି ଅବସରରେ ଶଙ୍ଖ ଭବନ ରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜୁ…
ବଜ୍ରକାପ୍ତା କାତି ବିକ୍ରି ବେଳେ ଖଡ଼ିଆଳ ବନ ବିଭାଗର ଚଢ଼ାଉ, ତିନି କୋର୍ଟ ଚାଲାଣ
ଖଡ଼ିଆଳ :(25.12.24): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧୀନସ୍ଥ ଜୁନାପାଣି ଅଞ୍ଚଳରେ ଗତ ସୋମବାର ଦିନ ସନ୍ଧ୍ୟା ସମୟରେ ବଜ୍ରକାପ୍ତା କାତି ବିକ୍ରି ଡ଼ିଲ କରୁଥିବା ବେଳେ ଖଡ଼ିଆଳ ବନ ବିଭାଗ ଚଢ଼ାଉ କରି ତିନି ଜଣ ଅଭିଯୁକ୍ତ ଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ସେମାନଙ୍କୁ ଅଟକ ରଖି…
ଶରତ ପୀଡିକାକା ଙ୍କ ପୁତ୍ର ହାତ ଧରିଲେ
ରାୟଗଡା :- ମୁନିଗୁଡା ବ୍ଲକ ର ଚାରି ଗୋଟି ସମିତି ସଭ୍ୟ/ସଭ୍ୟା ବିଜୁ ଜନତା ଦଳ ପରିତ୍ୟାଗ କରି କୋରାପୁଟ ସାଂସଦ ଏବଂ ବିଷମକଟକ ବିଧାୟକ ଙ୍କ କାର୍ଯ୍ୟସଳି ଓ ଜାତୀୟ କଂଗ୍ରେସ ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ଗେମ୍ବେଲି (ମୁନିଖୋଲ GP), କୁନି…
ଲାଇଟ୍ ଅଫ ଲାଇଫ ଟ୍ରଷ୍ଟର 3ତମ ବାର୍ଷିକ ଉତ୍ସବ
ଅନୁଗୋଳ ବ୍ଲକ ଲାଇଟ୍ ଅଫ ଲାଇଫ ଟ୍ରଷ୍ଟର ୩ତମ ବାର୍ଷିକ ଉତ୍ସବ ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ଲାଇଟ୍ ଅଫ ଲାଇଫ ଟ୍ରଷ୍ଟରରାଜ୍ୟ ସଂଯୋଜକ ୪୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଖଲାରୀ, ପିଟିସି, ଜରାସିଂହା, ଶ୍ରୀ ଜଗନ୍ନାଥ,…