Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଙ୍ଗରୋଧରେ ରହୁଥିବା ରୋଗୀଙ୍କୁ ଖାଦ୍ୟ ଦେବ କାହ୍ନା ଚାରିଟେବୁଲ୍ ଟ୍ରଷ୍ଟ
ଗଞ୍ଜାମ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି । କିଛି ଲୋକ ଏକୁଟିଆ ରହୁଥିବା ବେଳେ ସେମାନେ କରୋନାରେ ସଂକ୍ରମିତ ହୋଇ ଘରୋଇ ସଙ୍ଗରୋଧରେ ରହୁଛନ୍ତି । ସେହିପରି କେତେକ ପରିବାରର ସମସ୍ତ ସଦସ୍ୟ ମଧ୍ୟ ସଂକ୍ରମିତ ହେଉଛନ୍ତି…
ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପରାମର୍ଶ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ
ଗଞ୍ଜାମ : ବ୍ରହ୍ମପୁରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତେ ଏହାର ମୁକାବିଲାରେ ଲାଗିପଡିଛନ୍ତି । କରୋନା ପରେ ଏବେ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ । କରୋନା ସୁସ୍ଥ ହେଉଥିବା ରୋଗୀ ଏଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ମୁକାବିଲା ପାଇଁ ରାଜ୍ୟ ସ୍ତରରେ…
ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଜଣେ ଯବାନ ସହିଦ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋ ଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ବର ଅବସ୍ଥାରେ ଥିବା ଜଣାପଡିଛି । ଶହୀଦ ଯବାନଙ୍କ ନା ନ ରେନ୍ଦ୍ର କୁମାର ନାୟକ ଓ ଗୁରତ୍ୱର ଯବାନ…
ବରିଷ୍ଠ ନାଗରିକଙ୍କ ନିମନ୍ତେ ଦେୟମୁକ୍ତ ଏଲଡର ଲାଇନ (୧୪୫୬୭) ନମ୍ବର କାର୍ଯ୍ୟକ୍ଷମ
ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ବୟସ୍କ ନାଗରିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଏଲଡର ଲାଇନ ପ୍ରକଳ୍ପ ଅଧୀନରେ କେତେକ ପ୍ରମୁଖ ରାଜ୍ୟରେ ରାଜ୍ୟୱାରୀ କଲସେଂଟରମାନ ଆରମ୍ଭ କରିଛନ୍ତି । ପାଂଚଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ,…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୬୩,୫୩୩ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୬୩,୫୩୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪,୩୨୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୮,୯୯୬ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ରାଜ୍ୟରେ ଜୁନ୍ ୧ ଯାଏଁ କଟକଣା ସହିତ ବଢ଼ିଲା ଲକଡାଉନ୍ ଅବଧି : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍ ୧ ଯାଏଁ ରାଜ୍ୟରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ ଦୈନିକ ସଂକ୍ରମଣ ୧୦…
ରାଜ୍ୟରେ ଗୋଟିଏ ଦିନରେ ୧୦୩୨୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୩୩୦୨
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୦୩୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୩୩୦୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୨୬୩୫୩ ରୋଗୀ ସୁସ୍ଥ ହୋଇ…
କରୋନା ଚିନ୍ତା: ଫୋକସ୍ ରେ ଗାଁ, ୨୪ରୁ ଘରକୁ ଘର ସର୍ଭେ
-ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳଙ୍କ କ୍ଷମତା
-ଗାଁ କଲ୍ୟାଣ ସମିତିକୁ ମିଳିବ ପ୍ରୋତ୍ସାହନ
-ଗାଁ କଲ୍ୟାଣ ସମିତିକୁ ମିଳିବ ପ୍ରୋତ୍ସାହନ
ଭୁବନେଶ୍ୱର : କରୋନା ବିରୋଧରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ…
ଆଇସିଡିଏସ କର୍ମଚାରୀଙ୍କୁ ସତର୍କ ରହିବାକୁ ପରାମର୍ଶ
ଗଞ୍ଜାମ : କରୋନା ଦ୍ୱିତୀୟ ଲହରର ପ୍ରାର୍ଦୁଭାବକୁ ଦୃଷ୍ଟିରେ ରଖି ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତୀଙ୍କ ସୁରକ୍ଷା ଲାଗି ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରୀ ହୋଇଛି । ଶିଶୁ, ଗର୍ଭବତୀ ଓ ପ୍ରସୂତୀଙ୍କ ପୁଷ୍ଟି ସାଧନ, ସ୍ତନ୍ୟପାନ ଓ ଅତିଶୟ…
କରୋନା ଭୟ : ବୃଦ୍ଧାଙ୍କ ଶବକୁ ଛୁଇଁଲେନି ସାଇପଡ଼ିଶା, ୫ ଘଣ୍ଟା ପରେ ଶବ ଦାହ କଲେ ସରପଞ୍ଚ ଓ ତାଙ୍କ ସହଯୋଗୀ
ଗଞ୍ଜାମ : କରୋନା ଭୟରେ ସମ୍ପର୍କ ଆଜି ତୁଚ୍ଛ ହୋଇଯାଇଛି । ସମସ୍ତେ ନିଜେ ନିଜକୁ ସୁରକ୍ଷିତ ରଖିବା ପାଇଁ ଲାଗିପଡିଛନ୍ତି । ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ଜଣେ ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ । ସାହି…