Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୨୬,୦୯୮ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୨୬,୦୯୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୮୯୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା : : ୨,୪୩,୭୨,୯୦୭ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର
-ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପ୍ରେସର ସ୍ୱିଙ୍ଗ…
ରାଜ୍ୟରେ ଗୋଟିଏ ଦିନରେ ୧୧୮୦୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୮୬୮୭
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୯୧୬୭୪ ରୋଗୀ ସୁସ୍ଥ ହୋଇ…
ରାଜ୍ୟରେ ୨୪ ଘଂଟାରେ କରୋନାରେ ୨୧ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୨୧ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୨୯୪ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ମାନବର ସାହସ ଓ ନିଷ୍ଠା ସମ୍ମୁଖରେ ବିଶାଳ ପର୍ବତମାଳା ମଧ୍ୟ ଛିଡାହୋଇ ପାରିବ ନାହିଁ: ସାଧ୍ୱୀ ଋତୁମ୍ଭରା
-‘ହମ ଜିତେଙ୍ଗେ-ପଜିଟିଭିଟି ଅନ୍ଲିମିଟେଡ’ ବ୍ୟାଖ୍ୟାନମାଳାର ଚତୁର୍ଥ ଦିନରେ ସନ୍ଥ ଜ୍ଞାନଦେବ ସିଂହ ଓ ସାଧ୍ୱୀ ଋତୁମ୍ଭରାଙ୍କ ଉଦ୍ବୋଧନ
-ଆଧ୍ୟାତ୍ମିକ ଗୁରୁମାନେ ସମାଜର ଅନ୍ତର୍ନିହିତ ଶକ୍ତି ଜାଗ୍ରତ କରି କରୋନା ସଂକଟ ଉପରେ ବିଜୟୀ ପାଇଁ ଆହ୍ୱାନ ଦେଲେ
ନୂଆଦିଲ୍ଲୀ: କୋଭିଡ ରେସପନ୍ସ…
ଚାଷୀଙ୍କୁ ଅକ୍ଷୟତୃତୀୟା ଭେଟି : ଅନ୍ନଦାତାଙ୍କ ତ୍ୟାଗର ତୁଳନା ନାହିଁ
-ଚାଷୀଙ୍କ ଆକାଉଣ୍ଟକୁ ଗଲା ୯୨୦ କୋଟି
-ଉପକୃତ ହେବେ ରାଜ୍ୟର ୪୨ଲକ୍ଷ କୃଷକ
-ଚାଷୀଙ୍କ ଋଣଭାର ଲାଘବରେ ସହାୟକ ହେବ
ଭୁବନେଶ୍ୱର : ଆଜି ପବିତ୍ର ଅଷୟତୃତୀୟା । ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ କାମର ଅନୁକୂଳ ଆଜିଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ…
କୃଷକ ଦେଶ ଅର୍ଥନୀତିର ସଞ୍ଜିବନୀ
-୯.୫ ହିତାଧିକାରୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଯୋଜନାର ଅର୍ଥ
-ଉପକୃତ ହେବେ ଦେଶର ୨୦ହଜାର କୋଟିରୁ ଅଧିକ ହିତାଧିକାରୀ
-କୃଷକଙ୍କ ସହ ସିଧାସଳଖ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ…
ଇଡକୋ ସିଏମଡି ଭାବେ ଦାୟିତ୍ୱ ଗ୍ରହଣ କଲେ କ୍ରିଷନ କୁମାର
ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ଡଃ. କ୍ରିଷନ କୁମାର ଶୁକ୍ରବାର ଦିନ ଓଡିଶା ଶିଳ୍ପ ଭିତିଭୂମି ଊନ୍ନୟନ ନିଗମ (ଇଡକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଯୋଗଦେବାର ପ୍ରଥମ ଦିବସରେ ସେ ଇଡକୋର ବିଭିନ୍ନ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପର…
ଅକ୍ଷୟ ତୃତୀୟା ଅବସରରେ ଶୁଭାରମ୍ଭ ହେବ ତିନି ରଥର ନିର୍ମାଣ କାର୍ଯ୍ୟ
ପୁରୀ : ଆସନ୍ତା କାଲି ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ । ଏଥି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି । ପୂଜାର୍ଚ୍ଚନା ପାଇଁ ଚାଳି ନିର୍ମାଣ ସହ ଚାରିପଟକୁ ବ୍ୟାରିକେଟ କରାଯାଇଛି ।…
ଭାରତର ସମୁଦାୟ ଟିକାକରଣ କଭରେଜ ୧୭.୭୨ କୋଟି ଅତିକ୍ରମ କଲା
-୧୮-୪୪ ବୟସ ବର୍ଗର ୩୪.୮ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି
ନୂଆଦିଲ୍ଲୀ : କୋଭିଡ ପ୍ରବନ୍ଧନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକର ଚିକିତ୍ସା ସଂସ୍ଥାନଗୁଡିକୁ ମଜବୁତ କରିବା ପାଇଁ ଭାରତ ସରକାର ଆନ୍ତର୍ଜାତିକ ସହାୟତାକୁ କ୍ଲିୟରାନ୍ସ କରାଇ ବଂଟନ କରୁଛନ୍ତି ।…