Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୪୩,୧୪୪ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୪୩,୧୪୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪,୦୦୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା : : ୨,୪୦,୪୬,୮୦୯ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ରାଜ୍ୟରେ ଗୋଟିଏ ଦିନରେ ୧୨୩୯୦ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୮୬୮୭
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨୩୯୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୮୬୮୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୭୩୬୮୦ ରୋଗୀ ସୁସ୍ଥ ହୋଇ…
ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୨୨ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୨୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୨୭୩ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
କରୋନାରେ ଦେହାନ୍ତ ହୋଇଥିବା ଶବକୁ ସସ୍କାର କଲେ ସ୍ଥାନୀୟ ପ୍ରଶାସନ
ସାଲେପୁର : ସାଲେପୁର ବ୍ଲକ ବୋଦାମୁଣ୍ଡାଇ ଗ୍ରାମ ପିକୋଳ ପଂଚାୟତ ଓ ବାରିଗୋଳ ପଞ୍ଚାୟତ ମଧ୍ୟସ୍ଥଳୀ ସ୍ୱର୍ଗତ ହରିହର ସାହୁଙ୍କ ପତ୍ନୀ ପ୍ରମିଳା ସାହୁ କରୋନାରେ ଦେହାନ୍ତ ହୋଇଛନ୍ତି । ଓଡିଶାକୁ ଆସିଥିବା କରୋନା ଦ୍ଵିତୀୟ ଲହରି ଏତେ ଭୟଙ୍କର ଯେ ଲୋକଙ୍କ ଜୀବନ ନେବାକୁ ପଛଉ ନାହିଁ, ପ୍ରମିଳା…
ସାପ୍ତାହିକ ହାଟ ବନ୍ଦ କଲା ପୋଲିସ ପ୍ରଶାସନ
କିଶନନଗର : କୋଭିଡ୍ କଟକଣା ଉଲଘଂନ କରି କିଶନନଗର ସାପ୍ତାହିକ ହାଟରେ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇ ପାରିବା କିଣୁଥିବା ବେଳେ କିଶନନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାଟଟିକୁ ସମ୍ପୂର୍ଣ ରୂପେ ବନ୍ଦ କଲେ । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଏଠାରେ କୌଣସି ହାଟ ବସିପାରିବ ନାହିଁ ବୋଲି…
ଓଡ଼ିଶାରେ ବଢିବା କି ଲକଡ୍ ।ଉନ୍ ?
-ଦେଶର ୧୮୭ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ
-ଓଡ଼ିଶାରେ ପଜିଟିଭିଟି ହାର ୨୦%ରୁ ଖସୁନି
-ରେଡ୍ ଜୋନ୍ ରେ ୨୬ ଜିଲ୍ଲା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଉଗ୍ର ରୂନେଉଛି । ଜଙ୍ଗଲ ନିଆଁ ଭଳି ଏହା ବ୍ୟାପିବାରେ ଲାଗିଛି । ସପ୍ତାହେ ହେଲା କୋଭିଡ୍ ସଂକ୍ରମଣ ପରିସଂଖ୍ୟାନରୁ ଏହା…
୨୪ ଘଂଟାରେ ସାରା ରୋଜ୍ୟରେ ବର୍ଷା ସମ୍ଭାବନା , ୧୭ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ
ଭୁବନେଶ୍ୱର : ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟରଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ପବନ ଏବଂ ବିଜୁଳି ଘଡଘଡି ଲାଗିରହିଛି । ଉତର ଓ ଉପକୂଳର ସମସ୍ତ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ସକ୍ରିୟ ରହିଛି । ଏହି ସମୟରେ ପାଣିପାଗ ସହିତ ଅବଗତ ରହିବା ସହ ବିଜୁଳିଘଡଘଡି ସମୟରେ ନିରାପଦ…
କୋଭିଡ-୧୯ ମୁକାବିଲାରେ ସହାୟତା ଲାଗି ଜରୁରି ଚିକିତ୍ସା ସାମଗ୍ରୀର ବାଧାମୁକ୍ତ ଯୋଗାଣ ସୁନିଶ୍ଚିତ କରୁଛି ଭୁବନେଶ୍ୱର…
-ମୋଟ ୧୫୬ ଖାଲି ଅକ୍ସିଜେନ ଟ୍ୟାଙ୍କର, ୫୨୬ ଅକ୍ସିଜେନ କନସେଣ୍ଟ୍ରେଟର ଓ ୧୪୦ ଅକ୍ସିଜେନ ସିଲିଣ୍ଡର ପରିବହନ
-କୋଭିଡ ଟିକାକରଣ ଶିବିର ଆୟୋଜିତ
ଭୁବନେଶ୍ୱର : କୋଭିଡ-୧୯ ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦୈନିକ ଦେଶର ବିଭିନ୍ନ ବିମାନ ବନ୍ଦର ଜରିଆରେ ଜରୁରି ଚିକିତ୍ସା ସାମଗ୍ରୀ…
୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ/ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରି
ନୂଆଦିଲ୍ଲୀ : ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଧ୍ୟାନ ସହକାରେ ପରୀକ୍ଷା କରିବା ପରେ ବିଷୟ ବିଶେଷଜ୍ଞ ସମିତି (ଏସଇସି)ର ସୁପାରିସକୁ ଗ୍ରହଣ କରିଛି ଏବଂ ୨ରୁ ୧୮ ବୟସ୍କଙ୍କ ପାଇଁ କୋଭାକ୍ସିନ (କୋଭିଡ ଭାକ୍ସିନ)ର ଦ୍ବିତୀୟ/ତୃତୀୟ ପର୍ୟ୍ୟାୟ…
ବ୍ଲକ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ
ପଟ୍ଟାମୁଣ୍ଡାଇ : ବ୍ଲକ୍ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଘଟଣାରେ ଗୁରୁତର ହୋଇପଡିଥିବା ଏହି କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ତାଙ୍କ ପତ୍ନୀ ରାଜନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ…