କିଶନନଗର : କୋଭିଡ୍ କଟକଣା ଉଲଘଂନ କରି କିଶନନଗର ସାପ୍ତାହିକ ହାଟରେ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇ ପାରିବା କିଣୁଥିବା ବେଳେ କିଶନନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାଟଟିକୁ ସମ୍ପୂର୍ଣ ରୂପେ ବନ୍ଦ କଲେ । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଏଠାରେ କୌଣସି ହାଟ ବସିପାରିବ ନାହିଁ ବୋଲି ପୋଲିସ ସୂଚନା ଦେଇଥିଲେ । ସେପଟେ ପୋଲିସର ଏଭଳି କାର୍ଯ୍ୟକୁ ନେଇ ଚାଷୀ ଓ ବେପାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
Sign in
Sign in
Recover your password.
A password will be e-mailed to you.