Browsing Category

ରାଜ୍ୟ

କୋଟିପତିଙ୍କ କବଜାରେ ସରକାରୀ ଜମି-ଅଭିଯୋଗ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲ ଅନ୍ତର୍ଗତ ରାମନଗର ମୈାଜାରେ ଥିବା ମୂଲ୍ୟବାନ୍ ସରକାରୀ ଜମିକୁ ସେଠାକାର ଜଣେ ପ୍ରଭାବଶାଳୀ କୋଟିପତି ନିଜ ନାମରେ ଓ ନିଜ ପତ୍ନୀଙ୍କ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ରାମନଗର ମୈାଜାରେ ଥିବା ଏହି ସରକାରୀ…

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ : ବାଲେଶ୍ୱରର ବିକାଶ ପାଇଁ ୧୫୫ କୋଟି

-୬ ଥାକିଆ ହେବ ତୁମୁଳିଆ-ଷ୍ଟେସନବଜାର ରାସ୍ତା -ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ ପାଇଁ ୭୦ କୋଟି -ବହୁମୁଖୀ ଇନ୍ଡୋର ହଲ୍ ଓ ସ୍ୱିମିଂପୁଲ୍ କରାଯିବ -ବୁଢ଼ାବଳଙ୍ଗ ନଦୀପଠାର ସୌନ୍ଦର୍ଯ୍ୟକରଣ ପାଇଁ ୫୩ କୋଟି -ଡ୍ରେନେଜ୍ ଓ କେନାଲ ରାସ୍ତାର ବିକାଶ ପାଇଁ ୭ କୋଟି ଭୁବନେଶ୍ୱର : ବାଲେଶ୍ୱର…

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚକହରି ଗ୍ରାମର ସୁବର୍ଣ୍ଣରେଖା ନଦୀ ପଠା ଝାଉଁ ବଣରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଶିଖରପୁର ପଚାଂୟତ ଚକହରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପତ୍ନୀ କାବେରୀ ଦାସ ବୋଲି ଜଣାପଡିଛି ।…

ଗଞ୍ଜାମ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ସମେତ ପାର୍କ, ଖେଳ ପଡ଼ିଆ, ହ୍ରଦ, ସମୁଦ୍ର ବେଳାଭୂମି ସପ୍ତାହକ ପାଇଁ ବନ୍ଦ

ଗଞ୍ଜାମ: ଆସନ୍ତା କାଲି ଠାରୁ ଗଞ୍ଜାମ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ପାର୍କ, ଖେଳ ପଡ଼ିଆ, ହ୍ରଦ, ସମୁଦ୍ର ବେଳାଭୂମି ସପ୍ତାହକ ପାଇଁ ଅର୍ଥାତ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ରୂପରେଖ ନେଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…

ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ପଶିଲା କରୋନା : ଦୁଇ ପୂଜକ କରୋନା ସଂକ୍ରମିତ ଚିହ୍ନଟ

-ଦେବୀଙ୍କ ଦର୍ଶନ ବନ୍ଦ -୧୬ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଅଂଚଳରେ ୧୪୪ ଗଞ୍ଜାମ: ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ କରୋନା ପଶି ଯାଇଥିବାରୁ ଏହା ସହର ବାସୀଙ୍କୁ ମର୍ମାହତ କରିଛି । ଠାକୁରାଣୀଙ୍କ ଦୁଇ ପୂଜକଙ୍କ ଠାରେ କରୋନା ସଂକ୍ରମଣ ଦେଖାଯିବା ପରେ ଆଜି ଠାରୁ…

ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ : ୧୩ ବର୍ଷିୟା ନାବାଳିକା ପର୍ଯ୍ୟଟକ କରୋନା ପଜିଟିଭ୍

ପୁରୀ: ପୁରୀ ଜିଲ୍ଲାରୁ ଆଜି ୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୨୩ ଜଣ ପଜିଟିଭ୍ ପୁରୀ ଶ୍ରୀମନ୍ଦିର ସହିତ ଜଡ଼ିତ ଥିବା ଜଣାପଡିଛି । ସେଥିମଧ୍ୟରେ ଶ୍ରୀମନ୍ଦିରର ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟ, ଜୋତାଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ ଜଣ…

ଓଡ଼ିଆ ସାହିତ୍ୟର ଆଧୁନିକୀକରଣ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

-ପ୍ରଜାତନ୍ତ୍ର ପ୍ରଚାର ସମିତିର ବାର୍ଷିକ ସାରସ୍ୱତ ଉତ୍ସବ ‘ବିଷୁବ ମିଳନ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ କଟକ : ଓଡ଼ିଆ ଜାତିର ସାହିତ୍ୟିକ କୃତିକୁ ଲମ୍ବା ସମୟ ଧରି ସଂରକ୍ଷଣ କରିବା ସହ ଓଡିଆ ସାହିତ୍ୟକୁ ଆଧୁନିକୀକରଣ ଭାବେ ଉପସ୍ଥାପିତ କରିପାରିଲେ ହିଁ ଓଡ଼ିଆ ଜାତି ଏବଂ ସାହିତ୍ୟ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୬୧,୭୩୬ ନୂଆ ମାମଲା

ନୂଆଦିଲ୍ଲୀ, ୧୩ଏପ୍ରିଲ (ହି.ସ.) - ଦେଶରେ ଗତ ୨୪ଘଂଟା ମଧ୍ୟରେ ୧,୬୧,୭୩୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୮୭୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୬,୮୯,୪୫୩ ପହଂଚିଛି । ଆଜି ସକାଳେ କେନ୍ଦ୍ର…

ଆଜି ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ ସୁଶୀଲ ଚନ୍ଦ୍ର

-ରାଷ୍ଟ୍ରପତି ନିଯୁକ୍ତିକୁ ଦେଲେ ଅନୁମୋଦନ ନୂଆଦିଲ୍ଲୀ: ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ଏବଂ ସେ ଆଜି ଦାୟିତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୋମବାର ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ବରିଷ୍ଠ-ନିର୍ବାଚନ…

ମିଶନ ପିପିଲି: ବିଜୟ ଲକ୍ଷ୍ୟରେ ବିଜେଡି, ପିପିଲି-ଡେଲାଙ୍ଗ ବିକାଶ କଥା ମୁଁ ବୁଝିବ

ବିଜେପୁର, ତିର୍ତ୍ତୋଲ ଓ ବାଲେଶ୍ୱର ପରେ ମିଶନ ପିପିଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ପିପିଲି ହେଉଛି ଚତୁର୍ଥ ଉପନିର୍ବାଚନ । ପିପିଲିରେ ବିରୋଧୀଙ୍କୁ କ୍ଲିନ୍ ବୋଲ୍ଡ୍ କରି ବିଜୟ ଶଙ୍ଖ ଫୁଙ୍କିବା ଲକ୍ଷ୍ୟରେ ଅଛି ବିଜେଡି । ବିପୁଳ ଭୋଟ ବ୍ୟବଧାନରେ ବାଜି ଜିତିବା ପାଇଁ…