Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପିଏଲଏଫଆଇ ନାମରେ ୧୦ ଲକ୍ଷ ଚାନ୍ଦା ମାଗିବା ଅଭିଯୋଗ : ୨ ଗିରଫ
ରାଉରକେଲା: ରାଉରକେଲା ପୁଲିସ ଜିଲ୍ଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଅଂଚଳରେ ପିଏଲଏଫଆଇ ମାନଙ୍କ ପ୍ରଭାବ ଦିନକୁ ଦିନ ବଢୁଥିବା ବେଳେ, ସେମାନଙ୍କ ନାମରେ ଜଣେ କ୍ରସର ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ରାଉରକେଲା ପୁଲିସ । ତେବେ ଝାଡ଼ଖଣ୍ଡ,…
ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ କାର୍ ଉପରେ ବୋମାମାଡ ଘଟଣା : ୩ ଅଭିଯୁକ୍ତ ଗିରଫ
ଧର୍ମଶାଳା: ଯାଜପୁର ଜିଲା ଧର୍ମଶାଳା ବ୍ଲକସ୍ଥିତ ଇମାମନଗର ଠାରେ ଗତ ମାସ ୨୭ ତାରିଖରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ କାର୍ ଉପରକୁ ବୋମାମାଡ କରି କିଛି ଦୁର୍ବୃତ ଫେରାର୍ ହୋଇଯାଇଥିଲେ । ଏହି ଘଟଣାରେ ସର୍ବେଶ୍ୱରଙ୍କ ସମେତ ତାଙ୍କର ୨ ସହଯୋଗୀ ସୁଶାନ୍ତ ବେହେରା ଓ ବଳରାମ ଦାସ…
ଜମାକାରୀଙ୍କ ଜମାଟଙ୍କା ଲୁଟ୍ ମାମଲା : ଅର୍ଥ ଲଗାଣକାରୀ ସଂସ୍ଥାର ଏମଡ଼ି ଓ ମ୍ୟାନେଜରଙ୍କୁ ୭ ବର୍ଷ ଜେଲ୍
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଜନାନା ହସ୍ପିଟାଲ ରୋଡ଼ରେ କୋଲକାତାର ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେ ନାମକ ଜଣେ ବ୍ୟକ୍ତି ରାମକୃଷ୍ଣ ଇଲେକ୍ଟ୍ରୋ କଂଟ୍ରୋଲ ଲିମିଟେଡ଼୍ ନାମରେ ଏକ ଅର୍ଥଲଗାଣକାରୀ ସଂସ୍ଥା ଖୋଲିଥିଲେ । ସଂସ୍ଥାରେ ଟଙ୍କା ଜମା କଲେ ଲୋକଙ୍କୁ ଅଧିକ ହାରରେ ସୁଧ ମିଳିବ ବୋଲି…
ଆସିକା ବ୍ଲକର ୫ ପଚାଂୟତରେ ଆଜି ଠାରୁ ୧୪୪
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଏବଂ କିଛି ଦିନର ବ୍ୟବଧାନ ପରେ ଆଜି ହଠାତ୍ ଜିଲ୍ଲାରୁ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସିକା…
ବାରିପଦା ମ୍ୟୁନିସିପାଲଟିର ୱେବସାଇଟ୍ ହ୍ୟାକ୍
ବାରିପଦା: ବାରିପଦା ମ୍ୟୁନିସିପାଲଟିର ୱେବସାଇଟ୍ ଗତକାଲି ଠାରୁ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ଏହା ତୁର୍କୀର ହ୍ୟାକର ମାନଙ୍କ ଦ୍ୱାରା ହ୍ୟାକ୍ ହୋଇଥିବା ଜଣାପଡିଛି । ତେବେ କେଉଁ ଉଦ୍ଦେଶ୍ୟରେ ଏହାକୁ ହ୍ୟାକ୍ କରାଯାଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।
ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନକୁ ବାରଣ ; ପ୍ରଶାସନ ପକ୍ଷରୁ ୧୪୪ ଜାରୀ
ଯାଜପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନକୁ ବାରଣ କରିଛନ୍ତି ଯାଜପୁର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର । ଆସନ୍ତାକାଲି ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବାବେଳେ ଦଶ୍ୱାସମେଧ ଘାଟରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ ରୋକ୍ ଲଗାଇଛି ଜିଲ୍ଲା…
ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା
-ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଶ୍ରୀ ଜନ୍ କେରି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି…
ଜଳ ସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
-ନିର୍ଦ୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ସ୍ଥାନୀୟ ରାଜୀବ ଭବନ ସ୍ଥିତ ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ବିଭିନ୍ନ ଶାଖାର କାର୍ଯ୍ୟ ଅଗ୍ରଗତି ନେଇ…
ମାଓକ୍ୟାମ୍ପ୍ ରୁ ଆସିଲା ଅପହୃତ ଯବାନଙ୍କ ଫଟୋ
-ମୁକ୍ତି ଦାବିରେ ରାଜପଥ ଅବରୋଧ କଲେ ଲୋକେ
-ନିଜ କବ୍ଜାରେ ଥିବା କହିଥିଲା ଲାଲବାହିନୀ
-ଛାଡ଼ିବାକୁ ମଧ୍ୟସ୍ଥ ପାଇଁ ଦେଇଥିଲା ପ୍ରସ୍ତାବ
ଭୁବନେଶ୍ୱର:ଛତିଶଗଡ଼ ବିଜାପୁର ମାଓ ହମ୍ଲାରେ ନିଖୋଜ ଥିବା କୋବ୍ରା କମାଣ୍ଡର ରାକେଶ୍ୱର ମାନହାସଙ୍କର ଫଟୋ ଭାଇରାଲ ହୋଇଛି । ମାଓବାଦୀମାନେ ତାଙ୍କୁ…
ଲୋକଙ୍କ ମୁହଁରେ ମାସ୍କ ଦେଖିବାକୁ ମିଳିଲା, ଅନେକ ମାନୁନାହାଁନ୍ତି
ରାଉରକେଲା: ରାଜ୍ୟରେ କରୋନାର ପ୍ରକୋପ ବଢିବା ଦେଖି ଗତକାଲି ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାକୁ ବିଭିନ୍ନ ପରାମର୍ଶ ଦେବାପରେ ଆଜି ରାଉରକେଲାରେ ଲୋକଙ୍କ ମୁହଁରେ ମାସ୍କ ଦେଖିବାକୁ ମିଳିଛି, କିନ୍ତୁ ଏହି ମାସ୍କ ନାକ ତଳେ ରହିଲା, ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ମାନେ ଆଜି ଅନେକ ଦିନ ପରେ…