ବାରିପଦା: ବାରିପଦା ମ୍ୟୁନିସିପାଲଟିର ୱେବସାଇଟ୍ ଗତକାଲି ଠାରୁ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ଏହା ତୁର୍କୀର ହ୍ୟାକର ମାନଙ୍କ ଦ୍ୱାରା ହ୍ୟାକ୍ ହୋଇଥିବା ଜଣାପଡିଛି । ତେବେ କେଉଁ ଉଦ୍ଦେଶ୍ୟରେ ଏହାକୁ ହ୍ୟାକ୍ କରାଯାଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।
Sign in
Sign in
Recover your password.
A password will be e-mailed to you.