Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଂରକ୍ଷଣ: ସବୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ : ଦେଶର ପଛୁଆବର୍ଗ ଓ ଗରିବଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଥିବା ୫୦% ସଂରକ୍ଷଣ ସୀମାର ପୁନଃ ତର୍ଜମା ହେବ । ଦୀର୍ଘ ୩ ଦଶନ୍ଧି ଧରି ସମଗ୍ର ଦେଶରେ ୫୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି । ହେଲେ ଏବେ ସଂରକ୍ଷଣ ବ୍ୟବସ୍ଥା ଏହା ଉପରକୁ ଯିବା ଦରକାର କି ନାହିଁ,…
କଡ଼ାକଡ଼ି ହେବ ସଡ଼କ ନିରାପତ୍ତା ନିୟମ
ଭୁବନେଶ୍ୱର: ରାସ୍ତାରେ ଦୁର୍ଘଟଣାରେ ଜନଜୀବନହାନୀ ରୋକିବା ନିମନ୍ତେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟର ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତି…
ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଅଧିନରେ ହୋଇଥିବା ଜେଇଇ ମେନ୍ ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଛି । jeemain.nta.nic.in ସାଇଟିରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ଦେଶରେ ମୋଟ ୬ ଲକ୍ଷ ୬୧ ହଜାର ୭୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା…
୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ତାରିଖ ରାତିରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସହ ରାତ୍ରିଯାପନ କରିବେ । ଏହାପରେ ପରଦିନ ଅର୍ଥାତ ୨୨ ତାରିଖରେ ସେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ
ଭୁବନେଶ୍ୱର: ରାଜ୍ୟବ୍ୟାପୀ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବ ଓଡ୍ରାଫ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫକୁ ନିୟୋଜନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ଜଙ୍ଗଲ ଓ…
ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିସନର
ଭୁବନେଶ୍ୱର:ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ । ତାଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ…
ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଇଁ ପ୍ରସ୍ତୁତି : ପୂର୍ବପୁରୁଷଙ୍କ ବଳିଦାନକୁ ଯୁବପିଢ଼ି ସ୍ମରଣ କରିବା ଆବଶ୍ୟକ:…
ଭୁବନେଶ୍ୱର: ଦେଶ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ । ଏଥିପାଇଁ ୭୫ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ପକ୍ଷରୁ ଏଥିପାଇଁ ଏକ ୨୫୯ ଜଣିଆ ଜାତୀୟ କମିଟି ଗଠନ କରାଯାଇଛି, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…
ମହାଦ୍ରୁମ ପାଲଟିଛି ମିଶନ ଶକ୍ତି
-ପ୍ରତିଟି ମା' ମଧ୍ୟରେ ରହିଛି ନେତୃତ୍ୱ ନେବାର ସାହସ ଓ ଦକ୍ଷତା
-ମିଶନ ଶକ୍ତି ହେବ ଏକ କୋଟି ମା’ମାନଙ୍କ ବିରାଟ ଆନ୍ଦୋଳନ
-୮୦ ଲକ୍ଷ ମହିଳାଙ୍କ ପାଇଁ ଆଶାର ବୃକ୍ଷ ପାଲଟିଛି ମିଶନ ଶକ୍ତି
-ମିଶନ ଶକ୍ତି ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିଛି
-ଯେଉଁ ଦେଶର ମା’ମାନେ ଯେତେ ଆଗୁଆ, ସେ ଦେଶ…
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ : ଆସିପାରେ କରୋନାର ତୃତୀୟ କିମ୍ବା ଚତୁର୍ଥ ଲହର
ନୂଆଦିଲ୍ଲୀ: କିଛିଦିନ ଧରି କରୋନା ସଂକ୍ରମଣ ହ୍ରାସ ପରେ ପୁଣି ଥରେ ସାରା ବିଶ୍ୱରେ ଏହାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଫଳରେ ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରୁ ଅଧିକ ହୋଇଯାଇଛି ।…
ମହିଳା ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ମହିଳାଙ୍କ ପାଇଁ ରାଜନୈତିକ ଓ ଅର୍ଥନୈତିକ ସ୍ୱତନ୍ତ୍ରତାକୁ ଫୋକସ୍
ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ପୂର୍ବରୁ ମିଶନ ଶକ୍ତିକୁ ନୂଆ ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାବିନେଟର ମୋହର ପରେ ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ହୋଇଛି । ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ…