Browsing Category

ରାଜ୍ୟ

ଇଟା ଗଦାରେ ଧକ୍କା ଦେଲା ସ୍କୁଟି : ଜଣେ ମୃତ, ୧ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ପାଣ୍ଡା ଛକ ନିକଟରେ ଜଣେ ସ୍କୁଟୀ ଆରୋହୀ ଭାରସାମ୍ୟ ହରାଇ ଏକ ଇଟା ଗଦାରେ ଧକ୍କା ଦେଇଛନ୍ତି । ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।

ଦୁଇଟି ବେଆଇନ କରତ କଳ ଉପରେ ଚଢ଼ଉ : ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଓ ଯନ୍ତ୍ରାଂଶ ଜବତ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ସେଠାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି । ବନ ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

ଗୋଟିଏ ଦିନରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୭୪୪ ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୭୪୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ…

କୋଭିଡ ଯୋଦ୍ଧା ସାମ୍ବାଦିକଙ୍କୁ ଟୀକା ପ୍ରଦାନ ପାଇଁ ଦାବି

ସାଲେପୁର: କରୋନା ମହାମାରୀକୁ ଭ୍ରୁକ୍ଷେପ ନକରି ସମ୍ମୁଖ ଭାଗରେ ରହି ଲଢେଇ କରୁଥିବା ସାମ୍ବାଦିକ ମାନଙ୍କୁ ସରକାର କେବଳ କରୋନା ଯୋଦ୍ଧା ଭାବେ ସ୍ୱୀକୃତି ଦେଇ ନିଜ ଦାୟୀତ୍ୱ ସାରିଦେଲେ ହେବନାହିଁ । ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ କୋଭିଡ ଟୀକା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ଷ୍ଟେଟ…

ଅଗ୍ନିଶମ ବାହିନୀର ଭ୍ୟାନ୍ ଓଲଟି ୪ ଆହତ

ମାଲକାନଗିରି: ରାଜ୍ୟ ପୋଲିସ ଡ଼ିଜି ଅଭୟଙ୍କ ଗସ୍ତ ନିମନ୍ତେ ନିର୍ମିତ ହେଲିପ୍ୟାଡର ସୁରକ୍ଷା ନିମନ୍ତେ ଖଇରପୁଟ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ଗତକାଲି ଅପରାହ୍ନରେ ମୁଦୁଲିପଡ଼ା ଅଭିମୁଖେ ବିଭାଗୀୟ ଭ୍ୟାନରେ ଯାଉଥିଲେ । ବଣ୍ଡା ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ଼୍ରାଇଭରଙ୍କ…

ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ଜଙ୍ଗଲରେ ନିଆଁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଘୁମୁସର ବନଖଣ୍ଡ ତଥା ଦକ୍ଷିଣ ଉତର ବନଖଣ୍ଡରେ ଆଜକୁ ପ୍ରାୟ ସପ୍ତାହେ ହେବ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳି ଚାଲିଛି ଜଙ୍ଗଲ, ଜଙ୍ଗଲରେ ଥିବା ବଡ଼ ବଡ଼ ଗଛରେ ନିଆଁ ଲାଗି ଏହା ଭୀଷଣ ରୂପ ଧାରଣ କରିଛି । ଫଳରେ ସୋରଡ଼ା, ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ…

ଶିମିଳିପାଳ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ୍ ହେଲେ ଜିଲ୍ଲା ଆରକ୍ଷୀ ବାହିନୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ଶିମିଳିପାଳ ଜୈବ ମଣ୍ଡଳ ସାଙ୍ଗକୁ ଜିଲ୍ଲାରେ ଥିବା ପ୍ରାୟତଃ ସମସ୍ତ ସଂରକ୍ଷିତ ଜଙ୍ଗଲ ଆଜକୁ ପ୍ରାୟ ୧୨ ଦିନରୁ ଅଧିକ ସମୟ ଧରି ହୁ ହୁ ହୋଇ ଜଳୁଛି । ତେବେ ପିସିସିଏଫ ଶଶୀ ପଲ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଯଜ୍ଞଦତ…

ଗୁଜରାଟର କେୱଡ଼ିଆଠାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ମିଳିତ କମାଣ୍ଡର୍ସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱଡ଼ିଆଠାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ମିଳିତ କମାଣ୍ଡର୍ସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ସମ୍ମିଳନୀର ଢାଞ୍ଚା ଏବଂ ଏଜେଣ୍ଡାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି…

ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ପ୍ରତିଯୋଗିତା

ଜୟପୁର: ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ୱାଇଆରସି ଓ ଏନଏସଏସ ଶାଖା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମହିଳା ଦିବସର ମହତ୍ୱ ଓ ପ୍ରାସଙ୍ଗିକତା ସମ୍ବନ୍ଧରେ ଛାତ୍ରୀ ମାନଙ୍କୁ ଅବଗତ କରାଇବା ନିମନ୍ତେ ବକ୍‌ୃତା, ଚିତ୍ରାଙ୍କନ ଓ…

ରାଜଧାନୀ ରାଜରାସ୍ତାରେ ଯୁବକଙ୍କୁ ହାଣିଲେ

- ଯୁବକ ମୃତ, ୨ ଭାଇ ଗିରଫ ଭୁବନେଶ୍ୱର: ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ୨ ଭାଇ । ଶନିବାର ଦିନ ନୟାପଲ୍ଲୀ ଭିଆଇପି ଏରିଆରେ ଏଭଳି ଘଟଣା ଘଟିଛି । ମୃତକ ଜଣକ ହେଲେ ଜଟିଆ ଦାସ । ଅପରପକ୍ଷରେ ପୋଲିସ୍ ସାଗର ଓ ସୁଧୀର ପୃଷ୍ଟି ନାମକ ୨ ଭାଇଙ୍କୁ ଗିରଫ…