କୋଭିଡ ଯୋଦ୍ଧା ସାମ୍ବାଦିକଙ୍କୁ ଟୀକା ପ୍ରଦାନ ପାଇଁ ଦାବି

157

ସାଲେପୁର: କରୋନା ମହାମାରୀକୁ ଭ୍ରୁକ୍ଷେପ ନକରି ସମ୍ମୁଖ ଭାଗରେ ରହି ଲଢେଇ କରୁଥିବା ସାମ୍ବାଦିକ ମାନଙ୍କୁ ସରକାର କେବଳ କରୋନା ଯୋଦ୍ଧା ଭାବେ ସ୍ୱୀକୃତି ଦେଇ ନିଜ ଦାୟୀତ୍ୱ ସାରିଦେଲେ ହେବନାହିଁ । ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ କୋଭିଡ ଟୀକା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ କଟକ ଜିଲ୍ଲା ପକ୍ଷରୁ ଦୃଢ ଦାବୀ  ହୋଇଛି ।

କଟକ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ମାଗଣାରେ ଏହି କୋଭିଡ ଟୀକା ପ୍ରଦାନ ନିମନ୍ତେ ଜିଲ୍ଲା ଏସୟୁଜେ ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି, ଉପସଭାପତି ରମେଶ ପ୍ରଧାନ,ରଘୁନାଥ ଆଚାର୍ଯ୍ୟ,  ଯୁଧିଷ୍ଠିର କୁଣ୍ଡୁ, ଦେବଦତ୍ତ ମଳୟ କୁମାର ବରାଳ,ଅଭୟ ଜେନା, ରତ୍ନାକର ବାରିକ,ତାରାକାନ୍ତ ନାୟକ ଅରବିନ୍ଦ ଭୂୟାଁ,ଶିଶିର ଦାଶ  ,ସନ୍ତୋଷ ବାରିକ, ସୁବାଶିଷ ବସନ୍ତରାୟ, ବିଜୟ ଜେନା, ସୁରେଶ ବଳ,ଗୌର ଚନ୍ଦ୍ର ସାହୁ,ବିବେକାନନ୍ଦ ଦାସ, ଶଶୀଭୁଷଣ ଷଢଙ୍ଗୀ,ପ୍ରଦୀପ୍ତ ମିଶ୍ର, ବିଭୁତି ଖଟୁଆ, ଧନେଶ୍ୱର ସେଠୀ, ବସନ୍ତ ସାମଲ,ରଶ୍ମି ରଞ୍ଜନ ମହାନ୍ତି, ଅଚ୍ୟୁତାନନ୍ଦ ନାୟକ, ଅରୁଣ ଲେଙ୍କା, ତୁଷାରଜ୍ୟୋତି ନାୟକ,ଅକ୍ଷୟ ଦାଶ, ମୀନକେତନ ଦାଶ, ସ୍ବଦେଶ ରଞ୍ଜନ, ପ୍ରକାଶ ରାଉଳ, ରମେଶ ଜେନା  ଦିବାକର ରାଉତ,ଦୀପକ ଷଡ଼ଙ୍ଗୀ, ନାରାୟଣ ଭୂୟାଁ,  ମହେଶ୍ୱର ବେହେରା, ହରିହର ସାହୁ, ଯଯାତି ସିଂ,ରଞ୍ଜନ ବାରିକ, ଅଭିମନ୍ୟୁ ନାୟକ, ସଂଯୁକ୍ତା ସାହୁ, ପ୍ରମୁଖ ବହୁ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ।

Leave A Reply

Your email address will not be published.