Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ଠାରୁ ସକାଳୁଆ ସ୍କୁଲ
ଭୁବନେଶ୍ୱର: ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ । ଏନେଇ ସବୁ ଡିଇଓମାନଙ୍କୁ …
ଆଜି ଠାରୁ ଅନଲାଇନ୍ ରେ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା
ଭୁବନେଶ୍ୱର: ଆଜି ଠାରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ ସ୍ନାତକ ଓ ସ୍ନାତକୋତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୧ ଜାନୁଆରି ୧୧ ତାରିଖ ଠାରୁ ଅଫ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହୋଇଯାଇଛି । ସେହିପରି ୨୦୨୧ ଫେବ୍ରୁଆରି ୧୦…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭା ଡିସପେନସାରିରେ କୋଭିଡ -୧୯ ଟିକା ନେଇଛନ୍ତି
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ। ସେଠାରେ ସେ ଦିନ ୧୧ଟା ବେଳେ…
ଆଜିଠୁ ବୟସ୍କଙ୍କୁ ଟିକାକରଣ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକାକରଣ । ଉଭୟ ସରକାରୀ ଓ ସରକାରୀ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ଏହି ଟିକାକରଣ କରାଯିବ । ଏଥିପାଇଁ ୬୦ବର୍ଷରୁ ବୟସ୍କ ଏବଂ ବହୁରୋଗରେ ପୀଡିତ ଥିବା ୪୫ ବର୍ଷରୁ…
କ୍ଷେତ ନିକଟରୁ କଟା ଗୋଡ଼ ଉଦ୍ଧାର
ବାଲେଶ୍ୱର: କ୍ଷେତ ନିକଟରୁ ଦୁଇଟି କଟା ଗୋଡ଼ ଉଦ୍ଧାର ହୋଇଛି । ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ଜମାଲପୁର ନିକଟ କ୍ଷେତ ପାଖରୁ ଏହି କଟା ଗୋଡ଼ ଉଦ୍ଧାର ହୋଇଛି । ଚାଷ କାମ କରିବାକୁ ଯାଉଥିବା ବେଳେ ସେଠାରେ କଟା ଗୋଡ଼ ଦେଖି ଭୟଭିତ ହୋଇପଡିବା ସହ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ…
ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ : ଅଭିଯୁକ୍ତ ୱାର୍ଡ଼ର ନିଲମ୍ବିତ
ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲ୍ ରେ ଦୁଇ ସହକର୍ମୀଙ୍କୁ ୱାର୍ଡ଼ରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡ଼ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ଅଭିଯୁକ୍ତ ୱାର୍ଡ଼ର ଅଶୋକ ଥାର୍ଟିଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜେଲ୍ ଅଧିକ୍ଷକ ।
ଗତକାଲି ସେ…
ବୁଲେଟ୍ ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ ଗିରଫ
ରାଉରକେଲା: ବୁଲେଟ୍ ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ କୁ ଗିରଫ କରିବାରେ ସଫଳ ହୋଇଛି ରାଉରକେଲା ସେକ୍ଟର-୭ ଥାନା ପୋଲିସ । ତା’ ନିକଟରୁ ୧୨ ଟି ମୋବାଇଲ୍ ଓ ଚୋରି ସୁନାଗହଣା ଜବତ ହୋଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୬,୭୫୨ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୬,୭୫୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୧୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦,୯୬,୭୩୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ସାତକୋଶିଆ ଇକୋ ରିଟ୍ରିଟରେ ନିଆଁ, ତିନୋଟି ଟେଂଟ ଜଳିଗଲା, ଅଳ୍ପକେ ବର୍ତିଲେ ପର୍ଯ୍ୟଟକ
ଭୁବନେଶ୍ୱର: କଟକ ଜିଲ୍ଲା ସାତକୋଶିଆ ଠାରେ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ କରା ଯାଇଥିବା ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି । ଆଜି ସକାଳ ଭୋର ପାଂଚଟା ବେଳେ ଜିଲିଣ୍ଡା ରେଂଜରେ ଅଗ୍ନିକାଣ୍ଡ ଘଟି ତିନୋଟି ଟେଂଟ ଜଳି ଯାଇଥିବା ଜଣା ପଡିଛି । ଏହି…
ପାଖେଇ ଆସିଲା ପଞ୍ଚାୟତ ନିର୍ବାଚନ, ସବୁ ଦଳ ଫୋକସ ରେ ଚିତ୍ରକୋଣ୍ଡା
ମାଲକାନଗିରି: ପଞ୍ଚାୟତ ନିର୍ବାଚନ ପାଖେଇ ଆସିଲାଣି। ବିଭିନ୍ନ ରାଜନୈତିକ ଦଳଗୁଡିକ ଏବେ ଗଡ ସଜାଡିବା ଆରମ୍ଭ କଲେଣି। କିନ୍ତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ୨ 0୧ ୭ ମସିହା ରେ ପଞ୍ଚାୟତ ନିର୍ବାଚନ ହୋଇପାରିଲା ନାହିଁ। ମାଓବାଦୀ ଙ୍କ ଆଗରେ ସରକାର ଏକ ପ୍ରକାର ହାର…