Browsing Category

ରାଜ୍ୟ

ଗୃହସ୍ଥ ଜ୍ଞାନ ଏବଂ ଯୋଗ-ଆୟୁର୍ବେଦ କରୋନା ମୁକାବିଲାରେ ବଡ଼ ଭୂମିକା ନିର୍ବାହ କରିଥିଲା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶ୍ରୀରାମଚନ୍ଦ୍ର ମିଶନର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସୁସ୍ଥତା, ନିରାମୟତା, ଆଧ୍ୟାତ୍ମିକତାର ଯଥାର୍ଥ ଭାବନା ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି । ଯୋଗକୁ…

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସିଓପି୨୬ ଅଧ୍ୟକ୍ଷ ଆଲୋକ ଶର୍ମା ଏମପି

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ଆଲୋକ ଶର୍ମା ଏମପି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।  ସିଓପି୨୬ ହେଉଛି ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ବ୍ୟବସ୍ଥା ସମ୍ମିଳନୀର ନିର୍ଣ୍ଣୟକାରୀ ସଂସ୍ଥା । ଏହାର ୨୬ତମ…

ଜନନାୟକ ଓ ଯୋଦ୍ଧାମାନଙ୍କୁ ଇତିହାସ ସମ୍ମାନ ଦେଇ ନ ଥିବାରୁ ଆମେ ଭ୍ରମ ସଂଶୋଧାନ କରୁଛୁ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା  ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ଇତିହାସର ବୀର ଏବଂ ବୀରାଙ୍ଗନାମାନଙ୍କୁ ମନେ ପକାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଉତ୍ତର ପ୍ରଦେଶର…

ଆସନ୍ତା ୧୯ ରେ ମାଘ ସପ୍ତମୀ : ୧୮ ତାରିଖ ଦିନ ୧୧ଟାରୁ ୧୯ ତାରିଖ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ୧୪୪,…

ପୁରୀ:  ଆସନ୍ତା ୧୯ ରେ ମାଘ ସପ୍ତମୀ । ଚନ୍ଦ୍ରଭାଗା ବୁଡ଼ । ଏନେଇ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରୀ କରାଯାଇଛି । ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ଏନେଇ ୧୮ ତାରିଖ ଦିନ ୧୧ଟା ଠାରୁ ୧୯…

ଏଣିକି ପ୍ରବଚନ ଦେଇପାରିବେ ବାବା ସାରଥୀ

କଟକ:  ଜିଲ୍ଲା ବାରିମୂଳ ଆଶ୍ରମର ପ୍ରତିଷ୍ଠାତା ତଥା ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ କୁମାର ରାଉଳ ଏଣିକି ପ୍ରବଚନ ଦେଇପାରିବେ । ଏନେଇ ତାଙ୍କୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସର୍ବାଧିକ ୨୦୦ ଲୋକଙ୍କୁ ସେ ଏକାଠି ପ୍ରବଚନ ଦେଇପାରିବେ । କୋଭିଡ଼୍ କଟକକଣାକୁ ଅନୁପାଳନ କରି ସେ…

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ

-ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ -୨୦ ବର୍ଷ ତଳେ ରାଜ୍ୟର ଯୋଜନା ବଜେଟ ୨୮୦୦ କୋଟି ଥିବାବେଳେ ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ୫୦୦୦ ହଜାର କୋଟି ଟଙ୍କାର ପ୍ରକଳ୍ପ -ହୋ ଓ ମୁଣ୍ଡାରି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ କରିବା…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୧୨୧ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୯,୧୨୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୮୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୨୫,୭୧୦ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ମିଳିମିଳାରେ ୧୦ ଜଣ ଆକ୍ରାନ୍ତ ଗାଁରେ ଚାଲିଛି ଝାଡଫୁଙ୍କା ସ୍ବାସ୍ଥ୍ଯ ବିଭାଗ ପାଖରେ ଖବର ନାହିଁ

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ସରକାର ରୋଗୀଙ୍କ ପାଇଁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଅନେକ ସୁବିଧା କରି କୋଟିକୋଟି ଟଙ୍କା ଖର୍ଚ୍ଚକରି ଆସୁଥିବାବେଳେ ଗାଁରେ ପହଁଞ୍ଚି ପାରୁନି ଉଚିତ ସ୍ବାସ୍ଥ୍ଯ ସେବା । ଯାହା ଫଳରେ ଅନ୍ଧବିଶ୍ୱାସକୁ ଆପଣେଇ ନିରୀହ ଆଦିବାସୀ ମାନେ…

୪ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛିଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,…

ଏଷ୍ଟ୍ରା ମାର୍କ-୨ ମିସାଇଲର ପରୀକ୍ଷଣ ସଫଳ: ୧୬୦ କିମି ଦୂରରୁ ଶତ୍ରୁକୁ କରିବ ନିପାତ

ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ଆକାଶରୁ ଆକାଶରେ ୧୬୦ କିଲୋମିଟର ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିବାକୁ କ୍ଷମତା ରଖୁଥିବା ଏଷ୍ଟ୍ରା ମିସାଇଲର ପରୀକ୍ଷଣ ଆରମ୍ଭ କରିବ । ଏହି ପରୀକ୍ଷଣ ସହିତ ଭାରତ ପାକିସ୍ତାନ ସହ ଚୀନଠୁ ମଧ୍ୟ ଏହି ମାମଲାରେ ଆଗେଇ ଯିବ । ଏଷ୍ଟ୍ରା ମାର୍କ-୨ ମିସାଇଲ ଆକାଶରେ…