Browsing Category

ରାଜ୍ୟ

କେମିତି ଝଲସିବ ଶ୍ରୀକ୍ଷେତ୍ର: ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ

ପୁରୀ: ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବକୁ ଚୂଡ଼ାନ୍ତ କଲା ଶ୍ରୀମନ୍ଦିର ପରିଚାଳନା କମିଟି । କେତେକ ସଂଶୋଧନ ସହ ଏହି ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର କହିଛନ୍ତି । ଆଜି ପରିଚାଳନା କମିଟି ବୈଠକ ପରେ ସେ କହିଛନ୍ତି ଯେ…

ଗଜପତି ସଡ଼କ ଦୁର୍ଘଟଣା ମୁଖ୍ୟମନ୍ତ୍ରୀଙ୍କ ଶୋକ: ଦୁଇ ଲଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର: ଗଜପତି ଜିଲ୍ଲାର ଆର୍ ଉଦୟଗିରି ଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିକଟତମ…

ମନ୍ଥର ଗତିରେ ଚାଲିଛି ସ୍ୱାଭିମାନ ଅଞ୍ଚଳରେ ବିକାଶ କାମ: ୧୬୫ କୋଟି ୨୮ ଲକ୍ଷ ଅନୁଦାନରୁ ଖର୍ଚ୍ଚ ହୋଇଛି ୧୨ କୋଟି ୧୬…

ମାଲକାନଗିରି:  ରାଜ୍ୟର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳ  ବିଛିନ୍ନାଞ୍ଚଳ ଭାବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ୯ଟି ପଞ୍ଚାୟତକୁ ବୁଝାଉଛି। ଏହି ପଞ୍ଚାୟତଗୁଡିକ ହେଲା ବଡପଡା, ଯନ୍ତାପାଇ, ଧୂଳିପୁଟ, ଯନ୍ତ୍ରୀ, ରାଲଗେଡା, ପଣସପୁଟ, ଯଡାମ୍ବ, ପେପରମେଟଲା ଏବଂ ଗାଜଲମାମୁଡି…

ଟ୍ରକ୍ ଓଲଟି ଦୁଇ ମୃତ, ୨୦ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍‌. ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକରେ ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଟ୍ରକ୍ ଟି ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମୃତାହତ ମାନେ ତୁମୁନ…

ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ : ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ

ବାରିପଦା: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ମଦ୍ୟପ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ । ସୂଚନା ଅନୁଯାୟୀ, ସୋମବାର ରାତିରେ କୌଣସି…

ସର୍ବ ବୃହତ ହକି ଷ୍ଟାଡ଼ିୟମ୍ ସମେତ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ…

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ପହଂଚି ସର୍ବ ବୃହତ ହକି ଷ୍ଟାଡ଼ିୟମ୍ ସମେତ ୪୯୧୫ କୋଟି ଟଙ୍କାର ଶତାଧିକ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ହେଲିପ୍ୟାଡରେ ଅବତରଣ କରିବା ପରେ କାରକେଡ୍ ରେ…

ପୋଲେରୁ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ପଞ୍ଚାୟତର ଓଡିଶା ଓ ଆନ୍ଧ୍ର ସୀମାନ୍ତ ପୋଲେରୁ ଠାରେ ସିଲେରୁ ନଦୀ ଉପରେ ଓଡିଶା ସରକାରଙ୍କ ତରଫରୁ ୮ କୋଟି ୫0 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବ୍ରିଜ ନିମନ୍ତେ ଜିଲ୍ଲାପାଳ ଡ଼ ୟଦୁଲା ବିଜୟ ଭିତ୍ତି ପ୍ରସ୍ଥର…

ରଥକାଠ ଅନୁକୂଳ

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ରେ ଆଜି ରଥକାଠ ପୂଜାର୍ଚ୍ଚନା ସହ ଅନୁକୂଳ କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ତିନୋଟି ବାର ଫୁଟିଆ ଧଉରା କାଠ ରଖା ଯାଇଛି । ଗଜପତି ଙ୍କ ରାଜଗୁରୁ, ବ୍ରାହ୍ମଣ ମାନେ ଫୁଲ, ଚନ୍ଦନ, ଧୂପ, ଦୀପ, ପଞ୍ଚ।ମ୍ବୃତ, ଘୃତ, ମହାପ୍ରସାଦ ସହ ମନ୍ତ୍ର ଉଚ୍ଚାରଣ…

ନେତାଜୀ ବସ୍ ଟର୍ମିନାଲକୁ ଗ୍ରୀନ୍ ସିଗ୍ ନାଲ

କଟକ: କଟକ ନେତାଜୀ ବସ୍ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ । ଖାନନଗରରେ ବସ୍ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ ହୋଇଛି । ଏହା ରାଜ୍ୟ ସରକାରଙ୍କ ପଲିସ ନିଷ୍ପତ୍ତି । ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ଅନ୍ତରୀଣ ସ୍ଥିତାବସ୍ଥାକୁ…

ଫୋକସ୍ ରେ ପଶ୍ଚିମ ଓଡ଼ିଶା: ୨୦୦ କୋଟିକୁ ବୃଦ୍ଧି ହେଲା ଡବ୍ଲୁଓଡିସି ଅନୁଦାନ

-ସୁନ୍ଦରଗଡ଼ବାସୀଙ୍କୁ ୬ହଜାର କୋଟିର ଭେଟି ଦେବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇଗୁଣ କରିବା ପାଇଁ…