Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆନ୍ଧ୍ର ଷଡଯନ୍ତ୍ର ବିଫଳ: ପ୍ରଲୋଭନରେ ଫସିଲେନି ଗଜପତିବାସୀ
ପାରଳାଖେମୁଣ୍ଡି: ଓଡିଶାର ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ଜବରଦସ୍ତ ଅନାଧିକାର ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚିଥିଲା ତାହା ଶେଷରେ ଫସର ଫାଟିଲା । ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିଲା । ଗଜପତି ଜିଲ୍ଲାପାଳ ଅନୁପମ…
ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ଅଧିବେଶନ: ମାର୍ଚ୍ଚ ୮ରୁ ଦ୍ୱିତୀୟ ପର୍ଯ୍ୟାୟ
ନୂଆଦିଲ୍ଲୀ: ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶନିବାର ଶେଷ ହୋଇଛି । ଏଣୁ ବାଚସ୍ପତି ଓମ ବିର୍ଲା ଗୃହକୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହେବ । ସଂସଦର ବଜେଟ୍ ଅଧିବେଶନ ଦୁଇଟି…
୨୦୨୦ରେ ଆସିଛି ୯୬୫ ଭୂକମ୍ପ
ନୂଆଦିଲ୍ଲୀ: ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଭୂକମ୍ପ ହେଉଛି ଅନ୍ୟତମ । ଏହାର ତୀବ୍ରତା ଯେତେ ଅଧିକ ହୁଏ କ୍ଷୟକ୍ଷତି ପରିମାଣ ସେତିକି ବଢ଼ିଥାଏ । ତେବେ ସବୁବେଳେ ସମାନ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇନଥାଏ । କେତେବେଳେ ଏହାର ତୀବ୍ରତା କମ୍ ଥାଏ ତ ଆଉ କେତେବେଳେ ଅଧିକ ରହିଥାଏ ।…
ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠ
ଭୁନବେଶ୍ୱର: ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା । ଆସନ୍ତାବର୍ଷ ଶିକ୍ଷା ବର୍ଷରୁ ପ୍ରଥମ ଶ୍ରେଣୀ ପିଲା ପଢିବେ ଇଂରାଜୀ ପାଠ । ଏହି ନୂଆ ବ୍ୟବସ୍ଥା ୩୦ ଜିଲ୍ଲାର ୧୦୧ଟି ସ୍କୁଲରେ ପ୍ରଚଳନ ହେବ । ରାଜ୍ୟରେ ଚିହ୍ନଟ ସରକାରୀ ସ୍କୁଲ୍ ଅଫ ଏକ୍ସିଲେନ୍ସରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ । ଏ…
ଏନ୍ଏମ୍ଏ ଚିଠା ଅଧିନିୟମକୁ ନେଇ ତେଜିଲା ବିବାଦ: ଦିଲ୍ଲୀ ଦରବାରରେ ଲଢ଼େଇ
ଭୁବନେଶ୍ୱର: ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନ୍ଏମ୍ଏର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି ଦିନକୁ ଦିନ ତେଜିବାରେ ଲାଗିଛି । ଏହି ଅଧିନିୟମକୁ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ପ୍ରତିନିଧିଦଳ ।…
୩ ଆନ୍ତଃରାଜ୍ୟ ବେପାରୀ ଗିରଫ, ହନୁମାନ ପଇସା,ହରିଣ ଛାଲଓ ବନ୍ଧୁକ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ଭା ମୁଦ୍ରା ,ହରିଣ ଛାଲ ,ଏକ ବନ୍ଧୁକ,ସହ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଚିତ୍ରକୋଣ୍ଡା ପୋଲିସ ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା…
ସାମ୍ବାଦିକଙ୍କୁ ମାଓବାଦୀଙ୍କ ଟାର୍ଗେଟ, ବିଭିନ୍ନ ମହଲରେ ନିନ୍ଦା
ମାଲକାନଗିରି: ମାଓବାଦୀ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛନ୍ତି । ବର୍ତ୍ତମାନ ମାଓ ସଂଗଠନ ପୋଲିସକୁ ଛାଡି ଏବେ ସାମ୍ବାଦିକ ଓ ସମାଜସେବୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଗତକାଲି ପ୍ରେସ ବିଜ୍ଞପ୍ତିରେ ସିଧାସଳଖ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୧୯୪ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୧୯୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୯୨ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୦୪,୯୪୦ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ପୁଲୱାମା ଆକ୍ରମଣକୁ ୨ ବର୍ଷ
ନୂଆଦିଲ୍ଲୀ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨ ବର୍ଷ ପୁରିଛି। ପାକିସ୍ତାନୀ ଆତଙ୍କବାଦୀ ପକ୍ଷରୁ କରାଯାଇଥିବା ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ ।
ଆଜି ଲୁଲୁ ମହାପାତ୍ରଙ୍କ ୫୬ତମ ଜୟନ୍ତୀରେ ରାଜ୍ୟସ୍ତରୀୟ ମେଗା ରକ୍ତଦାନ ଶିବିର
ଭୁବନେଶ୍ୱର: ଆସନ୍ତାକାଲି (ରବିବାର)ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ୫୬ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର୍ସରେ ଏକ ରାଜ୍ୟସ୍ତରୀୟ ମେଗା ରକ୍ତଦାନ ଶିବିର ଆୟୋଜିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ…