Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୮ ଦିନରେ ଭାରତ କୋଭିଡ-୧୯ ବିରୋଧରେ ପ୍ରାୟ ୮୦ ଲକ୍ଷ ହିତାଧିକାରୀଙ୍କର ଟିକାକରଣ କରିଛି
-୮ଟି ରାଜ୍ୟ ୪ଲକ୍ଷରୁ ଅଧିକ ଲେଖାଏଁ ହିତାଧିକାରୀଙ୍କର ଟିକାକରଣ କରାଇଛନ୍ତି
ନୂଆଦିଲ୍ଲୀ: କୋଭିଡ-୧୯ ବିରୋଧରେ ଲଢ଼େଇ ସ୍ୱରୂପ ଭାରତ ପାଖାପାଖି ୮୦ ଲକ୍ଷ ହିତାଧିକାରୀଙ୍କର ଟିକାକରଣ କରାଇଛି ।
୨୦୨୧ ଫେବ୍ରୁଆରୀ ୧୩ ସୁଦ୍ଧା, ସକାଳ ୮ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କୋଭିଡ-ଫ୧୯ ଟିକାକରଣ…
ଆଜି ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ
-ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧.୧୫ ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ…
ଭୁବନେଶ୍ୱର ରନ୍ୱେ ୱିକ୍ ଏବଂ କର୍ପୋରେଟ୍ ଆଇକନ୍ ଆୱାର୍ଡ଼
ଭୁବନେଶ୍ୱର - ପର୍ବପର୍ବାଣୀ ହେଉ କିମ୍ବା କୌଣସି ଉତ୍ସବ ସବୁ ସମୟରେ ଆକର୍ଷଣ ଦେଖାଯିବା ପାଇଁ ସମସ୍ତେ ରହିଥାଆନ୍ତି ଚିନ୍ତାରେ । ନୂଆ ଡ଼ିଜାଇନ୍ର ପୋଷାକ ସହ ନ୍ୟୁ ଲୁକ୍ରେ ନିଜକୁ ପରଷି ଦେବାପାଇଁ ଲୋକଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା । ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି…
ସଡ଼କ ସୁରକ୍ଷା ସଚେତନତା ଅଭିଯାନ
ମାଲକାନଗିରି: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି ସଡକ ସୁରକ୍ଷା ସଚେତନତା ସୃଷ୍ଟି ଅଭିଯାନ । ଆଜିର କାର୍ଯ୍ୟକ୍ରମ ରେ ଓର୍କେଲ ଥାନାଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ,କୁଡୁମୁଲୁଗୁମ୍ମା ଫାଣ୍ଡି …
ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ବିଜେପିର ଚକାଜାମ ଆନ୍ଦୋଳନ, ଶହ ଶହ ଯାନବାହନ ଅଟକିଲା
ବୌଦ୍ଧ: ଚାଷୀମାନଙ୍କ ସମସ୍ୟା ଏବଂ ଧାନର ଅଭାବୀ ବିକ୍ରୀ କୁ ନେଇ ବିଜେପି ପକ୍ଷରୁ ଆଜି ଚକାଜାମ ଆନ୍ଦୋଳନ କରାଯାଇଛି । ଚାଷୀମାନଙ୍କ ସମସ୍ୟା ସମାଧାନ କରାନଯିବା ଏବଂ ପଶ୍ଚିମ ଓଡିଶାରେ ସରକାର ଚାଷୀଙ୍କ ଧାନ ଉଠାଉନଥିବାରୁ ସର୍ବତ୍ର ଧାନର ଅଭାବୀ ବିକ୍ରୀ ଦେଖାଦେଇଛି ଏହା ସହିତ ଅନ୍ୟାନ୍ୟ…
କୁଲାଡ଼ି ଗ୍ରାମରେ ପହଂଚିଲେ ପ୍ରଶାସନିକ ଅଧିକାରୀ
ଗଞ୍ଜାମ: ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକ୍ ଅନ୍ତର୍ଗତ କୁଲାଡ଼ି ଗ୍ରାମରେ ପହଂଚିଛନ୍ତି ପ୍ରଶାସନିକ ଅଧିକାରୀ । ବ୍ରହ୍ମପୁର ଉପଜିଲ୍ଲାପାଳ ଓ ପାତ୍ରପୁର ବିଡ଼ିଓ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଗାଁ ଲୋକଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝୁଛନ୍ତି ।
ଏଠାରେ…
ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ-ଚଉଦକୁଲାଟ ରାସ୍ତାର ପଳିସିଂହା ଛକ ନିକଟରେ ଆଜି ଭୋରରୁ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଦାଣ୍ଡିସାହି ଅଞ୍ଚଳର ସୃତିରଞ୍ଜନ ସ୍ବାଇଁ ବୟସ (୨୮) ବୋଲି ଜଣାପଡ଼ିଛି ।…
ପାଠକ ବାପପୁଅ ପୁଣି ଝାରପଡ଼ା ଜେଲ୍ କୁ ଫେରିଲେ
ଗଞ୍ଜାମ: ବରିଷ୍ଠ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଗୋଳନ୍ଥରା ଥାନା ପୋଲିସ ପଚରା ଉଚୁରା ପରେ ଆଜି ପୂର୍ବାହ୍ନରେ ବ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟରେ ହାଜର କରିଥିଲା । ପରେ ସେଠାରୁ ତାଙ୍କୁ ପୁଣି ଥରେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍ କୁ…
ବନ୍ଦ ହେବାକୁ ବସିଲାଣି କମାରଶାଳ, ଜୀବିକା ହରାଇଲେଣି କମାର ପରିବାର
ବୈପାରିଗୁଡା: କଥାରେ ଅଛି ବୃତ୍ତି ମୋର ପୋଷେ କୁଟୁମ୍ୱ । ମାତ୍ର ଯଦି ବୃତ୍ତି ପ୍ରଭାବିତ ହୁଏ ତେବେ ତେଲଲୁଣ ସଂସାର ସହ କୁଟୁମ୍ବ ସମ୍ଭାଳିବା ବୋଝ ଭଳି ମନେହୁଏ । ଯୁଗ ବଦଳୁଛି ଆଉ ଏହା ସହିତ ବଦଳିବାରେ ଲାଗିଛି କିଛି ପାରମ୍ପରିକ ଜୀବିକା । ଯାହାଫଳରେ କି ଆଜି ଅନେକ କୌଳିକ ବୃତ୍ତି ଲୋପ…
ସ୍ୱର୍ଣ୍ଣ ଓ ରୈାପ୍ୟ ପଦକ ବିଜେତା ଧୀରେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା
ଜଗତସିଂହପୁର: ନିକଟରେ ଗୁଜୁରାଟ ରାଜ୍ୟ ସୁରଟର ଜୟ ଜଗନ୍ନାଥ ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଗୀତା ପ୍ରଚାର ମଣ୍ଡଳୀ ଆନୁକୂଲ୍ୟରେ ଅନଲାଇନ୍ ରାଷ୍ଟ୍ରୀୟ ଶ୍ରୀମଦ୍ ଭଗବତ ଗୀତା ପ୍ରଶ୍ନ ଏବଂ ଗୀତା କଣ୍ଠପାଠ ସ୍ପର୍ଦ୍ଧା ଅନୁଷ୍ଠିତ ହୋଇଥିଲା ଏଥିରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡକୁଜଙ୍ଗ ଗ୍ରାମ…