Browsing Category

ରାଜ୍ୟ

ଚମୋଲୀ ବିପର୍ଯ୍ୟୟରେ ଉଦ୍ଧାର କାର୍ଯ୍ୟ ପାଇଁ ନିଜର ମ୍ୟାଚ୍ ଫି’ ଦେବେ କ୍ରିକେଟର ଋଷଭ ପନ୍ତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲୀରେ ଗ୍ଲାସିୟର ଫାଟିବା ଘଟଣା ନେଇ ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି ଋଷଭ ପନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ନିଜର ମ୍ଯାଚ ଫି ଦେବେ ବୋଲି ଘୋଷଣା କରିଛନ୍ତି । ପନ୍ତ ଟୁଇଟରରେ ଲେଖିଛନ୍ତି ଯେ, ଉତ୍ତରାଖଣ୍ଡରେ ଲୋକଙ୍କ ମୃତ୍ୟୁ ନେଇ ଗଭୀର ଆଘାତ…

ଆସାମରେ ୧.୨୫ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ଉପକୃତ ହେଉଛନ୍ତି : ପ୍ରଧାନମନ୍ତ୍ରୀ

ଗୌହାଟୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ସୋନିଟପୁରର ଢେକିଆଜୁଲିରେ ଥିବା ଦୁଇଟି ଡାକ୍ତରଖାନାର ଶିଳାନ୍ୟାସ ସହିତ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡକ ଯୋଜନା ‘ଆସୋମ ମାଳା' ନାମକ ଏକ କାର୍ୟ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ…

ହାଇୱା ପଛରେ ଧକ୍କା ଦେଲା ସ୍କୁଟି : ମହିଳା ମୃତ, ଜଣେ ଗୁରୁତର

ଭଦ୍ରକ: ଚାନ୍ଦବାଲି ରାଜ୍ୟ ରାଜପଥର ସରକାର ନଗର ନିକଟରେ ଏକ ହାଇୱା ପଛରେ ସ୍କୁଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି ।  ମୃତ ମହିଳାଙ୍କ ଘର ଭଦ୍ରକ ବାସୁଦେବପୁର ଅଂଚଳରେ ବୋଲି ଜଣାପଡିଛି । ଆଜି…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ପଡ଼ୋଶୀଙ୍କ ଆକ୍ରମଣରେ ଯୁବକ ମୃତ

ଧର୍ମଗଡ଼: ସାମାନ୍ୟ ବଚସାକୁ କେନ୍ଦ୍ର କରି ଘଟିଯାଇଛି ହତ୍ୟାକାଣ୍ଡ । ପଡ଼ୋଶୀ ଘର ଲୋକଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି । ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଖଇରପଦର ପଚାଂୟତ ଅନ୍ତର୍ଗତ ଖଇରପଦର ଗାଁରେ ଘଟିଯାଇଛି ଏଭଳି ଏକ ନୃସଂଶ ହତ୍ୟାକାଣ୍ଡ । ଖବର ପାଇ ଧର୍ମଗଡ଼ ଥାନା ପୋଲିସ…

ଗଣଶିକ୍ଷା ମନ୍ତ୍ରୀଙ୍କ ୟୁନିଭରସିଟି ହାଇସ୍କୁଲକୁ ଅଚାନକ ଗସ୍ତ

ଭୁବନେଶ୍ୱର:  ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ରବିବାର ଦିନ ବାଣୀବିହାର ସ୍ଥିତ ୟୁନିଭରସିଟି ହାଇସ୍କୁଲକୁ ଅଚାନକ ଗସ୍ତ କରିଥିଲେ । ରବିବାର କିପରି ପାଠପଢା ଚାଲିଛି ମନ୍ତ୍ରୀ ତାର ଅନୁଧ୍ୟାନ କରିଥିଲେ । ରବିବାର ସତ୍ୱେ ଉପସ୍ଥାନ ୫୦ ପ୍ରତିଶତରୁ ଅଧିକ ରହୁଥିବାରୁ…

ଏନ୍‌ଏମ୍‌ଏ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି

- ଡ୍ରାଫ୍ଟ  ବାଇ-ଲ’ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ ଭୁବନେଶ୍ୱର: ଶ୍ରୀଜୀଉ, ସେବାୟତ ଏବଂ ଭକ୍ତମାନଙ୍କର ସ୍ୱାର୍ଥରକ୍ଷା ପ୍ରତି ଦୃଷ୍ଟି ଦେଇ ଡ୍ରାଫ୍ଟ ୍ ବାଇ-ଲ’ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରିନେବା ଲାଗି ଅନୁରୋଧ କରି ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍…

ବିଲଡ଼ରଙ୍କ ଦଖଲରେ ଠାକୁରଙ୍କ ଜମ

ପିପିଲି: ପିପିଲି ଅଂଚଳର ଏକାଧିକ ମୌଜାର ସରକାରୀ ଓ ଗୋଚର ଜମି ଏବେ କେତେକ ବିଲଡ଼ରଙ୍କ ଦଖଲରେ । ସରକାରୀ ଜମି ବାଦ ଏମାନେ ଠାକୁରଙ୍କ ଜମି ମଧ୍ୟ ଦଖଲକୁ ନେବାକୁ ପଛାଉ ନାହାନ୍ତି ।  ପିପିଲି ତହସିଲ ଅନ୍ତର୍ଗତ ପୁବାଶାସନ ଗ୍ରାମବାସୀ ଏଭଳି ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମର ଆରାଧ୍ୟ…

ସରକାରୀ ସହାୟତା ଅପେକ୍ଷାରେ ବ୍ରାହ୍ମଣ ପରିବାର ଦମ୍ପତି

କୋଲନରା:  ମହାମାରୀ କରୋନା ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ପୃଥିବୀର ମାନଚିତ୍ରକୁ ନିଜ କବଳରେ ରଖି ପୃଥିବୀ ଇତିହାସରେ ମାନବ ଜାତି ପ୍ରତି ଛିନ୍ନଭିନ୍ନ କରି ପରିବାରଠୁ ପରିବାରକୁ ଦେଶ ଠାରୁ ବିଦେଶ ପର୍ଯ୍ୟନ୍ତ କେହି କାହାକୁ ସମ୍ପର୍କ ଯୋଡିବାରେ ଦୁଇ ଶହ ଦେଶକୁ ବିଛିନ୍ନ କରିବାରେ…

ରାସ୍ତାରେ ରହୁଥିବା ଗାଈଗୋରୁକୁ ଉଠାଇ ନେଲେ ଏନ୍ଏସି କର୍ମଚାରୀ

ବୁଗୁଡା:  ଏନଏସିର ବିଭିନ୍ନ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ବୁଗୁଡା଼ ଏନ୍ଏସି କର୍ତ୍ତୃପକ୍ଷ ଉଠାଇ ନେଉଥିବା ଜଣା ପଡିଛି । ଏହି ବୁଲା ଗାଈଗୋରୁ ମୁଖ୍ୟ ରାସ୍ତା ସମେତ ବଜାର ଓ ବିଭିନ୍ନ ସାହି ମାନଙ୍କରେ ବୁଲୁଥିବା ଓ ରାସ୍ତାରେ ଶୋଇବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି…

କୂଅ ଭିତରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ: ଭୋଜି ଖାଇବାକୁ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଘଟଣାଟି ଘଟିଛି ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠ ଏକ ପରିତ୍ୟକ୍ତ କୂଅରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ଜଳି ସାହି ର ଶଙ୍କର ମହାନ୍ତି ।…