Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍ତରାଖଣ୍ଡର ଚମୋଲି ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଚମୋଲିରେ ଘଟିଥିବା ହିମସ୍ରୋତ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି…
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ଉତ୍ତର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ…
ରାସ୍ତାରେ ବୁଲୁଛି ହାତୀ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାର ମୁଜାଗଡ଼ ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ହାତୀ ରାସ୍ତା ଉପରେ ଚଲାବୁଲା କରୁଥିବା ଦେଖି ଲୋକେ ଭୟଭିତ ହୋଇପଡିଛନ୍ତି । ହାତୀ ରାସ୍ତା ଉପରକୁ ଆସିଯିବା ଫଳରେ କିଛି ସମୟ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ…
ଆନନ୍ଦ ବଜାରରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ, ନିଷ୍ପତି ଖୁବ୍ ଶୀଘ୍ର – ଜିଲ୍ଲାପାଳ
ପୁରୀ: ଶ୍ରୀମନ୍ଦିରକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ପୂର୍ବଭଳି ଆନନ୍ଦବଜାରରୁ ମହାପ୍ରସାଦ କିଣି ପାରିବେ । ଖୁବ୍ ଶୀଘ୍ର ଏନେଇ ନିଷ୍ପତି ନେବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ବର୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି ।…
ଓଲଟିଲା ଯାତ୍ରୀବାହି ବସ୍ : ୪ ଗୁରୁତର, ଅଳ୍ପକେ ବର୍ତିଲେ ୫୦ ଯାତ୍ରୀ
ବୌଦ୍ଧ: ବୌଦ୍ଧ ଜିଲ୍ଲାର ଖୁଂଟବନ୍ଧ ନିକଟରେ ଆଜି ପ୍ରତ୍ୟୁଷରେ ଏକ ଯାତ୍ରୀବାହି ବସ୍ ଓଲଟି ପଡିବା ଫଳରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଅନ୍ୟ ୫୦ ଯାତ୍ରୀ ।
ସୂଚନା ଅନୁଯାୟୀ, ‘ମୁନ୍ ଲାଇଟ୍ ‘ ନାମକ ଏକ ଯାତ୍ରୀ ବାହିବସ୍…
ଏନଏମର ନୋଟିଫିକେସନ ପ୍ରତ୍ୟାହୃତ – କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ
ନୂଆଦିଲ୍ଲୀ: ଜୀତୀୟ ଐତିହ୍ୟ ପ୍ରାଧିକରଣର ନୋଟିଫିକେସନକୁ ଏହାର ଚେୟାରମ୍ୟାନଙ୍କୁ ନ ଜଣାଇ ଜାରୀ କରା ଯାଇଥିବାରୁ ଏହାକୁ ତତ୍କାଳ ପ୍ରଭାବରେ ପ୍ରତ୍ୟାହାର କରା ଯାଇଛି ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏ…
ପ୍ରଗତିକୁ କେହି ରୋକିପାରିବେ ନାହିଁ – ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ…
ପୁରୀ: ଶ୍ରୀମନ୍ଦିରରୁ କୋଭିଡ଼୍ କଟକଣା ପ୍ରତ୍ୟାହାର ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀକ୍ଷେତ୍ରକୁ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରିବା ପରେ ସିଂହଦ୍ୱାର ଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରଗତିକୁ କେହି…
ଦଶ ମାସ ପରେ ଆରମ୍ଭ ହେଲା ୯ମ ଓ ଏକାଦଶ ଶ୍ରେଣୀ ପାଠପଢ଼ା
ଭୁବନେଶ୍ୱର: କରୋନା କାରଣରୁ ପାଠପଢା ଦୀର୍ଘ ଦଶ ମାସ ବନ୍ଦ ରହିବା ପରେ ସୋମବାର ଠାରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ପୂର୍ବ ନିର୍ଧାରିତ ନିଷ୍ପତି ଅନୁସାରେ କୋବିଡ ଗାଇଡଲାଇନ ଅନୁସାରେ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୮୩୧ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୮୩୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୮୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଦ୍ୟାଳୟଗୁଡିକରେ ଆଜିଠାରୁ ଆରମ୍ଭ ହୋଇଛି ପାଠପଢା
ଭୁବନେଶ୍ୱର: ପରିବର୍ତୀତ କୋଭିଡ଼ ଗାଇଡଲାଇନ ଅନୁଯାୟୀ ସୋମବାର ଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡିକରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା କାର୍ଯ୍ୟ ନିୟମିତ ଭାବରେ ଆରମ୍ଭ ହୋଇଛି । ଶୁକ୍ରବାର ଦିନ ସାମାଜିକ ସୁରକ୍ଷା ଓ…