Browsing Category

ରାଜ୍ୟ

୨୪ ଘଂଟାରେ ୩ ଜିଲ୍ଲାରେ ପ୍ରବଳ ଶୀତ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ଶୀତ ଲହରୀ ନେଇ କଳାହାଣ୍ଡି , କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର ସକାଳ ସାଢେ ୮ ପର୍ଯ୍ୟନ୍ତ ଉପରୋକ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ…

ଓଡିଶା ବାହାରୁ ଆସିଛି ୧୨୦୭ ଫ୍ରଡ୍ କଲ୍: ପୋଲିସ୍ କମିଶନର

- ଭୁବନେଶ୍ୱରରୁ ୫୨ ଲକ୍ଷ ଟଙ୍କା ଠକେଇ  ଭୁବନେଶ୍ୱର:  ଗତ ମାସକ ମଧ୍ୟରେ ସାଇବର ହେଲ୍ପ ଡେସ୍କକୁ ୧୨୦୭ ଫ୍ରଡ୍ କଲ୍ ଆସିଛି । ସେ ସମସ୍ତ କଲ୍ ଓଡିଶା ବାହାରୁ ହିଁ ଆସିଛି । ମୁଖ୍ୟତଃ ଝାଡଖଣ୍ଡର ଜାମତରା, ବିହାରର ଦେଓଘର ପାଖାପାଖି, ପଶ୍ଚିମ ବଙ୍ଗ, ବାଙ୍ଗଲାଦେଶ ସୀମାନ୍ତ ପାଖାପାଖି ଅଂଚଳ,…

ସଚିନ,ଲତା ମଙ୍ଗେସକର ଓ ବିରାଟ କୋହଲିଙ୍କ ସମେତ ଅନ୍ୟ ଷ୍ଟାରମାନଙ୍କର ଟ୍ୱିଟ ହେବ ଯାଞ୍ଚ

ମୁମ୍ବାଇ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ସମର୍ଥନରେ ବିଦେଶୀ ସେଲେବ୍ରିଟିଙ୍କ ଟ୍ୱିଟ ଓ ଏହାକୁ ଭାରତୀୟ ସେଲେବ୍ରିଟିଙ୍କ କାଉଣ୍ଟର ଆଟାକରେ ଏବେ ନୂଆ ମୋଡ଼ ଆସିଛି । ବିଦେଶୀ ସେଲେବ୍ରିଟିଙ୍କୁ ବିରୋଧ କରି ଟ୍ୱିଟ କରିଥିବା ସଚିନ ତେନ୍ଦୁଲକର,ଲତା ମଙ୍ଗେସକର,ଅକ୍ଷୟ କୁମାର…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୧୧୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୯,୧୧୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୭୮  ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୮,୪୭,୩୦୪ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

କୋଷ୍ଟାଲ ହାଇୱେକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ସଞ୍ଜୟ ଦାସବର୍ମାଙ୍କ ଉଦବେଗ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ରାଜ୍ୟସଭାରେ ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେକୁ ୪୩୦ କିମି ପରିବର୍ତେ ୩୮୨କିମି ହେବା ସମ୍ପର୍କିତ ଉତ୍ତରରେ ବ୍ରହ୍ମଗିରିର ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି…

ରମାଦେବୀ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ: ଲୋକାର୍ପଣ କଲେ ୧୮ କୋଟିର ପ୍ରକଳ୍ପ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୪ଟି ଭବନ ଯଥା କଳା ଓ ବିଜ୍ଞାନ ଶ୍ରେଣୀ ପାଇଁ ଦୁଇଟି ନବନିର୍ମିତ କୋଠା,କୁନ୍ତଳା କୁମାରୀ ଗନ୍ଥାଗାର ଏବଂ ଗବେଷଣା ଛାତ୍ରୀନିବାସକୁ ଲୋକାର୍ପିତ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି…

ଶ୍ରୀକ୍ଷେତ୍ର ମାଟିରୁ କେନ୍ଦ୍ରକୁ ନବୀନଙ୍କ କଡ଼ା ବାର୍ତ୍ତା: କେହି ଅଟକାଇପାରିବେନି ମହାପ୍ରଭୁଙ୍କ କାମ

-ବିବାଦୀୟ ଡ୍ରାଫ୍ଟ ବାଇ-ଲ’ ପ୍ରତ୍ୟାହୃତ ପୁରୀ: ପ୍ରତ୍ୟାହାର ହେଲା ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନ୍ଏମ୍ଏ)ର ଶ୍ରୀମନ୍ଦିର ପାଇଁ ବିବାଦୀୟ ଡ୍ରାଫ୍ଟ ବାଇ-ଲ’। ଦୁଇଦିନ ଧରି ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଅସନ୍ତୋଷର ନିଆଁ କୁହୁଳିଥିଲା । କଥା ପହଞ୍ôଚଥିଲା ଦିଲ୍ଲୀ ଦରବାରରେ ।…

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବିହାର ଗସ୍ତ ଆଜି ଠାରୁ

ପାଟନା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ମଙ୍ଗଳବାର ଠାରୁ ବିହାର ପ୍ରବାସରେ ରହିବେ । ଏହି ଗସ୍ତ ସମୟରେ ସେ ବିହାରରେ କାର୍ଯ୍ୟକର୍ତା ମାନଙ୍କର ବିଭିନ୍ନ ବୈଠକରେ ଭାଗ ନେବେ । ଏହା ବ୍ୟତୀତ ସେ ପାଟନାର ଏମ୍ସ ଠାରେ ନିର୍ମାଣ କରାଯାଇଥିବା ସେବା ସଦନର ଭୂମିପୂଜନ କରିବେ ।…

କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ ଆଜି

ଭୁବନେଶ୍ୱର:  ଆଜି ସଂଧ୍ୟାରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବୈଠକରେ ଅଧ୍ୟକ୍ଷତା କରିବେ । ମନ୍ତ୍ରି ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଚିଠା ପାରିତ ହେବ ବୋଲି ସୂଚନା ମିଳିଛି ।

କରୋନାରେ ସାରା ବିଶ୍ୱରେ ୧୦.୬୯ କୋଟି ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାରେ  ସମଗ୍ର ବିଶ୍ବରେ  ଆଜି ପର୍ଯ୍ୟନ୍ତ ୧୦ କୋଟି ୬୯ ଲକ୍ଷ ୬୫ ହଜାର ୮୦୯ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୩୫ ହଜାର ୩୦୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ  ୭ କୋଟି ୮୯ ଲକ୍ଷ ୭୦ ହଜାର ୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୬ ଲକ୍ଷ ୮୦…