କରୋନାରେ ସାରା ବିଶ୍ୱରେ ୧୦.୬୯ କୋଟି ଆକ୍ରାନ୍ତ

156

ନୂଆଦିଲ୍ଲୀ: କରୋନାରେ  ସମଗ୍ର ବିଶ୍ବରେ  ଆଜି ପର୍ଯ୍ୟନ୍ତ ୧୦ କୋଟି ୬୯ ଲକ୍ଷ ୬୫ ହଜାର ୮୦୯ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୩୫ ହଜାର ୩୦୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ  ୭ କୋଟି ୮୯ ଲକ୍ଷ ୭୦ ହଜାର ୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୬ ଲକ୍ଷ ୮୦ ହଜାର ୨୮୦ ଜଣ ଲୋକ ସକ୍ରିୟ ଅଛନ୍ତି । 

Leave A Reply

Your email address will not be published.