Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡିଶା ସ୍କିଲ ଡେଭଲପମେଣ୍ଟ ଅଧ୍ୟକ୍ଷକ ବାଗ୍ଚୀଙ୍କ ଚନ୍ଦ୍ରଗିରି ଶିଳ୍ପକେନ୍ଦ୍ର ପରିଦର୍ଶନ
ପାରଳାଖେମୁଣ୍ଡି: ଗଜପତଜ୍ଜିଲ୍ଲାର ମୋହନା ବ୍ଲକ ନିକଟସ୍ଥ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ରକୁ ଦିନିକିଆ ଗ୍ରସ୍ତରେ ଓଡିଶା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଆସି ପିରଦର୍ଶନ କରିଛନ୍ତି । ସେ ତାଲିମ କେନ୍ଦ୍ରରେ ପହଞ୍ଚି ଉପସ୍ଥିତ ଆଇଟିଆଇ ଅନୁଷ୍ଠାନର ଅଧ୍ୟକ୍ଷ ଜଗଦୀଶ…
ସୁପ୍ରସିଦ୍ଧ ତେଲୁଗୁଷ୍ଟାର ଡ.ମୋହନବାବୁଙ୍କୁ ସାକ୍ଷାତ କଲେ ଡ.ତିରୁପତି
ପାରଳାଖେମୁଣ୍ଡି: ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ତଥା ହାଇଟେକ୍ ଗ୍ରୁପର ମୁଖ୍ୟ ଡ.ତିରୁପତୁ ପାଣିଗ୍ରାହୀ ସୁପ୍ରସିଦ୍ଧ ତେଲୁଗୁ ସିନେଷ୍ଟାର ଡ.ମୋହନବାବୁ ଓ ତାଙ୍କ ପୁତ୍ର ଅନ୍ୟତମ ତେଲୁଗୁ ଷ୍ଟାର ବିଷ୍ଣୁଙ୍କ ସହ ସାକ୍ଷାତ କଲେ । ଡ.ପାଣିଗ୍ରାହୀ ଆନ୍ଧ୍ରର ତିରୁପତି ଠାରେ ଏକ ମେଡିକାଲ କଲେଜ…
ମାଝୀଗୁଡା ପୋଷ୍ଟ ମାଷ୍ଟ୍ରଙ୍କ ଆତ୍ମହତ୍ୟା
ବୈପାରୀଗୁଡା: ବୈପାରୀଗୁଡା ଥାନା ଅନ୍ତର୍ଗତ ଜି. ମାଝୀଗୁଡା ଗ୍ରାମର ପୋଷ୍ଟ ମାଷ୍ଟ୍ର ମାଧବ ମାଝୀ ବୟସ ୬୨ । ସୂଚନା ଅନୁଯାୟୀ ଗତକାଲି ରାତିରେ କୌଣସି କାରଣ ବାସ୍ତତଃ ବିଷ ପିଇଦେଇଥିଲେ । ଏହା ଜାଣିବା ପରେ ତାଙ୍କ ଭାଇ କୃଷ୍ଣ ମାଝୀ ତାଙ୍କୁ ବୈପାରୀଗୁଡା ଡାକ୍ତରଖାନା ଆଣିଥିଲେ । କିନ୍ତୁ…
ଗଞ୍ଜେଇ ସହ ଅଟୋ ଜବତ ୨ ଗିରଫ
କନ୍ଧମାଳ: ଶୀତଋତୁ ଆରମ୍ଭ ହୋଇଗଲେ ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଚାଲେ ଗଞ୍ଜେଇ କଟା ଅଭିଯାନ। ବର୍ଷକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଉଥିବାବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡ଼ିକର ବିଭିନ୍ନ ଅଞ୍ଚଳରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ…
ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିର ମାଲିକ ଗିରଫ
ଭୁବନେଶ୍ୱର: କମିଶନରେଟ ପୋଲିସ ଭୁବନେଶ୍ୱର ମେଂଚଶ୍ୱରରୁ ନକଲି ମୃଦୁ ପାନୀୟ ଜବତ ଘଟଣାରେ ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ଆଜି ଗିରଫ କରିଛି ।
ଉଲ୍ଲେଖନୀୟ ଯେ କାରଖାନାରେ ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡର ଭେଜାଲ ମୃଦୁ ପାନୀୟ ତିଆରି ହେଉଥିଲା । ଗତକାଲି ଚଢ଼ାଉ…
ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ପାରିତ କରିବା ନେଇ ରାଜ୍ୟସଭାରେ ଦାବି କଲେ ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: ରାଜ୍ୟସଭାରେ ମହିଳା ସଶକ୍ତିକରଣ ପ୍ରସଙ୍ଗକୁ ବିଜେଡି ଉଠାଇଛି । ଦଳୀୟ ସାଂସଦ ସସ୍ମିତ ପାତ୍ର ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ପାରିତ କରିବା ନେଇ ରାଜ୍ୟସଭାର ଶୂନ୍ୟକାଳରେ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ…
ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ଏବେ ହେବ ଟିକାକରଣ
ଭୁବନେଶ୍ୱର: ଏବେ ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ଟିକା ରୁମ୍ କରାଯାଇ ଟିକାକରଣ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ବର୍ତମାନ ସୁଦ୍ଧା ସମୁଦାୟ ୧ ଲକ୍ଷ ୯୨ ହଜାର ଡାଟାବେସ ପ୍ରସ୍ତୁତ ହୋଇସାରିଛି । ଏହି ଟିକାକରଣ…
ଗୋଟିଏ ଦିନରେ ୭୧ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୦୭୨
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୨୮୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ…
ଜବାନଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ନିଷ୍କିୟ
ମାଲକାନଗିରି: ଛତିଶଗଡ ସୁକୁମା ଜିଲ୍ଲା ନିପା ଜଙ୍ଗଳରେ ଆଜି ପୋଲିସ ଲ୍ୟାଣ୍ଡ ମାଇନ ଜବତ କରି ନିଷ୍କିୟ କରିଛି । ଘଟଣାରୁ ପ୍ରକାଶ ସିଆରପିଏଫ ଜବାନ ମାନେ ସେହି ଅଚଂଳରେ କୁମ୍ଭୁକୁ ଦୁଷ୍ଟିରେ ରଖି ମାଓବାଦୀ ମାନେ ସେହି ଅଂଚଳରେ ଲ୍ୟାଣ୍ଡ ମାଇନ୍ ଲଗାଇଥିଲେ ପୋଲିସ କୁମିଙ୍ଗ କରିବା ସମୟରେ…
ବି.ଜେ.ଡିର କର୍ମୀ ସମ୍ମିଳନୀ: ଯୁବ ପିଢିଙ୍କ ମଧ୍ୟରେ ପ୍ରଣବ ଭରିଲେ ଯୋସ୍
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ନଗର ଭବନଠାରେ ଜିଲ୍ଲା ବିଜୁ ଜନତା ଦଳର କର୍ମି ସମ୍ମିଳନୀ ଆଜି ଅନୁଷ୍ଟିତ ହୋଇଯାଇଛି । ଏଥିରେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା,ମାଲକାନଗିରି…