ଜବାନଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ନିଷ୍କିୟ

167

ମାଲକାନଗିରି:  ଛତିଶଗଡ ସୁକୁମା ଜିଲ୍ଲା ନିପା ଜଙ୍ଗଳରେ ଆଜି ପୋଲିସ ଲ୍ୟାଣ୍ଡ ମାଇନ ଜବତ କରି ନିଷ୍କିୟ କରିଛି । ଘଟଣାରୁ ପ୍ରକାଶ ସିଆରପିଏଫ ଜବାନ ମାନେ ସେହି ଅଚଂଳରେ କୁମ୍ଭୁକୁ ଦୁଷ୍ଟିରେ ରଖି ମାଓବାଦୀ ମାନେ ସେହି ଅଂଚଳରେ ଲ୍ୟାଣ୍ଡ ମାଇନ୍ ଲଗାଇଥିଲେ ପୋଲିସ କୁମିଙ୍ଗ କରିବା ସମୟରେ ବୋମାକୁ ଉଦ୍ଧାର କରି ନିଷ୍କିୟ କରିଥିଲା । ବୋମା ନିଷ୍କିୟ କରିବା ସମୟରେ ତାହାର ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ସେ ଏକ ପୋଲିସ ଭ୍ୟାନ୍କୁ ସହଜରେ ନଷ୍ଟ କରିଦେଇଥାନ୍ତ । ଏହା ପରେ ସେହି ଅଂଚଳରେ କୁମ୍ଭି ଯୋରଦାର କରାଯାଇଛି ।

Leave A Reply

Your email address will not be published.