Browsing Category

ରାଜ୍ୟ

ମଣ୍ଡିରୁ ଧାନ ଉଠାଣ ଦାବୀ ନେଇ ଚାଷୀଙ୍କ ରାଜରାସ୍ତାକୁ ଅବରୋଧ

ଗୋଳାମୁଣ୍ଡା :  ଚାଷୀ ହସିଲେ ଦେଶ ହସିବ ସତେ ଯେମିତି ଏହି ଉକ୍ତିଟି କେବଳ ଉକ୍ତିରେ ରହି ଯାଇଛି । ନିଜର ହକ ପାଇଁ ଚାଷୀ କେତେବେଳେ ହାଡ଼ ଭଙ୍ଗା ଶୀତରେ ଶୋଇଛି ତ କେତେବେଳେ ରାଜ ରାସ୍ତାକୁ ଓହ୍ଲାଇଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଗୋଳାମୁଣ୍ଡା ବ୍ଲକ ଅଧିନସ୍ଥ ତୁମୁରା ମଣ୍ଡି…

କୋଭିଡ୍ ସମୟରେ ପେଟ୍ରୋଲିୟମ ଓ ଗ୍ୟାସ ଶିଳ୍ପସଂସ୍ଥାର କାର୍ଯ୍ୟ ପ୍ରଶଂସନୀୟ – ଧର୍ମେନ୍ଦ୍ର ପ୍ରଧାନ

-ଫିପି ତୈଳ ଏବଂ ଗ୍ୟାସ ପୁରସ୍କାର -୨୦୨୦ରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର:  କୋଭିଡ୍ ଭଳି ଆହ୍ୱାନମୂଳକ ସମୟରେ ପେଟ୍ରୋଲିୟମ ଓ ଗ୍ୟାସ ଶିଳ୍ପ ସଂସ୍ଥାମାନେ ରାଷ୍ଟ୍ର ନିର୍ମାଣ, ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ସୁଗମ କରିବା ଓ ନିରନ୍ତର ଉର୍ଜା ଯୋଗାଇବା ଦିଗରେ କରିଥିବା କାର୍ଯ୍ୟ…

ଆଜି ବିଶ୍ଵ ଅର୍ଥନୈତିକ ମଞ୍ଚର ଡାଭୋସ୍ ଡାଏଲଗକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ବିଶ୍ୱ ଅର୍ଥନୈତିକ ମଞ୍ଚର ଡାଭୋସ୍ ଡାଏଲଗକୁ ସମ୍ବୋଧନ କରିବେ । ୪୦୦ ରୁ ଅଧିକ ବିଶ୍ଵ ସ୍ତରୀୟ ଶିଳ୍ପପତି ଏହି ଅଧିବେଶନରେ ଯୋଗଦେବେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମାନବ ସମାଜର ମଙ୍ଗଳ ପାଇଁ…

କାରିଆପ୍ପା ପଡିଆରେ ଏନସିସି ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କାରିଆପ୍ପା ପଡିଆଠାରେ ନ୍ୟାସନାଲ କ୍ୟାଡେଟ କର୍ପ୍ସ (ଏନସିସି) ରାଲିକୁ ସମ୍ବୋଧନ କରିବେ । ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ମୁଖ୍ୟ ଏବଂ ତିନି ସଶସ୍ତ୍ର ସେନାବାହିନୀର ମୁଖ୍ୟମାନେ ଯୋଗ ଦେବେ ।…

୨୦୨୧ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ୨୦୨୧ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ (ଏଫଏକ୍ୟୁ)…

ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ ୧୨ ହଜାର ୩୫୧ କୋଟି ଟଙ୍କା ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଅର୍ଥମନ୍ତ୍ରଣାଳୟ ଅଧୀନରେ ଥିବା ଖର୍ଚ୍ଚ ବିଭାଗ ଆଜି ୧୨ ହଜାର ୫୫୧.୫ କୋଟି ଟଙ୍କା ୧୮ଟି ରାଜ୍ୟର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ଏହ। ୨୦୨୦-୨୧ ଆର୍ଥିକ ବର୍ଷର ଦ୍ୱିତୀୟ ଅନୁଦାନ । ପଞ୍ଚାୟତରାଜ ମନ୍ତ୍ରଣାଳୟର ଅନୁଦାନ କ୍ରମେ ପୂର୍ବ ଅନୁଦାନର…

ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା ଆଇଇଏ ସହ କେତେକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ସମ୍ବଳିତ ରାଜିନାମାରେ ସ୍ୱାକ୍ଷର କଲା ଭାରତ

ନୂଆଦିଲ୍ଲୀ: କେତେକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଭାରତ ସରକାର ଆନ୍ତର୍ଜାତିକ ଶକ୍ତି ସଂସ୍ଥା ସଦସ୍ୟଙ୍କ ସହ ଆଜି ରାଜିନାମା ସ୍ୱାକ୍ଷର କରିଛନ୍ତି । ପାରସ୍ପରିକ ଆସ୍ଥା ଓ ସହଯୋଗ ଏବଂ ବୈଶ୍ୱିକ ଶକ୍ତି ନିରାପତ୍ତା, ସ୍ଥିରତା ଓ ନିରନ୍ତର ଯୋଗାଣ ଉଦ୍ଦେଶ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ।…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୬୬୬ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୬୬୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୨୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୦୧,୧୯୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୫ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫…

କେନ୍ଦୁଝରରେ ହୁତୁ ହୁତୁ ହୋଇ ଜଳିଗଲା ଏକ ଘରୋଇ ବସ

କେନ୍ଦୁଝର:  କେନ୍ଦୁଝରରେ ଠିଆ ହୋଇଥିବା ଅବସ୍ଥାରେ ହୁତୁ ହୁତୁ ହୋଇ ଜଳି ଗଲା ଏକ ଘରୋଇ ବସ । ଆଜି ବୁଧବାର ଅପରାହ୍ନ ପ୍ରାୟ ଦୁଇଟା ସମୟରେ ମାଇନିଂ ସ୍ଥିତ ଡି. ଆଇ. ସି . ଅଫିସ ପଛପଟ ପଡିଆରେ ଠିଆ ହୋଇଥିବା ଏକ ଘରୋଇ ବସରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ବସଟିର…