Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋରାପୁଟ ଟାଉନ ପୋଲିସକୁ ବଡ ସଫଳତା
କୋରାପୁଟ: କୋରାପୁଟ ଜ଼ିଲ୍ଲାରେ ଦିନକୁ ଦିନ ଗାଡି ଚୋରି ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଟାଉନ ପୋଲିସ ଦ୍ୱାରା ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇ ୯ ଟା ଦୁଇ ଚକିଆ ଗାଡି ସହିତ ୭ ଜଣକୁ ଗିରଫ କରାଯାଇଛି । ଗିରଫ ୭ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାପଡିଛି । ଗିରଫ…
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସର୍ବ ବୃହତ ଜାତୀୟ ପତାକା ସହରର ଟେଲିଫୋନ ଭବନ ପଡିଆରେ ଉତୋଳନ କରାଯାଇଛି । ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀ ଜ୍ୟୋତିପ୍ରକାଶ…
କୋଇଲା ବୋଝେଇ ଟ୍ରକ୍ ଜଳିଗଲା
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଜଳିଯାଇଛି । ଟ୍ରକରେ ନିଆଁ ଲାଗିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ରାୟଗଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ନିଆଁ ଲାଗିବାର କାରଣ…
ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ଼୍ ଟେଷ୍ଟ
ପୁରୀ: ଆଜିଠାରୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ଼୍ ଟେଷ୍ଟ କରାଯିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ହେବ । ଗ୍ରାଣ୍ଡରୋଡ଼ର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ହେବାକୁ ଥିବା ଏହି କୋଭିଡ଼୍ ଟେଷ୍ଟ ଆସନ୍ତା ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଠାରେ ପ୍ରଥମେ ସୁଆର…
ମହୁଲପାଲି ଲ୍ୟାମ୍ପସ୍ ଏମଡି ନିଲମ୍ବିତ
ସୁନ୍ଦରଗଡ଼: ମହୁଲପାଲି ଲ୍ୟାମ୍ପସ୍ ଏମଡି ବିକାଶ ଅମାତଙ୍କୁ ନିଲମ୍ବନ କରାଯାଇଛି । ଧାନ କିଣାନେଇ ଟୋକନ୍ ଦୁର୍ନୀତି ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଅଭିଯୋଗ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଟାଙ୍ଗରପାଲି ତହସିଲଦାର…
ଭିନ୍ନକ୍ଷମଙ୍କ ପାଇଁ ସରକାରୀ ସହାୟତା ସାତ ସପନ
ମ. ରାମପୁର: ଦୈନିକ ୮ ଘଣ୍ଟା ପର ଘରେ ମୂଳ ଲାଗି ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ପ୍ରତିପୋଷଣ କରି ବେଶ ଖୁସିରେ ଜୀବନ ଯାପନ କରୁଥିଲେ। କିନ୍ତୁ ବିଧାତା ସାଜିଲା ବଇରୀ ହଠାତ୍ ଦିନେ ତାଙ୍କ ଡ଼ାହାଣ ହାତ ପରାଲିସେସ ରୋଗରେ ଅଚଳ ହୋଇଗଲା । ଚିକିତ୍ସା ପାଇଁ ବହୁ…
ଗଣତନ୍ତ୍ର ଦିବସ ରେ ସ୍ୱାଭିମାନ ଅଞ୍ଚଳର ପୂର୍ବ ଚିତ୍ରକୁ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥାପନା କରିଲେ…
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଭିନ୍ନ ଭାବେ ଗଣତନ୍ତ୍ର ଦିବସ ପାଳନ କଲେ ସ୍ୱାଭିମାନୀ ଶିକ୍ଷକ । ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମାଧ୍ୟମରେ ଅଞ୍ଚଳବାସୀ ଙ୍କୁ ଦେଲେ ଭିନ୍ନ ବାର୍ତ୍ତା। ତେବେ ଏହି ସ୍ୱାଭିମାନୀ ଶିକ୍ଷକ ମାନଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଯେ…
ଓଡିଶାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ: ସମୀର ମହାନ୍ତି
ଭୁବନେଶ୍ୱର: ଚଳିତ ବର୍ଷ ଓଡିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ଏବଂ ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଏବଂ କୃଷ୍ଣମୋହନ ପାଠୀଙ୍କୁ ପଦ୍ମଶ୍ରୀ…
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ
ଭୁବନେଶ୍ୱର, ୨୭ ଜାନୁଆରୀ - ପୂର୍ବରୁ କରା ଯାଇଥିବା ଘୋଷଣା ଅନୁସାରେ ବୁଧବାର ଦିନ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ ହୋଇଯାଇଛି । ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ…
୪ ବର୍ଷ ପରେ ଜେଲରୁ ମୁକ୍ତ ହେଲେ ଜୟଲଳିତାଙ୍କ ନିକଟସ୍ଥ ଶଶିକଳା, ତାଙ୍କୁ ଏକ ଦୁର୍ନୀତି ମାମଲାରେ ଦଣ୍ଡିତ କରାଯାଇଥିଲା
ବେଙ୍ଗାଲୁରୁ: ଦୁର୍ନୀତି ମାମଲାରେ ଚାରି ବର୍ଷ କାରାଦଣ୍ଡ ଭୋଗିବା ପରେ AIADMK ର ବରଖାସ୍ତ ନେତା ଭି.କେ ଶଶିକଳାଙ୍କୁ ଆଜି ଜେଲରୁ ମୁକ୍ତ କରାଯାଇଛି। ତେବେ ଏହି ସମୟ ମଧ୍ୟରେ କରୋନା ଜୀବାଣୁ ସଂକ୍ରମିତ ଶଶିକଳାର ଚିକିତ୍ସା ଜାରି ରହିବ। ଫେବୃଆରୀ ୨୦୧୭ ରେ ଶଶିକଳାଙ୍କୁ ୬୬ କୋଟି ଟଙ୍କାର ଆୟକର…