Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏମଏମ ସ୍ପୋର୍ଟସ୍ ଆନୁକୁଲ୍ୟରେ ପାରଳାରେ ମଡେଲ ପ୍ରତିଯୋଗୀତା
ପାରଳାଖେମୁଣ୍ଡି: ସ୍ଥାନୀୟ କରଣ ସାହି ହନୁମାନ ମନ୍ଦିର ପାଶ୍ୱର୍ରେ ଏକ ମୁକ୍ତ ମଞ୍ଚରେ ଏମଏମ ସ୍ପୋର୍ଟସ୍ ଦ୍ୱାରା ପ୍ରଯୋଜିତ ମଡେଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଭଳି ପ୍ରତିଯୋଗୀତା ପାରଳାରେ ପ୍ରଥମ ଥର ପାଇଁ ଉକ୍ରଳୀୟ ଓ ଭାରତୀୟ ସଂସ୍କୃତିକୁ ଆଧାର କରି ଅନୁଷ୍ଠିତ ହୋଇଥିଲା । ଏଥିରେ…
ଗଜପତିରେ ୭୨ତମ ସାଧାରଣତନ୍ତ୍ର ଦିବସ ଜାତୀୟ ମାଷ୍ଟର୍ ପ୍ରତିଯୋଗୀତାରେ ଓଡିଶାକୁ ଗୌରବ ଆଣିଥିବା କିଶୋର ରଥ ସମ୍ମାନୀତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ…
ଗଜପତିରେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବକୁ ନେଇ ପୋଲିସ ଓ ସାଇଣ୍ଟିଫିକ୍ ଟିମର ତନାଘନା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଏକ ଆମ୍ବ ତୋଟାରେ ପଡି ରହିଥିବା ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବକୁ ନେେଇ ପୋଲିସ ଓ ସାଇଣ୍ଟିଫିକ୍ ଟିମର ତନାଘନା ଆରମ୍ଭ ହୋଇଛି । ଘଟଣାରୁ ପ୍ରକାଶ,ଗୁରାଣ୍ଡି ଥାନା ଅଧିନରେ ଥିବା ଘୋରଣୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଗତକାଲି ଏକ ଗଳିତ ଶବ…
ଗଜପତିର ମଣ୍ଡଳସାହି ଛକ ଦୀର୍ଘ ଦିନ ହେଲା ଅନ୍ଧକାରରେ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଡମ୍ବାଳ ପଞ୍ଚାୟତର ମଣ୍ଡଳସାହି ଛକରେ ଆଜିକୁ ବହୁଦିନ ହେଲା ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବାରୁ ଅନ୍ଧକାର ହୋଇ ରହିଛି । । ଲାଇଟ୍ ନ ଜଳିବା କାରଣରୁ ଘନ ଅନ୍ଧକାର ଯୋଗୁଁ ବିଗତ ଦିନରେ ଅନେକ ଦୋକାନରୁ ଜିନିଷ ଚୋରୀ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି ।…
କାଲିମେଳା ତହସିଲର କିରାଣୀ ଲାଞ୍ଚ ନେବା ଭିଡିଓ ଭାଇରାଲ
ମାଲକାନଗିରି: କାଲିମେଳା ତହିସଲର କିରାଣୀ ଶଶି ଶେଖର ସେଠୀ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି । ଭିଡିଓରେ ବରିଷ୍ଠ କିରାଣୀ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇ ପୁଣି ବାକି ଟଙ୍କା ତୁରନ୍ତ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।…
ସଂସ୍କୃତ ଶିକ୍ଷକ ସମ୍ମିଳନୀ
ମାଲକାନଗିରି: ଆର୍ଯ୍ୟ ଭୂମି ଭାରତ। ଯେଉଁ ମହାନ ଦେଶର ସର୍ବ ପ୍ରାଚୀନ ଭାଷା ସଂସ୍କୃତ। ଭାଷାଗୁଡିକର ଜନନୀ। ସେହି ମାଆ ଭାଷାର ରକ୍ଷା କବଚ ସାଜିଥିବା ଶିକ୍ଷକମାନଙ୍କର ଏକ ସମ୍ମିଳନୀ ମାଲକାନଗିରି ବ୍ଲକ ଏମ୍ ଭି - ୭ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୬୮୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୬୮୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୮୯,୫୨୭ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ହଳଦି ଗ୍ରାମରେ ପୁଣି ବାଘ ଆତଙ୍କ
ନୂଆପଡା: ସଦର ବ୍ଲକ ଖରିଆର ରୋଡ଼ ରେଞ୍ଜ ଅନ୍ତର୍ଗତ ହଳଦି ଗ୍ରାମରେ ପୁଣିଥରେ ଦେଖା ଦେଇଛି ବାଘ ଆତଙ୍କ । ବାଘ ଆତଙ୍କ ରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।ସୂଚନା ନୁସାରେ ହଳଦି ଗ୍ରାମ ନିକଟସ୍ଥ ପାହାଡର ସିତଲା ଦେବୀ ମନ୍ଦିର ପାଖରେ ଗ୍ରାମବାସୀ ଏକ କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ…
ବାଲିଗୁଡା ଉପଖଣ୍ଡ ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ
ବାଲିଗୁଡା: ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ୭୨ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ବାଲିଗୁଡ଼ା ସ୍ଥିତ ମିନିଷ୍ଟାଡିୟମ ଠାରେ ବହୁ ସୁରୁଖୁରୁରେ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଉପଜିଲ୍ଲାପାଳ ଡ଼.ଶୁଭଙ୍କର…
ପାରାଦ୍ୱୀପ ଇଫକୋ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ପାରାଦ୍ୱୀପ: ଜାନୁଆରୀ ୨୬ ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋଭିଡ୍-୧୯ ଅନୁଶୀଳନ ପୂର୍ବକ ଦେଶରେ ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇଫ୍କୋ ପାରାଦ୍ୱୀପ ୟୁନିଟ୍ ପକ୍ଷରୁ ମଙ୍ଗଳବାର ଦିନ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ୟୁନିଟ୍ର…