ସୁନ୍ଦରଗଡ଼: ମହୁଲପାଲି ଲ୍ୟାମ୍ପସ୍ ଏମଡି ବିକାଶ ଅମାତଙ୍କୁ ନିଲମ୍ବନ କରାଯାଇଛି । ଧାନ କିଣାନେଇ ଟୋକନ୍ ଦୁର୍ନୀତି ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଅଭିଯୋଗ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଟାଙ୍ଗରପାଲି ତହସିଲଦାର ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ଏହାର ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଆଧାରରେ ଜିଲ୍ଲାପାଳ ମହୁଲପାଲି ଲ୍ୟାମ୍ପସ୍ ଏମଡି ବିକାଶଙ୍କୁ ନିଲମ୍ବନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.