Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେବେ ପଡ଼ିବ ପ୍ରଶାସନର ନଜର
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତର କୁତୁକା ଝୋଲା ଗ୍ରାମର ରାସ୍ତା ମରଣ ଯନ୍ତା ପାଲଟି ଯାଇଥିବାରୁ ଗ୍ରାମବାସୀ ଅନେକ ଥର ଜିଲ୍ଲା ପ୍ରଶାସନ ଅଧିକାରୀ ଓ ବ୍ଲକ ଅଧିକାରୀ ଏବଂ ସରପଞ୍ଚ ଓ ନେତାମନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ସୁଦ୍ଧା…
ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁରରେ ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସବୁଠୁ ବଡ କଥା ହେଲା,…
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମକର ବେଶ : ମକର ଚାଉଳ ଭୋଗ ଲାଗି ହେଲା
ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତୀ । ଆଜିଠୁ ସୂର୍ଯ୍ୟଙ୍କ ଉତରାୟଣ ଗତି ହୋଇଥାଏ । ମକର ସଂକ୍ରାନ୍ତୀ ଅବସରରେ ଘରେ ଘରେ ଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି କରାଯିବା ସହିତ ଘରେ ଘରେ ପିଠାପଣା ପ୍ରସ୍ତୁତି ଦେଖିବାକୁ ମିଳିଥାଏ । ସେହିପରି ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମକର ବେଶ ଅନୁଷ୍ଠିତ…
ଦାମନଯୋଡିରେ ବେଆଇନ ମଦଦୋକାନ ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି: ପୋଲିସ ନିରବ ଉପରେ ପ୍ରଶ୍ନବାଚୀ
ଦାମନଯୋଡି: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଧିନସ୍ଥ ମାଥାଲପୁଟ ଅଂଚଳରେ ଦିନକୁ ଦିନ ବଢିଚାଲିଛି ବେଆଇନ ମଦ ଦୋକାନ । ମାଥାଲପୁଟର ମୂଖ୍ୟ ସଡକ ଠାରୁ ଆରମ୍ଭ କରି ରାସ୍ତାପାର୍ଶ୍ବ ଆମ୍ବତୋଟାରେ ବେଆଇନ ମଦଦୋକାନ ବୃଦ୍ଧି ପାଇଥିବାରୁ ଦିନରାତି ଉକ୍ତ ସ୍ଥାନରେ ମଦ୍ୟପଙ୍କ ଭିଡ ଲାଗି ରହୁଛି ।…
ପରଲୋକରେ ପରୋପକାରୀ ପଦ୍ମଶ୍ରୀ ପ୍ରକାଶ ରାଓ: ଶୋକପ୍ରକାଶ କଲେ ମୋଦୀ-ନବୀନ,କାଲି ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ
ବସ୍ତିିଲାଙ୍କ ପାଇଁ ପାଲଟିଥିଲେ ଆଲୋକର ଦୀପ
କଟକ: ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ପରଲୋକ ଘଟିଛି । କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଅସୁସ୍ଥତା କାରଣରୁ କିଛିଦିନ ପୂର୍ବରୁ ତାଙ୍କୁ ଏସ୍ସିବିରେ…
ଆମେରିକାରେ କରୋନା ଆତଙ୍କ ଜାରି : ଦିନକରେ ଆଖିବୁଜିଲେ ୪୫୦୦ ଆକ୍ରାନ୍ତ
ୱାଶିଂଟନ: ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଜାରି ରହିଛି । ଗୋଟିଏ ଦିନରେ ଆମେରିକାରେ କରୋନାରେ ୪୫୦୦ ଲୋକଙ୍କର ମୃତ୍ୟୁ ଘଟିଛି । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୯କୋଟି ୨୦ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ଲକ୍ଷ ୭୦ହଜାରରୁ ଅଧିକ…
ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ମକର ସଂକ୍ରାନ୍ତିରେ ଆଜି ଭୋରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି । ଗଙ୍ଗାନଦୀର ବାରାଣସୀ ଓ ପ୍ରୟାଗରାଜ ଘାଟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଜଣା ପଡିଛି । ଆଜି ଗଙ୍ଗାରେ ବୁଡ଼ ପକାଇଲେ ଅପାର ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ପୁରାଣରେ ବର୍ଣିତ…
କରୋନାରେ ବିଶ୍ବରେ 9 କୋଟିରୁ ଉର୍ଦ୍ଧ ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନା ରେ ଆଜି ପର୍ଯ୍ୟନ୍ତ ବିଶ୍ୱରେ 9 କୋଟି ୨୭ ଲକ୍ଷ ୨୭ ହଜାର ୭୩୫ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୯ ଲକ୍ଷ ୮୫ ହଜାର ୮୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୬ କୋଟି ୬୨ ଲକ୍ଷ ୭୨ ହଜାର ୧୯୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୪୪ ଲକ୍ଷ ୭୦ ହଜାର…
କଟକରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ
-ଖର୍ଚ୍ଚ ହେବ ୬୫ କୋଟି ଟଙ୍କ
-ନେତାଜୀଙ୍କ ନାମରେ ହେବ ନାମିତ
ଭୁବନେଶ୍ୱର: କଟକର ଖାନନଗରଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ । ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ନାମିତ କରାଯିବ ବୋଲି…
ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲା
ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବିରେ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଛି । ମୃତା ନାବାଳିକାର ମା' ସୌଦାମିନୀ ସାହୁ ସୁପ୍ରିମ୍କୋର୍ଟରେ ପିଟିସନ୍ ଦାୟର କରିଛନ୍ତି । ସ୍ୱଚ୍ଛ, ନିରପେକ୍ଷ ଓ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ…