Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାରହା ଆକ୍ରମଣରେ ୫ ଗୁରୁତର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶିକିରି ଓ ଖରିଡ଼ା ଗ୍ରାମରେ ବୁଧବାର ସକାଳେ ବାରହା ଆକ୍ରମଣରେ ୫ ଜଣ ବ୍ୟକ୍ତି ଗୁରୁତର ଆହତ ହେଇଛନ୍ତି । ଆହତ ମାନଙ୍କୁ ବନବିଭାଗ କର୍ମଚାରି ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ହିଞ୍ଜିଳି ଉପଖଣ୍ଡ…
ବାରିଣିପୁଟ – ବୋରିଗୁମ୍ମା ରାସ୍ତା ଅବସ୍ଥା ଶୋଚନିୟ : ପ୍ରତିବାଦରେ ବସ୍ ମାଲିକ ସଂଘ ପକ୍ଷରୁ ରାସ୍ତାରୋକ
ଜୟପୁର: ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥର ବାରିଣିପୁଟ ଠାରୁ ବୋରିଗୁମ୍ମା ଯାଏ ରାସ୍ତା ଅବସ୍ଥା ଶୋଚନିୟ ହୋଇପଡିଛି । ଯାହାର ପ୍ରତିବାଦରେ ଆଜି ଘରୋଇ ବସଷ୍ଟାଣ୍ଡ ନିକଟରେ ବସ୍ ମାଲିକ ସଂଘ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆସନ୍ତା ଫେବୃଆରୀ ୨…
ସାଂସଦଙ୍କ ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ
ମାଲକାନଗିରି: ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାକୁ ଅ।ଜି ଦିନିକିଆ ଗସ୍ତରେ ଆସି ମାଲକାନଗିରି ସଦର ବ୍ଲକର ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ମାଲକାନଗିରି ପୌରପରିଷଦର ୮,୧୭,୧୮ ନମ୍ବର ୱାର୍ଡର…
ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ : ୩ ଆହତ
ଭବାନୀପାଟଣା, ୧୩ ଜାନୁଆରୀ (ହି.ସ.)- କଳାହାଣ୍ଡି ଜିଲ୍ଲା ୨୬ ନଂ ଜାତୀୟ ରାଜପଥର ଆମପାଣି ଘାଟିର ବୁଲାଣିରେ ଆଜି ସକାଳେ ଏକ ବସ୍ କୁହୁଡ଼ି ଯୋଗୁଁ ପଥହରା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ବସ୍ ରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିବା…
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ
କଟକ: କଟକ ଏସସିବି କୋଭିଡ଼୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ଘଟିଛି । ଆଜି ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ସେ ୨୦…
ଚଳିତ ବର୍ଷ ଠାରୁ ପୁରୀ ମେଡିକାଲ କଲେଜରେ ପାଠପାଢା ଆରମ୍ଭ
ପୁରୀ: ଚଳିତ ବର୍ଷ ଠାରୁ ପୁରୀ ମେଡିକାଲ କଲେଜରେ ପାଠପାଢା ଆରମ୍ଭ ହେବ । ଶହେଟି ସିଟ୍ ପାଇଁ ଆଡମିଶନ ଅନୁମତି ରହିଛି । ମେଡିକାଲ ସ୍ଥିତି ଯାଂଚ୍ ଅବସରରେ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଆଜି ଶ୍ରୀ ମହାନ୍ତି ମେଡିକାଲ କଲେଜର ଭିତିଭୂମି ଓ ପୁରୀ ଜିଲ୍ଲା ମେଡିକାଲ ପରିଦର୍ଶନ…
ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲା : ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ପାଇଁ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ…
ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକକୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡ଼ (ଜେଜେବି) ରେ ହାଜର କରାଇଛି ଏସଆଇଟି । ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ପାଇଁ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ହାଜର କରାଯାଇଥିଲା । ବ୍ରେନ ମ୍ୟାପିଂ ନେଇ ଜେଜେବିରେ…
ରାସ୍ତା ମଝିରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର
ଗଞ୍ଜାମ: ଆଜି ସକାଳେ ୧୬ ନଂ ଜାତୀୟ ରାଜପଥର ତାମ୍ପରା ଠାରେ ଘନ କୁହୁଡ଼ି ଯୋଗୁଁ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାସ୍ଥଳରୁ ଉଭୟ ପାଶ୍ୱର୍ର ରାସ୍ତାକୁ…
ଓଡିଶା-ମୋ ପରିବାର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ
କଳାହାଣ୍ଡି: ଓଡିଶା-ମୋ ପରିବାର ଆନୁକୁଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଭବାନୀପାଟଣା ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସସି ଦଶମ ଶ୍ରେଣୀରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର…
କୋଭିସିଲ୍ଡ ପରେ ଆଜି ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ୍ ଟିକା
ଭୁବନେଶ୍ବର: କୋଭିସିଲ୍ଡ ପରେ ଆଜି ହାଇଦ୍ରାବାଦରୁ ଆସି ଭୁବନେଶ୍ବରରେ ପହଞ୍ଚିଛି କୋଭାକ୍ସିନ ଟିକା । ୨୦ ହଜାର ଡୋଜ କୋଭାକ୍ସିନ ହାଇଦ୍ରାବାଦରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲା । ପରେ ଭ୍ୟାକ୍ସିନ ଭ୍ୟାନ ଜରିଆରେ ଓଡିଶା ରାଜ୍ୟ ଟିକା ଭଣ୍ଡାରକୁ ଅଣାଯାଇଛି । ସେଠାରୁ…