Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହି: ଟଳିଲେ ୩ ଆତଙ୍କବାଦୀ
ଶ୍ରୀନଗର: ସୁରକ୍ଷା ବାହିନୀର ସଚେତନତା ଏବଂ ଦୃଢ ସୂଚନା ବ୍ୟବସ୍ଥା ଆତଙ୍କବାଦୀଙ୍କ ଯୋଜନାକୁ ପୁଣି ଥରେ ପଣ୍ଡ କରିଛି। ଶ୍ରୀନଗର-ବାରାମୁଲ୍ଲା ଉପରେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିବା ତିନି ଜଣ ଆତଙ୍କବାଦୀ ୧୬ ଘଣ୍ଟା ଧରି ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିଲେ। ୨୬…
ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣରେ ଜଣେ ଜବାନ ଗୁରୁତର
ମାମଲକାନଗିରି: ବୁଧବାର ସକାଳେ ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜପୁର ଜିଲ୍ଲାରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ହେବାରୁ ଜଣେ ‘ଡିଆର୍ଜି’ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି । ଜବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ଆଇଇଡି । ସୀମାନ୍ତ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା…
ସରକାରୀ ଅଫିସରେ କଟକଣା ମଧ୍ୟରେ ନୂଆବର୍ଷ ଉତ୍ସବ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଅଫିସଗୁଡ଼ିକରେ ନୂଆବର୍ଷ ପାଳନ ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୌଣସି ସ୍ଥାନରେ ଭିଡ଼ ନଜମାଇ ଉଦ୍ଦିଷ୍ଟ ନିୟମାବଳୀକୁ ପାଳନ କରିବା ପାଇଁ ଚେତାବନୀ ଦିଆଯାଇଛି । ଏହାଛଡ଼ା ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ବଦଳରେ…
ପିଏମ ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ ଆକାଶ ମିସାଇଲ ସିଷ୍ଟମର ରପ୍ତାନିକୁ ଅନୁମୋଦନ କରିଛି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ ଆଜି ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥାର ରପ୍ତାନିକୁ ଅନୁମୋଦନ କରିଛି । କ୍ଷେପଣାସ୍ତ୍ର ରପ୍ତାନିକୁ ଶୀଘ୍ର ଅନୁମୋଦନ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ଏହି…
ରାଷ୍ଟ୍ରପତି କୋବିନ୍ଦ ଡିଜିଟାଲ ଇଣ୍ଡିଆ ପୁରସ୍କାର ପ୍ରଦାନ କଲେ – ଭାରତକୁ ଡିଜିଟାଲ ସୁପର ପାୱାର କରିବା ପାଇଁ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ଡିଜିଟାଲ୍ ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲୋକଙ୍କୁ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଆଜି ଡିଜିଟାଲ ଇଣ୍ଡିଆ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ…
ଇଂଲଣ୍ଡ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ
ନୂଆଦିଲ୍ଲୀ; ଭାରତ ଓ ଇଂଲଣ୍ଡ ମଧ୍ୟରେ ସାମୟିକ ଭାବେ ବନ୍ଦ ଥିବା ବିମାନ ଚଳାଚଳ ଅବଧିକୁ କେନ୍ଦ୍ର ସରକାର ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା କଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି । କରୋନା ଭାଇରସ୍ର ନୂଆ ଷ୍ଟ୍ରେନ୍…
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟ ଅଫିସର, ଚଢାଉ ବେଳେ ଲକ୍ଷାଧିକ ଟଙ୍କା ସହ ସୁନା ବିସ୍କୁଟ ଜବତ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣ ଅଧିକାରୀ ଫସିଛନ୍ତି। ଯାହାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଛି । ସୂଚନା ମୁତାବକ ଆଜି ଭୋରରୁ ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିଭୁତି ଭୂଷଣ ବିନ୍ଧାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।…
ପୁଣି ଦେଶରେ ବଢ଼ୁଛି ସଂକ୍ରମଣ: ଦିନକରେ ୨୦ ହଜାର ୫୪୯ ନୂଆ ସଂକ୍ରମଣ ଚିହ୍ନଟ
ନୂଆଦିଲ୍ଲୀ: ପୁଣି ବଢ଼ିଲା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୨୦ ହଜାର ପାର କଲା ନୂଆ ମାମଲା । ଗୋଟିଏ ଦିନରେ ଆଉ ୨୦ ହଜାର ୫୪୯ ନୂଆ ସଂକ୍ରମଣ ଚିହ୍ନଟ । ୨୬ ହଜାର ୫୭୨ ଜଣ ସୁସ୍ଥ ହୋଇ ଡାକ୍ତରଖାନାକୁ ଡିସଚାର୍ଜ ହୋଇଛନ୍ତି । ସେପଟେ ଗୋଟିଏ ଦିନରେ ୨୮୬ ଜଣକ ଜୀବନ ନେଇଛି କରୋନା । ନୂଆ…
ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ, ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୨.୪୫ ମିନିଟରେ ତାଙ୍କର ପରଲୋକ ଘଟିଥିବା ସୂଚନା ଦେଇଛନ୍ତି ତାଙ୍କ ଭାଇ…
ଚୀନ୍କୁ ରାଜନାଥ ସିଂଙ୍କ ଦୃଢ ବାର୍ତ୍ତା, ଭାରତ ବିସ୍ତାରିତ ନୀତି ମାନସିକତା ରଖିଥିବା ତତ୍ତ୍ୱ ସହିତ ମୁକାବିଲା…
ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଥରେ ଚୀନ୍କୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ବିସ୍ତାରବାଦୀ ଏଜେଣ୍ଡାକୁ ଆମେ ଉପଯୁକ୍ତ ଉତ୍ତର ଦେବୁ। ରାଜନାଥ ସିଂ କହିଛନ୍ତି ଯେ ଭାରତ ବାହ୍ୟ ବିପଦର ମୁକାବିଲା କରିବାରେ ସକ୍ଷମ ଏବଂ ଯିଏ ଆମ ସୁରକ୍ଷା ପ୍ରତି…