Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ୟୁପି-ଉତ୍ତରାଖଣ୍ଡ ସହିତ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ AAP
ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜିତିଥିବା ଆମ୍ ଆଦମୀ ପାର୍ଟି ଅନ୍ୟ ରାଜ୍ୟରେ ପାଦ ବିସ୍ତାର କରିବାକୁ ପ୍ରସ୍ତୁତି ବଢ଼ାଇଛି। ଏଥିପାଇଁ ଆମ୍ ଆଦମୀ ପାର୍ଟି ସମସ୍ତ ରାଜ୍ୟରେ ଦଳ ସଂଗଠନକୁ ମଜବୁତ କରିଛି। ଯଦି ପାର୍ଟି ସୂତ୍ରକୁ ବିଶ୍ୱାସ କରାଯାଏ,…
ଲୁଧିଆନାର ହଲୱାରା ଏୟାରବେସରେ ପଠାନକୋଟ ଭଳି ଆକ୍ରମଣ ଷଡଯନ୍ତ୍ର ବିଫଳ: ୩ ଆତଙ୍କବାଦୀ ଗିରଫ
ଲୁଧିଆନା: ପଞ୍ଜାବର ଲୁଧିଆନାରେ ଥିବା ହଲୱାରା ଏୟାରବେସରେ ଥିବା ପଠାନକୋଟ ବାୟୁସେନା ଷ୍ଟେସନ ପରି ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରାଯାଇଥିଲା। ପଞ୍ଜାବ ପୋଲିସ ଏହି ଷଡଯନ୍ତ୍ରକୁ ବିଫଳ କରି ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଏହି ତିନିଜଣ ଖାଲିସ୍ତାନ ସମର୍ଥକ…
ଆଜି ରାତିରୁ ଜାରି ହେବ ନାଇଟ୍ କର୍ଫ୍ୟୁ ହେବନି ନୂଆବର୍ଷ ସେଲିବ୍ରେସନ୍
ନୂଆଦିଲ୍ଲୀ: ବ୍ରିଟେନରୁ ଆସିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଆଖିଆଗରେ ରଖି ଏଥର ଦିଲ୍ଲୀରେ ପାଳନ ହେବନି ନୂଆବର୍ଷ ସେଲିବ୍ରେସନ୍ । ଆଜି ରାତି ୧୧ ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । କରୋନା କଟକଣା ପାଇଁ ଜିରୋ ନାଇଟ୍ ସେଲିବ୍ରେସନ୍କୁ ବାରଣ…
ବିଦା ହେଲେ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀ
ଦୁର୍ନୀତି ଓ ଅପାରଗତା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବିଜେଡି ଯୁବ ପରିଷଦ ବୈଠକରେ ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ସରପଞ୍ଚଙ୍କଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏବଂ…
ରାମ ମନ୍ଦିର ନିର୍ମାଣରେ ବାଧା: ମନ୍ଦିର ତଳୁ ମିଳିଲା ସରାୟୁ ନଦୀର ଧାରା
ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବାଧା । ରାମ ମନ୍ଦିର ନିର୍ମାଣରେ ବାଧା ସୃଷ୍ଟି କରିଛି ସରାୟୁ ନଦୀର ଧାରା । ମଙ୍ଗଳବାର ଦିନ ସୂଚନା ମିଳିଛି ଯେ, ମନ୍ଦିର ନିର୍ମାଣ ପାଇଁ ପଡ଼ିଥିବା ମୂଳଦୁଆ ତଳେ ସରାୟୁ ନଦୀର ଧାରା ମିଳିଛି । ଯେଉଁଥିପାଇଁ ନିର୍ମାଣ କାର୍ଯ୍ୟରେ ଆଗକୁ ଅସୁବିଧା…
ଗଜପତି ଜିଲ୍ଲାରୁ କମ ଦରରେ ଆନ୍ଧ୍ରକୁ ଚାଲାଣ ହେଉଛି ଧାନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଧାନ ମଣ୍ଡିରୁ ଚାଷୀର ଆବଶ୍ୟକତାକୁ ଦେଖି ଧାନ କିଣା ଯାଉନଥିବା ଚାଷୀମାନେ ଅଭିଯୋଗ କରି ଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଏହାକୁ ଅସ୍ୱୀକାର କରିଛନ୍ତି । ଗଜପତି ଜିଲ୍ଲା କୃଷକ ସଙ୍ଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ଅଗ୍ରଣୀ ଚାଷୀ କୁନା…
୩ ବର୍ଷ ହେବ ଶୌଚାଳୟରେ ପଡିଛି ତାଲା, କାହା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ବୋଲି ଉଠୁଛି ପ୍ରଶ୍ନ
ମାଲକାନଗିରି: ଦୀର୍ଘ ବର୍ଷ ହେବ ଶୌଚାଳୟ ନିର୍ମାଣ ହୋଇ ତାଲା ପଡିରହିଛି । ତେବେ ପୂର୍ବରୁ ବସଷ୍ଟାଣ୍ଡରେ ଶୌଚାଳୟ ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିବାରୁ ଶୌଚାଳୟ ନିର୍ମାଣ କରାଗଲା ସତ କିନ୍ତୁ ଏଯାଏଁ ବ୍ୟବହାରରେ ଆସିପାରିଲା ନାହିଁ ଶୌଚାଳୟ । ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲା…
ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର : ନବୀକରଣ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି
ଭୁବନେଶ୍ୱର: ପାରାଦୀପ ବନ୍ଦରର ହେବ ବିଶ୍ୱସ୍ତରୀୟ । ବନ୍ଦରରେ ଓ୍ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ହେବ । ଯାହା ଫଳରେ ବନ୍ଦରକୁ କେପ୍ ସାଇଜ୍ ଭେସେଲ ଆସିପାରିବ । କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ନେଇ ବଡ଼ ଜାହାଜ ନିର୍ମାଣ ଚାଲିଛି । ହେଲେ ସେ ସବୁ ଡକ୍ ମଧ୍ୟକୁ ଆସିପାରୁନଥିବାରୁ ନୂଆ ଡକ୍…
ଦୀର୍ଘ ୯ ମାସ ପରେ ଖୋଲିଲା ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵରଙ୍କ ମନ୍ଦିର
ବୈପାରିଗୁଡା: ଆଜି ଠାରୁ ଭକ୍ତ ମାନେ ଦର୍ଶନ କରିପାରିବେ ବାବା ଗୁପ୍ତେଶ୍ଵରଙ୍କୁ । କରୋନା କଟକଣା ପାଇଁ ଦୀର୍ଘ ୯ ମାସ ପରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵରଙ୍କ ମନ୍ଦିର ଆଜିଠାରୁ ଖୋଲିଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ…
ନୂଆପଡା ପୋଲିସ କବଜାରେ ବାଇକ ଚୋର ରାକେଟ
ଦୁଇଜଣ ବାଇକ ଚୋର ଗିରଫ,୯ ଗୋଟି ବାଇକ ଜବତ
ନୂଆପଡା: ଦୀର୍ଘ ଦୁଇ ମାସ ହେବ ନୂଆପଡା ଥାନା, ଜୋଂକ ଥାନା ଓ ବେଲଟୁକୁରି ଥାନା ଅଞ୍ଚଳରେ ବାଇକ ଚୋରି ଘଟଣା ବୃଦ୍ଧି ପାଇବାକୁ ଲାଗିଥିଲା । ଯାହାକୁ ନେଇ ନୂଆପଡା ଥାନାରେ ଦୁଇ ମାସ ମଧ୍ୟରେ ୫ ଗୋଟି ମାମଲା ଓ ଜୋଂକ ଥାନାରେ ୪ ଗୋଟି ମାମଲା ରୁଜୁ…