Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗିରଫ ହେଲେ ଭି.ଜେ ଚିତ୍ରାଙ୍କ ସ୍ୱାମୀ
ଚେନ୍ନାଇ: ତାମିଲ ଟେଲିଭିଜନ୍ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ହେମନ୍ତଙ୍କୁ ଗିରଫ କରାଯାଇଛି । ଚିତ୍ରାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ପୁଲିସ୍ ହେମନ୍ତଙ୍କୁ ଗିରଫ କରିଛି । ଏକାଧିକ ଥର ଜେରା କରିବା ପରେ ପୁଲିସ୍ ତାଙ୍କୁ ଗିରଫ କରିଛି । ଶବ…
ମହଙ୍ଗା ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍
ନୂଆଦିଲ୍ଲୀ: ପୁଣି ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ । ପନିପରିବା, ଡାଲି, ଚିନି, ଖାଇବା ତେଲ ଆଦି ପରେ ସିଲିଣ୍ଡର୍ ଦାମ୍ ବୃଦ୍ଧି ପାଇଛି । ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ୧୪.୨ କିଲୋ ସିଲିଣ୍ଡର୍ ଦାମ୍ ୫୦ ଟଙ୍କା ବୃଦ୍ଧି ପାଇଛି । ଠିକ୍…
ଜିଲ୍ଲା ଯୋଗାଣ ଇନଫୋର୍ସମେଣ୍ଟ୍ ସ୍କ୍ଵାର୍ଡ ତରଫରୁ ବନ୍ଦିତା ଏଣ୍ଟରପ୍ରାଇଜେସ୍ ର ସିଲ୍
କର୍ଲIମୁଣ୍ଡା – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷିଙ୍କୁ ଧାନର ନ୍ୟାର୍ଯ୍ୟ ପ୍ରାପ୍ୟ ଦେବାପାଇଁ ମଣ୍ଡି ମାଧ୍ୟମରେ ଧାନବିକ୍ରିର ବ୍ୟବସ୍ଥା କରିଛନ୍ତି ।ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ବିରୁଦ୍ଧରେ ସାରା ଦେଶରେ କୃଷକ ମାନେ ଆନ୍ଦୋଳନ କରୁଥିବା ବେଳେ କୃଷକର ଧାନ ବିକ୍ରୟରେ…
୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବ । ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସୂଚନା ଦେଲେ ଦୁଇ ସେବାୟତ। ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିବା ଦୁଇ ସେବାୟତ କମଳାକାନ୍ତ ବଡୁ ଓ ବିରଞ୍ଚି ପତି ସୂଚନା ଦେଇଛନ୍ତି। ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ…
ସଂକଟରେ ବାଉଁଶ କାରିଗର : ବିଲୁପ୍ତ ଅବସ୍ଥାରେ କୁଟୀର ଶିଳ୍ପ
ବୈପାରିଗୁଡା – ବୈଷୟିକ ଯୁଗରେ ଇସ୍ପାତ, ଫାଇବର ଓ ପ୍ଲାଷ୍ଟିକ ଜାତ ସାମଗ୍ରୀର ଚାହିଦା ବୃଦ୍ଧି ପାଇବା କାରଣରୁ ବାଉଁଶ ତିଆରି ସାମଗ୍ରୀର ଚାହିଦା କ୍ରମଶଃ ହ୍ରାସ ପାଉଛି। ଆର୍ଥିକ ଦୃଷ୍ଟିରୁ ଅଣବାଉଁଶ କଞ୍ଚାମାଲରୁ ପ୍ରସ୍ତୁତ ଦ୍ରବ୍ୟ ଶସ୍ତା ଓ ସୁନ୍ଦର ହେଉଥିବା କାରଣରୁ ଗ୍ରାହକଙ୍କ ପ୍ରଥମ…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଓଡ଼ିଶାର ଆଉ ୪ଟି ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ…
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ, ନିମନ୍ତ୍ରଣ ସେ ସ୍ୱୀକାର କରିଛନ୍ତି
ନୂଆଦିଲ୍ଲୀ: ୨୦୨୧ ରେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତର ନିମନ୍ତ୍ରଣକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗ୍ରହଣ କରିଛନ୍ତି। ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ଘୋଷଣା ପରେ ରାଏବ ଏହା ମଧ୍ୟ କହିଛନ୍ତି ଯେ ବ୍ରିଟେନ…
ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ: ଆରଏଲ୍ ଚେୟାରମ୍ୟାନ୍…
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମଙ୍ଗଳବାର କହିଛନ୍ତି ଯେ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ ଏବଂ ଏହି ସମୟ ମଧ୍ୟରେ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହେବ। ଫେସବୁକ୍ ମୁଖ୍ୟ ମାର୍କ…
ମହେନ୍ଦ୍ରଗିରି ସବୁଜିମା ସୁରକ୍ଷା ସଚେତନତା ପାଇଁ ବୁଲେଟ ଦଳର ଯାତ୍ରା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ମହେନ୍ଦ୍ରଗିରିର ସବୁଜିମା ସୁରକ୍ଷା ପାଇଁ ଏକ ୧୨ଜଣିଆ ବୁଲେଟ ଚାଳକ ଦଳ ଯାତ୍ରା କରି ଫେରିଥିବା ଜଣାପଡିଛି । ଏହି ୧୨ଜଣିଆ ଦଳ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ସେଠାରେ…
ଶୀତ ଦିନେ ପିଇବା ପାଣି ମିଳୁନି,ଖରା ଦିନ ହେଲେ ଅବସ୍ଥା କଣ ହେବ?
ପାରଳାଖେମୁଣ୍ଡି: ଗଜପତିି ଜିଲ୍ଲାର ମୋହନା ବ୍ଲକରେ ବର୍ତ୍ତମାନର ଶୀତ ଦିନରେ ପିଇବା ପାଣି ମିଳୁ ନାହିଁ । ଆଗକୁ ଖରା ଦିନ ଆସୁଛି । ଖରା ଦିନ ପୁର୍ବରୁ ଏହି ସମସ୍ୟାର ସମାଧାନ କରା ନ ଗଲେ ଅବସ୍ଥା ଅସମ୍ଭାଳ ହେବ । ମୋହନା ଅଞ୍ଚଳରେ ଏହି ଉକ୍ରଟ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ବୈଠକ…