Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମନର କଥା: ପରିଶ୍ରମୀ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି
ନୂଆଦିଲ୍ଲୀ: ହରିୟାଣା ଏବଂ ଉତ୍ତରପ୍ରଦେଶ ସହିତ ଦିଲ୍ଲୀ ଆନ୍ତଃରାଜ୍ୟ ସୀମାରେ ହଜାର ହଜାର କୃଷକ ଏକତ୍ରିତ ହୋଇ ନୂତନ କୃଷି ଆଇନ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ ଏହି କୃଷି ସଂସ୍କାର କେବଳ କୃଷକମାନଙ୍କୁ ବିଭିନ୍ନ ଶିକୁଳିରୁ ମୁକ୍ତ କରିନାହିଁ ବରଂ…
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ
ଢେଙ୍କାନାଳ: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାପତି ନିରୋଜ ନଳିନୀ ମହାଳିକଙ୍କ ନେତୃତ୍ୱରେ ଗଣେଶ ବଜାର ଛକ ଠାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ତାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏଥିରେ ଅନ୍ୟମାନଙ୍କ…
ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ
ଭୁବନେଶ୍ୱର : ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛି । ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ଦୁଇ ଥରର ବିଧାୟକ । ସେ ପୂର୍ବତନ ମନ୍ତ୍ରୀ ମଧ୍ୟ । ଦଳ ପକ୍ଷରୁ ରବିବାର ଏକ…
ବିଧାନସଭାକୁ ଚାରିପଟୁ ସିଲ୍ କଲା ପୋଲିସ
ଭୁବନେଶ୍ୱର,୨୯/୧୧: ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଚତୁପାର୍ଶ୍ୱ ରାସ୍ତାକୁ ସିଲ୍ କଲା କମିଶନରେଟ୍ ପୋଲିସ । ଏହାସହ ସୁରକ୍ଷା ଦୃଷ୍ଟିରୁ ବିଧାନସଭାକୁ ଲାଗି ରହିଥିବା ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି । ଲୋକସେବା ଭବନ ଠାରୁ ରବୀନ୍ଦ୍ର ମଣ୍ଡପ ରାସ୍ତା, ପିଏମଜି…
ରାଜ୍ୟରେ ୫୧୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର ୨୯।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୩୦୭ରେ ପହଞ୍ଚିଛି । ଏନେଇ…
୨୪ ଘଣ୍ଟାରେ କୋଭିଡ୍ ମୃତ୍ୟୁ ସଂଖ୍ୟା କମି ୪ ଜଣଙ୍କର ମୃତ୍ୟୁ
ଭୁବନେଶ୍ବର ୨୯।୧୧: ରାଜ୍ୟରେ ବଢିବାରେ କମିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୫୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
ମାଓବାଦୀଙ୍କ ଆଇ ଡି ଆକ୍ରମଣ ରେ ବିଏସ ଏଫ ଆସିଷ୍ଟାଣ୍ଟ କମାଡାଣ୍ତ ସହିଦ
ମାଲକାନଗିରି : ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ସିଆରପିଏଫ୍ କୋବ୍ରା ଉପରକୁ ଆଇଡି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍ ହୋଇଥିବା ବେଳେ ୧୦ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଥିବା ଜଣା ପଡ଼ିଛି । ସହିଦ୍ ହୋଇଥିବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନାଁ…
ଡ଼ିସେମ୍ବରରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ
ଭୁବନେଶ୍ୱର: ମହାମାରୀକୁ ଦୁଷ୍ଟିରେ ରଖି ଅତ୍ୟାବଶକ ସେବା ଯୋଗାଉଥିବା ଅଫିସଗୁଡିକୁ ବାଦଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦% କର୍ମଚାରୀମାନେ ରୋଷ୍ଟର ଡିଉଟି କରୁଛନ୍ତି । ତେବେ ଆସନ୍ତା ଡ଼ିସେମ୍ବର ପହିଲାରୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ୭୫% କର୍ମଚାରୀଙ୍କୁ ନେଇ…
ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ
ଭୁବନେଶ୍ୱର: ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳରୁ ବିତାଡିତ କରାଯାଇଛି। ଦଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବିକାଶ ବିଷୟରେ ସୂଚନା ଦେଇଛି ଯେଉଁଥିରେ ଦର୍ଶାଯାଇଛି ଯେ ଡକ୍ଟର…
ପବନ ବଂଶଲ ଏଆଇସିସି କୋଷାଧ୍ୟକ୍ଷ ନିଯୁକ୍ତ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ପବନ ବଂଶଲ ହୋଇଛନ୍ତି ଏଆଇସିସିର କୋଷାଧ୍ୟକ୍ଷ । ଅତିରିକ୍ତ ଦାୟିତ୍ୱ ଭାବରେ ପବନ ବଂଶଲଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଦିବଂଗତ ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପରେ ଏହି ପଦବୀରେ କିଏ ବସିବେ ସେ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ଆକଳନ…